Home Posts tagged ODISHA (Page 297)
Odisha News
ଋଶ୍ମିତା ସାହୁଙ୍କ ରିପୋର୍ଟଓଡ଼ିଶା, ୨୪/୨ : ବାହାରିନ ର ରାଜଧାନୀ ମାନାମା ଠାରେ ଭାରତୀୟ ଦୂତାବାସ ତରଫରୁ “India in Bahrain” ମହୋତ୍ସବ ର ଆୟୋଜନ କରାଯାଇଥିଲା ।ଭାରତୀୟ କଳା ସଂସ୍କୃତି ଓ ବାଣିଜ୍ୟକୁ ଉତ୍ସାହିତ କରିବାକୁ ବାହାରିନରେ ଥିବା ଭାରତୀୟ ଦୂତାବାସ ତରଫରୁ ଏହି ପଦକ୍ଷେପ ନିଆଯାଇଥିଲା ।ଏଥିରେ ଭାରତର ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଭାରତୀୟ ଦୂତାବାସର ନିମନ୍ତ୍ରଣ କ୍ରମେ ଯୋଗଦେଇଥିଲେ ୧୯ଟି ଭାରତୀୟ Continue Reading
Odisha News
ଭୁବନେଶ୍ୱର, ୨୪/୨: ଏବେ ଟ୍ରାଫିକ୍ ନିୟମ ଭାଙ୍ଗିଲେ ନିସ୍ତାର ନାହିଁ । କାରଣ ଟୁଇନସିଟି କଟକ ଭୁବନେଶ୍ୱରରେ ଏବେ ଲାଗିବାକୁ ଯାଉଛି ଏଆଇ କ୍ୟାମେରା ।ଏହାଦ୍ୱାରା ଅପରାଧୀ ଓ ନିୟମ ଖିଲାପକାରୀ ସହଜରେ ଚିହ୍ନଟ ହୋଇପାରିବେ । ଏହି ଅତ୍ୟାଧୁନିକ କ୍ୟାମେରା ଭୁବନେଶ୍ୱର ଓ କଟକରେ ଲଗାଯିବ ।ଅପରାଧ ରୋକିବାକୁ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଛି । ଏନେଇ ପୋଲିସ କମିଶନର ସୁରେଶ ଦେବବତ୍ତ ସିଂ ସୂଚନା ଦେଇଛନ୍ତିଟ୍ରାଫିକ ଖିଲାଫକାରୀ ସହ ଅପରାଧୀଙ୍କୁ ଧରିବ ଏହି Continue Reading
Odisha News
ଭୁବନେଶ୍ୱର, ୨୪/୨: ସୋମବାର କୃଷକଙ୍କ ପାଇଁ “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାରେ ୧୯ତମ କିସ୍ତି ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାର ୩୪.୯୮ ଲକ୍ଷରୁ ଅଧିକ ଚାଷୀଙ୍କୁ ସାମିଲ କରାଯାଇଛି। ରାଜ୍ୟ କୃଷି ସଚିବ ଅରବିନ୍ଦ ପାଢୀ ଏହା ସୂଚନା ଦେଇଛନ୍ତି।“ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାରେ ଓଡ଼ିଶାର ଚାଷୀମାନେ ବୃଦ୍ଧି ପାଉଛନ୍ତି, କାରଣ ସାମ୍ପ୍ରତିକ ପ୍ରୟାସ ଯୋଗୁଁ ଅଂଶଗ୍ରହଣରେ ଉଲ୍ଲେଖନୀୟ ବୃଦ୍ଧି Continue Reading
Odisha News
ଭୁବନେଶ୍ୱର, ୨୪/୨ : ଆଜି ରାଜ୍ୟର ୮ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ମୟୂରଭଞ୍ଜ , ବାଲେଶ୍ବର, କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ତେବେ ଆଜି ବର୍ଷା ଏବଂ କୋହଲା ପାଗ ଅନୁଭୂତ ହେବାକୁ ଥିବା ବେକେ କାଲିଠୁ ରାଜ୍ୟରେ ପାଗ ଶୁଖିଲା ରହିବ। ବର୍ତ୍ତମାନ ରାତି ତାପମାତ୍ରା ଅଧିକ ରହୁଥିବାବେଳେ ଏବେ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା […]Continue Reading
Odisha News
ଭୁବନେଶ୍ୱର,୨୩ /୨: ୩ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହିପରିପ୍ରେକ୍ଷୀରେ ରବିବାର ମୁଖ୍ୟମନ୍ତ୍ରୀ ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଂଶଗ୍ରହଣ କରି ପରିବାର ସହିତ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି ଏବଂ ପୂଜାଚ୍ଚନା କରି ଓଡ଼ିଶାବାସୀଙ୍କ ମଙ୍ଗଳକାମନା କରିଛନ୍ତି।ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି। ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ Continue Reading
Odisha News
ଭୁବନେଶ୍ୱର,୨୩/୨: ଭିଜିଲାନ୍ସ ଜାଲରେ ୨ କୃଷି ଅଧିକାରୀ। ଲାଞ୍ଚ ନେବାବେଳେ ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜଳନିଧି ସ୍କିମରେ ସବ୍‌ସିଡି କରାଇଦେବାକୁ ନେଇ ଜଣେ ଚାଷୀଙ୍କ ପାଖରୁ ୫ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ମାଡିବସିଥିଲା।Continue Reading
Odisha News
କଟକ, ୨୩/୨: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର ନୂତନ ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ନିର୍ବାଚିତ ହୋଇଛନ୍ତି। ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ।ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଥିଲେ। ବବିଦାସଙ୍କ ଇସ୍ତଫା ପରେ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ । ବାରବାଟୀ ଫ୍ଲଡଲାଇଟ ବିଭ୍ରାଟ ନେଇ ନବ ନିର୍ବାଚିତ ସଭାପତି ପଙ୍କଜ ଲୋଚନ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ସରକାର ମାଗିଥିବା କାରଣ ଦର୍ଶାଅ ନୋଟିସର Continue Reading
Odisha News
ଢେଙ୍କାନାଳ,୨୩/୧: ଶୋଇଥିବା ବେଳେ ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି କଳାଙ୍ଗ ଗ୍ରାମରେ ଥିବା ଏକ ଫାର୍ମହାଉସରେ। ରବିବାର ଭୋରୁ ଭୋରୁ ଫାର୍ମହାଉସ ମାଲିକ ଶୋଇଥିବା ବେଳେ ଏହି ହତ୍ୟାକଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ।ଗୁଳିମାଡ଼ରେ ଫାର୍ମ ହାଉସ ମାଲିକ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଛି। ମୃତ ଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । ହତ୍ୟା କାଣ୍ଡର କାରଣ ଏଯାବତ୍ Continue Reading
Odisha News
ଭୁବନେଶ୍ୱର, ୨୩/ ୨ : ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ ୨ଦିନ ଯାଏ ବର୍ଷା। ଆଗାମୀ ୨୪ ଘଣ୍ଟାରେ ୭ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।ସେହିପରି ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବୋହିବ। ତେବେ ଆଜି ପାଣିପାଗ କେନ୍ଦ୍ର ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର […]Continue Reading
Odisha News
ସମ୍ବଲପୁର.୨୨/୨ : ଲିଭର ପ୍ରତ୍ୟାରୋପଣ ପରେ ବି ଆଖି ବୁଜିଲେ ସାନ ଯାଆ । ସମସ୍ତ ଚେଷ୍ଟା, ପ୍ରାର୍ଥନା ସ୍ୱତେ ଆଖି ବୁଜିଲେ ସମ୍ବଲପୁର ଝାଙ୍କରପାଲ୍ଲୀ ଗାଁର ସାନ ଯାଆ ।ଝାଙ୍କରପାଲ୍ଲୀ ଅଞ୍ଚଳର ମହିଳା ଜଣକ ଗତକାଲି ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏନେଇ ତାଙ୍କ ସ୍ୱାମୀ ସୂଚନା ଦେଇଛନ୍ତିି ।କିଛି ଦିନ ତଳେ ବଡ଼ ଯାଆ ନିଜ ସାନ ଯାଆକୁ ଲିଭର ଦାନ କରିଥିବା ଭଳି ପ୍ରେରଣାଦାୟୀ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା […]Continue Reading