Home Posts tagged ODISHA (Page 214)
Odisha News
ଭୁବନେଶ୍ୱର, ୫/୭: ଖରାପ ପ୍ରଦର୍ଶନ ଯୋଗୁଁ ତିନୋଟି ପ୍ରମୁଖ ବ୍ୟାଙ୍କଗୁଡ଼ିକୁ ତାଲିକାରୁ ବାଦ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ଏଚଡିଏଫସି, ଆଇସିଆଇସିଆଇ ଏବଂ ଏକ୍ସିସ୍ ବ୍ୟାଙ୍କର ଅଧିକାରୀମାନେ ଆଲୋଚନା ପରେ କଟକଣା ହଟାଇଛନ୍ତି ସରକାର । ତିନି ବ୍ୟାଙ୍କ ପୂର୍ବ ପରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ କାମ କରିବେ । ସମସ୍ତ ବିଭାଗକୁ ଅର୍ଥ ବିଭାଗ ପକ୍ଷରୁ ଚିଠି କରାଯାଇଛି ।ସରକାରୀ ପ୍ରମୁଖ ଯୋଜନାଗୁଡ଼ିକରେ ଖରାପ ପ୍ରଦର୍ଶନ Continue Reading
Odisha News
ପୁରୀ, ୫/୭: ଶ୍ରୀଗୁଣ୍ଡିଚା ମନ୍ଦିରରୁ ବିଦାୟ ନେଲେ ତିନି ଠାକୁର । ନବ ଦିନାତ୍ମକ ମାନବୀୟ ଲୀଳା ସାରି ଏବେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟ, ଖୋଳ ତାଳ, ହରିବୋଲ ଏବଂ ହୁଳିହୁଳିରେ ପ୍ରକମ୍ପିତ ହେଉଛି ଗଗନ ପବନ । ଶରଧାବାଲିରୁ ବଡ଼ଦାଣ୍ଡକୁ ଗଡ଼ିଛି ତାଳଧ୍ୱଜ, ଦର୍ପଦଳନ ଏବଂ ନନ୍ଦିଘୋଷ ।ରଥଯାତ୍ରା ଦିନ ଯେଉଁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ତାହାର ପୁନରାବୃତ୍ତି ହୋଇ ନାହିଁ । ନିର୍ଦ୍ଧାରିତ ସମୟ Continue Reading
Top Stories
By Subrat Sarangi Paradeep, July 5: AM/NS Ports organised a health awareness camp at Lockpada Upper Primary School to mark National Doctor’s Day under its CSR initiative “Aarogya”. The event aimed to recognise the contribution of doctors and raise awareness about monsoon-related health issues in the local community. On this occasionDr. Niranjan Dwivedy from AM/NS […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ ଖୋର୍ଦ୍ଧା, ୫/୭ : ଶୁକ୍ରବାର ଓଡ଼ିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଏକ ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଅପରାହ୍ନରେ ଜିଲ୍ଲା ସଦର ମହକୁମା ଗୋପବନ୍ଧୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, Continue Reading
Odisha News
ପୁରୀ, ୫/୭ : ଆଜି ରାଜ୍ୟରେ ଜାରି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା। ଦକ୍ଷିଣ ଝାଡ଼ଖଣ୍ଡ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ରହିଛି। ତେଣୁ ରାଜ୍ୟରେ ବର୍ଷା ପ୍ରକୋପ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ।ବିଶେଷ କରି ପଶ୍ଚିମ ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ତା’ପରେ ଏହାର ପରିମାଣ ଅଳ୍ପ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏପରିକି ଆଜି ପବିତ୍ର ବାହୁଡ଼ାରେ ମଧ୍ୟ ବର୍ଷାରେ […]Continue Reading
Top Stories
By Sukant Mohanty Bhubaneswar, July 4: In a landmark move, Chief Minister Mohan Majhi on Friday announced that Puri Municipality will be upgraded to a Municipal Corporation, making it the sixth in Odisha. The decision comes in response to the pilgrim town’s rising population, increasing pilgrimage footfall, and evolving urban infrastructure needs. Addressing a press […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୪/୭ : ବାକି ଥିବା ଚାରି ହଜାର ଟଙ୍କା ନ ଦେବାରୁ ଆରମ୍ଭ ହୋଇଥିଲା ବଚସା। ବଚସା ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ଦୁଇଭାଇଙ୍କ କାଠ ଫାଳିଆ ମାଡ଼ରେ ଯୁବକର ମୃତ୍ୟୁ ଘଟିଛି। ପୋଲିସ ମୃତ ଦେହ ଜବତ କରିବା ସହ ହତ୍ୟାକାଣ୍ଡର ଖୁଲାସା କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି।ଘଟଣା ଘଟିଥିଲା ଜଟଣୀ ଥାନା ଅନ୍ତର୍ଗତ ପଦନପୁର ଅଞ୍ଚଳରେ। ସେଇ ଅଞ୍ଚଳର ଭିମରାଜ ମହାନ୍ତି (୩୮) ଏବଂ ସୁରେଶ […]Continue Reading
Odisha News
ଭୁବନେଶ୍ୱର,୪/୭: ପବିତ୍ର ରଥଯାତ୍ରା ଅବସରରେ ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ପୁରୀ ଜଗନ୍ନାଥ ଧାମ ମହାନଗର ନିଗମ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଏବଂ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏପରିକି ପୁରୀ ସହରକୁ ନୂଆ ଢାଞ୍ଚାରେ ଗଡ଼ିବାର ଆବଶ୍ୟକତା ରହିଛି। ୨୦୩୬ ସୁଦ୍ଧା Continue Reading
Odisha News
ଭୁବନେଶ୍ୱର, ୪/୭: ବର୍ଷାରେ ଭିଜିବ ବାହୁଡା ଯାତ୍ରା । ଆଗାମୀ ତିନି ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବର୍ଷା ୭ ତାରିଖ ଯାଏଁ ଲାଗି ରହିବ ।ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ଝିପି ଝିପି ବର୍ଷା ଲାଗି ରହିଛି । ୭ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପ୍ରକୋପ ଧୀରେ ଧୀରେ କମିପରେ । ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ବର୍ଷା ଜାରି ରହିଥିବା ବେଳେ ଆହୁରି […]Continue Reading