ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୯/୯: ଖୋର୍ଦ୍ଧା ସହରର ନୂଆ ବସ୍ଷ୍ଟାଣ୍ଡ ଅଞ୍ଚଳରୁ ଟିଏଲ୍ସି ରାସ୍ତାର ଦୀର୍ଘଦିନର ଦୁରବସ୍ଥାକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦିକା ସୋନାଲି ସାହୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ତୁରନ୍ତ ପୁନର୍ନିର୍ମାଣ ଓ ମରାମତି ପାଇଁ ସେ ଶନିବାର ଜିଲ୍ଲାପାଳଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି।ପତ୍ରରେ ସୋନାଲି ସାହୁ ଦର୍ଶାଇଛନ୍ତି ଯେ, Continue Reading




