Home Posts tagged ODISHA (Page 21)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର/ଓଡ଼ିଶା, ୧୫/୧୦ : ଆଜି ଛାତ୍ର ସଂସଦ ନିର୍ବାଚନ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟିଂ । ୩୪୬ କଲେଜ ଓ ୧୩ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟିଂ। ବିଭିନ୍ନ ପଦପଦବି ପାଇଁ ମଇଦାନରେ ଅଛନ୍ତି ୬୮୯୧ ପ୍ରାର୍ଥୀ।ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଛି, ଯାହା ଦିନ ୨ଟା ଯାଏ ଚାଲିବ ଭେଟ୍ । ଏହାପରେ ଗଣତି ହୋଇ ସଂଧ୍ୟାରେ ପ୍ରକାଶ ପାଇବ ଫଳ ।ଶାନ୍ତି ଶୃଂଖଳାରେ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୪/୧୦ : ସେଣ୍ଟର ଫର୍ କମ୍ୟୁନିଟି ଡେଭଲପମେଣ୍ଟ (ସିସିଡି) ପକ୍ଷରୁ ଲିନ୍ସି ଫାଉଣ୍ଡେସନ୍‌ର ସହଯୋଗରେ SLECI ଏସ:ଏଲ:ଇ:ସି:ଆଇ ପ୍ରକଳ୍ପ ଅଧୀନରେ ଏଙ୍ଗାରସିଙ୍ଗି ଗ୍ରାମ ପଞ୍ଚାୟତର ସଉତ ସାହିରେ ସାମୁଦାୟିକ ଗୋଷ୍ଠୀ କେନ୍ଦ୍ର ତଥା ଗ୍ରାମ ବିକାଶ କମିଟି (ଭିଡ଼ିସି) କାର‌୍ୟ୍ୟାଳୟର ନବୀକରଣ କରାଯାଇଛି।ଗ୍ରାମବାସୀଙ୍କ ବୈଠକ ଓ ସାମୂହିକ କାର‌୍ୟ୍ୟକ୍ରମ ପାଇଁ କେନ୍ଦ୍ରକୁ ୨୫ଟି ଚେୟାର, ଆଲମିରା, ମସିଣା, ମାଇକ୍ ସହିତ Continue Reading
Odisha News
ଭୁବନେଶ୍ୱର/ସମ୍ବଲପୁରଜିଲ୍ଲା, ୧୩/୧୦ : ମହିଳା ଓ ବାଳିକାଙ୍କ ପାଇଁ ସୁରକ୍ଷିତ, ସମାବେଶୀ ଓ ଭୟମୁକ୍ତ ସହର ଗଠନ ଲକ୍ଷ୍ୟରେ ନିର୍ଭୟା ପଦକ୍ଷେପ ଅଧୀନରେ ସମ୍ବଲପୁରଜିଲ୍ଲା ପ୍ରଶାସନ ପକ୍ଷରୁ କାର‌୍ୟ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରଭାତୀ ପରିଡ଼ା : ସମ୍ପୂର୍ଣା ଶ୍ରୀ ମିସନ ଓ ନିର୍ଭୟା କଢ଼ି ଭଳି ପଦକ୍ଷେପ ଏକ ସ୍ୱତନ୍ତ୍ର ପରିଚୟ ଦେବ: ପରିଡ଼ାଆଜି (ମଙ୍ଗଳବାର) ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ Continue Reading
Odisha News
ତପସ୍ୱିନୀ ସାହୁକଟକ/ ଓଡ଼ିଶା,୧୩/୧୦: କଟକ ସିଡିଏ ସେକ୍ଟର ୧୦ ଅଞ୍ଚଳରେ ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ରାସ୍ତା କଡ଼ରେ ଥିବା ଦୋକାନ ଓ ଗୋଟିଏ ଟ୍ରାକ୍ଟର ଡାଲା ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି ।ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ହଠାତ୍ ରାସ୍ତା କଡ ମାଟି ତଳୁ ନିଆଁ ଉଠିଥିଲା । ଚାରୋଟି ସ୍ଥାନରେ ଏଭଳି ନିଆଁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨ /୧୦ : ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ପ୍ରଶାସନିକ ସେବାକୁ ଅଧିକ ଜନମୁଖୀ କରିବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନାଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା।ଶିବିରରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶତାଧିକ ଜନସାଧାରଣ ନିଜ ଅଭିଯୋଗ ଉପସ୍ଥାପନ କରିଥିଲେ। ଏହି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୨/୧୦ : ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ କରଡାସିଂ ସ୍ଥିତ ଗ୍ରାମ ପଞ୍ଚାୟତ କାର‌୍ୟ୍ୟାଳୟ ପରିସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାମୁଦାୟିକ ବିକାଶ କେନ୍ଦ୍ର (ସିସିଡି) ପକ୍ଷରୁ ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟ (ଡି ଏଫ୍ ଟି)ଙ୍କ ସହଯୋଗରେ ଏକ ବାଲ୍ ସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ଶିଶୁମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, Continue Reading
Business News Top Stories
By Prakash Panigrahi Bhubaneswar/Odisha, Oct 12 : Sintex, one of India’s most trusted names in water storage solutions, highlights ‘Sintex Pure’ its anti-microbial water storage tank as a reliable choice during the monsoon, when conserving clean and safe water becomes more important. During the monsoon, water sources are particularly vulnerable to contamination due to Continue Reading
Top Stories
Recognised by the Union ministry of youth affairs and sports, the federation aims to strengthen university sports, ensure transparent governance and expand opportunities for young athletes. By Subrat Sarangi Bhubaneswar, Oct. 12: Dr. Achyuta Samanta has been unanimously elected the first president of the Indian UniSport Federation (IUSF) at its inaugural annual general Continue Reading