Home Posts tagged ODISHA (Page 15)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୩୦/୧୦ : ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ୨୬ ଅକ୍ଟୋବର ୨୦୨୬ ଠାରୁ ‘ସତର୍କତା ସଚେତନତା ସପ୍ତାହ’ (Vigilance Awareness Week) ପାଳନ କରାଯାଉଛି, ଯାହା ୧ ନଭେମ୍ବର ୨୦୨୬ ରେ ଶେଷ ହେବ।ଦୁର୍ନୀତି ବିରୋଧରେ ସଚେତନତା ବୃଦ୍ଧି, ସ୍ୱଚ୍ଛତା ଏବଂ ନୈତିକ ଆଚରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଚାଲିଥିବା ଅଭିଯାନର ଅଂଶବିଶେଷ ଭାବରେ ଏହା ଆୟୋଜିତ ହେଉଛି। Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ବର, ୩୦/୧୦: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ପରେ ଏବେ ଦକ୍ଷିଣ ଓଡ଼ିଶାରେ ବନ୍ୟା ବିଭୀଷିକା। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗିନ ହୋଇପଡ଼ିଛି।ନଦୀର ଜଳସ୍ତର ବଢ଼ିବା ଯୋଗୁଁ ଶହ ଶହ ଗାଁ ଜଳମଗ୍ନ ହୋଇଥିବାବେଳେ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କେଉଁଠି ରାସ୍ତା ଧୋଇ ହୋଇଯାଇଛି ତ ଆଉ କେଉଁଠି ଘର ଭିତରେ ୧୦ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବେଶ କରିଛି। ଏଭଳି ସ୍ଥିତିରେ ବନ୍ୟାଞ୍ଚଳର ସ୍ଥିତି Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩୦/୧୦ : ଗୁରୁବାର ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ସାଧାରଣ ସଭା ଓ ଆଲୋଚନା ଚକ୍ର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସର ସ୍ଥିତ ସଦଭାବନା ସଭାଗୃହରେ ଦିବା ୧୧ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ଶ୍ରୀମତୀ ରୋଜିନା Continue Reading
Odisha News
କେନ୍ଦ୍ରାପଡା, ୩୦/୧୦ : ଗାଁରୁ ମିଳିଲା ମୁଣ୍ଡ ନଥିବା ମୃତଦେହ । ବନ୍ଧରେ ଦେଖିଲେ ଲୋକେ । କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଲୁଣାନଦୀ ବନ୍ଧରେ ଜଣେ ଅପରିଚିତ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଠାବ ହୋଇଛି ।ସ୍ଥାନୀୟ ମାହାରାକୂଳ ଗାଁ ଲୋକେ ଆଜି ସକାଳୁ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ନିକଟରେ ଦୁଇଟି ଚପଲ ମଧ୍ୟ ପଡିଛି ।ଏହା ବ୍ୟତୀତ ଅନ୍ୟ କିଛି ଠାବ ହୋଇ ନାହିଁ । ନଦୀ ବନ୍ଧ ଉପରେ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୧୦ : ବୌଦ୍ଧ ସର୍କିଟ ହାଉସ ଠାରେ ପ୍ରଦେଶ କଂଗ୍ରେସ କମିଟି ଓ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଭୋଟ୍ ବଞ୍ଚାଅ ଦେଶ ବଞ୍ଚାଅ ଆନ୍ଦୋଳନ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।ବୌଦ୍ଧର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସୁଜିତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ ଜାତୀୟ Continue Reading
Odisha News
ଭୁବନେଶ୍ୱର, ୨୯/୧୦ : ରାଜ୍ୟସଭା କ୍ରସ-ଭୋଟିଂ ମାମଲାରେ ଓଡ଼ିଶା ହାଇକୋର୍ଟ ୫ ଜଣ ବିଜେଡି ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହ ସେମାନଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।କୋର୍ଟରେ ଜବାବ ଦାଖଲ କରିବାକୁ ପଡ଼ିବନୋଟିସ ପାଇଥିବା ବିଧାୟକମାନେ ହେଲେ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼, ସୌଭିକ ବିଶ୍ୱାଳ ଏବଂ ଚକ୍ରମଣୀ କହଁର।ବିଧାୟକ ପଦ ରଦ୍ଦ ଦାବି ନେଇ ହୋଇଥିବା ଏକ ମାମଲାରେ ହାଇକୋର୍ଟ ଏହି ନୋଟିସ ଜାରି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୧୦ : ‘ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ’ (ଓ ୟୁଜେ) ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଏକ ସଙ୍ଗଠନିକ ବୈଠକରେ ଦ୍ୱିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ବିରନରସିଂହପୁର ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ଓୟୁଜେର ନିର୍ଦ୍ଦେଶକ୍ରମେ ପ୍ରତି ଜିଲ୍ଲାରେ ଆସନ୍ତା ଅକ୍ଟୋବର ୩୦ ତାରିଖ ପୂର୍ବରୁ ସାଙ୍ଗଠନିକ ନିର୍ବାଚନ ସାରିବା ପାଇଁ ସ୍ଥିର ହୋଇଥିଲା।ଏହି ପରିପ୍ରେକ୍ଷୀ ରେ ବୌଦ୍ଧ ଜିଲ୍ଲାର ସମସ୍ତ ବ୍ଳକରୁ ଆସିଥିବା Continue Reading
Odisha News
ଗଞ୍ଜାମ/ ଗଜପତି,୨୯/୧୦ : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଏହି ବର୍ଷା ପରେ ଏହି ସବୁ ଜିଲ୍ଲାରେ ବଢ଼ିଛି ବନ୍ୟା ଆଶଙ୍କା । ବିଶେଷକରି ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅଧିକ ବର୍ଷା ଯୋଗୁଁ ବଂଶଧାରା ଓ ଋଷିକୁଲ୍ୟା ନଦୀରେ ବନ୍ୟା ସ୍ଥିତି ଉପୁଜିଛି ।ଋଷିକୁଲ୍ୟା ଅବବାହିକାରେ ପ୍ରାୟ ୨୦୦ ମିଲିମିଟର ଏବଂ ବଂଶଧାରା ଅବବାହିକାରେ ୧୨୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାଜ୍ୟର ୪୭ଟି ସ୍ଥାନରେ ୧୦୦ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର/ ଓଡ଼ିଶା, ୨୯/୧୧୦ : ଆଜି ୨୯ ଅକ୍ଟୋବର, ଠିକ୍ ଆଜିର ଦିନ ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା। ରିପୋର୍ଟ ଅନୁସାରେ ଏହି ମହାବାତ୍ୟା ଭାରତ ମହାସାଗର ଅଞ୍ଚଳର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଥିଲା।୧୯୯୯ ମସିହା ଅକ୍ଟୋବର ୨୯ ତାରିଖ। ଆଜିକୁ ଠିକ୍ ୨୭ ବର୍ଷ ତଳେ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଆଉ ଏହି ମହାବାତ୍ୟା ଉଜାଡ଼ି ଦେଇଥିଲା ଶହଶହ ସୁନାର ସଂସାର। ଚାହୁଁ Continue Reading