ଭୁବନେଶ୍ୱର,୧୬/୩ : ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଓଡ଼ିଶା ବିଧାନସଭାରେ ଭୋଟିଂ ଚାଲିଛି।ଏହାରି ଭିତରେ କ୍ରସ ଭୋଟିଂକୁ ନେଇ ସବୁଠାରୁ ବଡ଼ ଖବର ଆସିଛି।ଦଳୀୟ ହ୍ୱିପକୁ ଅବମାନନା କରି ୮ ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି। ସବୁଠାରୁ ବଡ଼ ଧକ୍କା ଲାଗିଛି କଂଗ୍ରେସକୁ। ଦଳର ତିନି ଟାଣୁଆ ନେତା ରମେଶ ଜେନା, ସୋଫିଆ ଫିର୍ଦୋସ୍ ଏବଂ ଦାଶରଥୀ ଗମାଙ୍ଗ କ୍ରସ୍ ଭୋଟିଂ କରିଛନ୍ତି। ନିଜେ ପିସିସି ସଭାପତି ଭକ୍ତ ଦାସ ଏହି ଖବରକୁ ସ୍ପଷ୍ଟ କରିବା […]Continue Reading




