Home Posts tagged New Delhi (Page 148)
Odisha News
ନୂଆଦିଲ୍ଲୀ,୨୦/୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦ ଭିତରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କ ପାଖକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି। ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ସୋନିଆ ଗାନ୍ଧି ଗୃହ କାର‌୍ୟ୍ୟରେ ଯୋଗ ଦେବାକୁ ଆସିଥିଲେ।ଏହି ସମୟରେ ମୋଦି ହଠାତ୍ ଚାଲିଚାଲି ସୋନିଆଙ୍କ ପାଖରେ ପହଞ୍ଚିଥିଲେ। ଏହାପରେ ତାଙ୍କ ଦେହ କେମିତି ଅଛି ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ Continue Reading
National News
NEW DELHI,JULY 20 “: Delhi’s Rouse Avenue Court on Thursday granted bail to former Wrestling Federation of India (WFI) chief and BJP MP Brij Bhushan Sharan Singh, in the alleged sexual harassment case moved by a group of female grapplers. The order which was reserved by the Additional Chief Metropolitan Magistrate (ACMM) Harjeet Singh Jaspal […]Continue Reading
Odisha News
ନୂଆଦିଲ୍ଲୀ,୨୦/୭: ମଣିପୁରର ୨ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଟଣାଓଟରା କରି ନେବା ଘଟଣାର ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ସମଗ୍ର ଦେଶ ଉଠୁଛି ପଡ଼ୁଛି। ଏହି ଘଟଣା ସମଗ୍ର ମାନବ ଜାତି ପାଇଁ ଅପମାନ ବୋଲି କହିବା ସହ ଏହା ସମ୍ବିଧାନର ଘୋର ଉଲ୍ଲଘଂନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏପରିକି କେନ୍ଦ୍ର ସରକାର ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ପ୍ରଧାନ Continue Reading
Bollywood
ନୂଆଦିଲ୍ଲୀ,୨୦/୭: ମଣିପୁରରେ ଦୁଇଜଣ ମହିଳାଙ୍କୁ ବିବସ୍ତ୍ର କରି ଚଳାଇବା ଭିଡିଓ ତାଙ୍କୁ ବିଚଳିତ କରିପକାଇଛି ବୋଲି ଆଜି ଟୁଇଟ୍ କରି ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି।ସେ କହିଛନ୍ତି, ଅପରାଧୀମାନଙ୍କ ପ୍ରତି ଏମିତି ଦଣ୍ଡ ବିଧାନ କରାଯିବା ଉଚିତ ଯେ, ଏଭଳି ଅପକର୍ମ କରିବାକୁ ଯେମିତି କେହି କଳ୍ପନା କରି ନ ପାରନ୍ତି।ଆଜି ସକାଳେ ଟୁଇଟ୍ କରିଥିବା ପୋଷ୍ଟ୍ରେ ଅକ୍ଷୟ ଲେଖିଛନ୍ତି, ମଣିପୁରରେ ମହିଳାମାନଙ୍କ ପ୍ରତି କରାଯାଇଥିବା ହିଂସା ଭିଡିଓ ଦେଖି ମୁଁ Continue Reading