Home Posts tagged KHURDHA DISTRICT (Page 5)
Top Stories
By prasanna paikarayKhordha/Odisha, Aug. 6 : A fresh controversy has emerged over land acquired for the expansion of National Highway-16 in Khordha district, with official documents indicating that land for which compensation had already been paid by the Government more than two decades ago allegedly remained recorded in private names and was subsequently sold and […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୪/୮ : ଖୋରଧା ଜିଲ୍ଲାରେ ନିଶା କାରବାର ନିୟନ୍ତ୍ରଣ ପାଇଁ ପୁଲିସ ଲଗାତାର ସ୍ୱତନ୍ତ୍ର ଅଭିଯାନ ଚଳାଇଥିବାବେଳେ ଏକ ଦିନରେ ଦୁଇଟି ବଡ଼ ଧରଣର ଚଢ଼ାଉ ଜିଲ୍ଲାରେ ସକ୍ରିୟ ନିଶା କାରବାର ର ବ୍ୟାପକ ନେଟୱର୍କକୁ ପୁଣିଥରେ ସାମ୍ନାକୁ ଆଣିଛି। ବୋଲଗଡ଼ ଓ ଖୋରଧା ସଦର ଥାନା ପୁଲିସ ପୃଥକ ଅଭିଯାନରେ ୬୦ କେଜି ୩୫୦ ଗ୍ରାମ ଗଞ୍ଜେଇ ଏବଂ ୧୦୦ ବୋତଲ କୋଡିନ କଫ ସିରପ ଜବତ କରିଛି। ଏହି […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨/୮ : ଲଗାଣ ବର୍ଷା ଓ ନଦୀ-ନାଳର ଜଳସ୍ତର ବୃଦ୍ଧି ପରେ ଖୋରଧା ବ୍ଲକର ବିଭିନ୍ନ ନିମ୍ନାଞ୍ଚଳ ଗ୍ରାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟକ୍ରମ ଜୋରଦାର କରାଯାଇଛି।ବିଶେଷକରି ଖୋରଧା ବ୍ଲକର ନରଣଗଡ଼ ଓ ଓରବରସିଂହ ଗ୍ରାମ ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରାୟ ୧,୧୯୪ ଜଣ ବନ୍ୟାପୀଡ଼ିତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିବା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨/୮ : ଖୋରଧା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀ,ଖୋରଧାଙ୍କ ଦ୍ୱାରା ଆୟୋଜିତ ଶ୍ରେଷ୍ଠତା ସମ୍ମିଳନୀରେ A୧ ଗ୍ରେଡ ପ୍ରାପ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଓ ପ୍ରଧାନ ଶିକ୍ଷକମାନଙ୍କ କର୍ମଶାଳା ଅନଷ୍ଠିତ ହୋଇଯାଇଛି ।ଦକ୍ଷତା ବିକାଶ ଅନୁଷ୍ଠାନ, ତରାବୋଇ ଜଟଣୀ ଠାରେ ଅନୁଷ୍ଠିତ ଶ୍ରେଷ୍ଠତା ସମ୍ମିଳନୀ ୨୦୨୬ ଉଦ୍ଘାଟନ ଉତ୍ସବରେ ଆବାହକ ଶ୍ରୀମତୀ ସୋନମିକା ରାୟ , ଜିଲ୍ଲା ଶିକ୍ଷା ଅଧିକାରୀ, Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧/୮ : ଖୋରଧା ଜିଲ୍ଲାରେ ନିଶା ମାଦ୍ରକ ଦିନକୁ ଦିନ ସଂଗଠିତ ରୂପ ନେଉଥିବା ବେଳେ ଏହାର ମେରୁଦଣ୍ଡ ଭାଙ୍ଗିବା ପାଇଁ ଜିଲ୍ଲା ପୁଲିସ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛି। ମାତ୍ର ୪୮ ଘଣ୍ଟା ମଧ୍ୟରେ ଖୋରଧା ଆଦର୍ଶ ଥାନା ଓ ଶିଳ୍ପାଞ୍ଚଳ ଥାନା ପୁଲିସ ପକ୍ଷରୁ କରାଯାଇଥିବା ଦୁଇଟି ପୃଥକ ଗୁଇନ୍ଦା ସୂଚନା ଭିତ୍ତିକ ଚଢ଼ାଉରେ ୧୭୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି।ଜବତ ନିଶାଦ୍ରବ୍ୟର ବେଆଇନ ବଜାର […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧/୮ : ଖୋରଧା ନିକଟସ୍ଥ ବିଭିନ୍ନ ସ୍ଥାନରୁ ପ୍ରତ୍ୟେକ ଦିନ ନିଶାଦ୍ରବ୍ୟ ବେପାରୀ ଗିରଫ ହେଉଥିବା ଖବର ପ୍ରକାଶ ପାଉଛି।ଏହି ସପ୍ତାହ ମଧ୍ୟରେ ପ୍ରାୟ କୋଟି କୋଟି ଟଙ୍କାର ଗଞ୍ଜେଇ ବ୍ରାଉନସୁଗର ଧରାଯାଇଥିବା ବେଳେ ଅନେକ ନିଶା ବେପାରୀ ଗିରଫ ହୋଇଛନ୍ତି।ଓଡ଼ିଶାରୁ ଦେଶର ବିଭିନ୍ନ ରାଜ୍ୟକୁ ଚାଲିଥିବା ସଂଗଠିତ ଗଞ୍ଜେଇ ଚୋରାଚାଲାଣ ବିରୋଧରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ.ଟି.ଏଫ) ଶୁକ୍ରବାର ଏକ ବଡ଼ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୩୦/୭ : ଓଡ଼ିଶାରେ ନିଶା କାରବାର ବିରୋଧରେ ଚାଲିଥିବା କଠୋର ଅଭିଯାନ ମଧ୍ୟରେ ଖୋରଧା ଜିଲ୍ଲା ଅବକାରୀ ବିଭାଗ ପୁଣିଥରେ ଏକ ବଡ଼ ସଫଳତା ହାସଲ କରିଛି। ଗୁଇନ୍ଦା ସୂଚନାକୁ ଆଧାର କରି ଜିଲ୍ଲାର ତିନୋଟି ପୃଥକ ସ୍ଥାନରେ ଏକକାଳୀନ ଚଢ଼ାଉ କରି ମୋଟ ୬୫.୪୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହି ଚୋରାଚାଲାଣରେ ବ୍ୟବହୃତ ତିନୋଟି ଦାମୀ ଚାରିଚକିଆ ଗାଡ଼ି, ଛଅଟି ମୋବାଇଲ ଫୋନ ଜବତ କରାଯାଇଛି।ଏହି ଘଟଣାରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୯/୭ : ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଉପ ଶାସନ ସଚିବ ତଥା ଉପ ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନାମିକା ସିଂହ ଆଜି ଖୋରଧା ଜିଲ୍ଲା ସ୍ଵତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ସମୀକ୍ଷା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଏବଂ ସମସ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜି କରଣ ଅଧିକାରୀ, Continue Reading
Top Stories
By Dillip Kumar Pattnaik Khordha, July 29: “A nation that fails to honour its history can never build a glorious future.” These words find a painful reflection in the present condition of the Pancha Paika Memorial at Gada Khordha, where the statues of Odisha’s legendary warrior heroes now stand surrounded by neglect, wild vegetation and […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୮/୭ : ଖୋରଧା ଜିଲ୍ଲାରେ ନିଶା କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ମଧ୍ୟରେ ଖୋରଧା ଅବକାରୀ ବିଭାଗ ମଙ୍ଗଳବାର ଚଳିତ ବର୍ଷର ଅନ୍ୟତମ ବଡ଼ ସଫଳତା ହାସଲ କରିଛି।ଏକ ସୁଚିନ୍ତିତ ଚଢ଼ାଉ ସମୟରେ ପ୍ରାୟ ୪୬୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ₹୪୬ ଲକ୍ଷ ବୋଲି ଆକଳନ କରାଯାଇଛି।ଘଟଣାରେ ମା\’ ଓ ପୁଅ କୁ ଗିରଫ କରାଯାଇଛି। ଏହି ଜବତ ପରେ […]Continue Reading