ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୮/୭ : ଅବସରପ୍ରାପ୍ତ କର୍ମଚାରୀ ମାନେ ନିଜ କର୍ମମୟ ଜୀବନରୁ ଅର୍ଜନ କରିଥିବା ଦୀର୍ଘ ଅନୁଭବ, ଜ୍ଞାନ ଓ ପ୍ରଶାସନିକ ଦକ୍ଷତାକୁ ସମାଜର କଲ୍ୟାଣରେ ବିନିଯୋଗ କରିବା ସହ ଯୁବପିଢ଼ିକୁ ଦିଗଦର୍ଶନ ଦେବା ଆବଶ୍ୟକ ବୋଲି ଖୋରଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ କହିଛନ୍ତି।ଖୋରଧା ଜିଲ୍ଲା ପେନସନର୍ସ ଆସୋସିଏସନର ବାର୍ଷିକ ଉତ୍ସବ ଶ୍ୟାମା ମାଧବ ବାସନ୍ତୀ ଦେବୀ ପାଠାଗାର ସଭାଗୃହରେ ଆସୋସିଏସନର ସଭାପତି ଭୀମସେନ Continue Reading




