Home Posts tagged KHURDHA DISTRICT (Page 2)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୨/୯ : ଖୋରଧା ଜିଲ୍ଲାରେ ଆଗାମୀ ଦିନ ଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଭୀଷଣ ପାଣିପାଗର ପୂର୍ବାନୁମାନ ରହିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ଗୁଡ଼ିକ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।ଜିଲ୍ଲାର ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଚାଲୁଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୯/୯: ଖୋର୍ଦ୍ଧା ସହରର ନୂଆ ବସ୍‌ଷ୍ଟାଣ୍ଡ ଅଞ୍ଚଳରୁ ଟିଏଲ୍‌ସି ରାସ୍ତାର ଦୀର୍ଘଦିନର ଦୁରବସ୍ଥାକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦିକା ସୋନାଲି ସାହୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ତୁରନ୍ତ ପୁନର୍ନିର୍ମାଣ ଓ ମରାମତି ପାଇଁ ସେ ଶନିବାର ଜିଲ୍ଲାପାଳଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି।ପତ୍ରରେ ସୋନାଲି ସାହୁ ଦର୍ଶାଇଛନ୍ତି ଯେ, Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୭/୯ : ଖୋରଧା ଶିଳ୍ପାଞ୍ଚଳ ଥାନା ଅଧୀନ ଗଡ଼ଖୋର୍ଦ୍ଧାସ୍ଥିତ ମା\’ ଗଡ଼ଚଣ୍ଡୀ ମନ୍ଦିର ସମ୍ମୁଖରେ ଥିବା ଏକ ଗୋଦାମ ରୁ ଡକ୍ଟାଇଲ ଆଇରନ (ଡିଆଇ) ପାଇପ ଚୋରି ଅଭିଯୋଗ ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି।ଏହି ଘଟଣାରେ ଚୋରି ହୋଇଥିବା ୧୫ଟି ଡିଆଇ ପାଇପ ପୁଲିସ ଉଦ୍ଧାର କରିଛି। ଚୋରି ହୋଇଥିବା ପାଇପ କିପରି ଗୋଦାମ ରୁ ବାହାରିଲା ଏବଂ ପରବର୍ତ୍ତୀ ସମୟରେ କାହା କାହା ହାତକୁ ଯାଇଥିଲା, ତାହା […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୬/୯ : ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଜମୁଛି ପାଣି। କେଉଁଠି ଆଣ୍ଠୁଏ ତ କେଉଁଠି ପ୍ରାୟ ୪ ଫୁଟ ପର୍ଯ୍ୟନ୍ତ ବର୍ଷାଜଳ ଜମି ରହୁଛି। ଘରର ପ୍ରବେଶପଥ ଦେଇ ପାଣି ଭିତରକୁ ପଶୁଛି। ଛାତ୍ରଛାତ୍ରୀଙ୍କ ଯାତାୟାତଠାରୁ ଆରମ୍ଭ କରି ରୋଗୀଙ୍କ ଚିକିତ୍ସା ପାଇଁ ଯିବା ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହେଉଛି।ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏଯାଏ ସ୍ଥାୟୀ ସମାଧାନ ହୋଇନଥିବାରୁ ଖୋରଧା ପୌର […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୬/୯ : ସେମିକଣ୍ଡକ୍ଟର ଏବଂ ମୌଳିକ ବିଜ୍ଞାନ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଗବେଷଣାଗତ ସହଯୋଗ ବୃଦ୍ଧି ଏବଂ ଶିକ୍ଷାଗତ ତ‌ଥା ପାଣ୍ଡିତ୍ୟପୂର୍ଣ୍ଣ ଆଦାନପ୍ରଦାନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା (ଆଇଆଇଟି) ଭୁବନେଶ୍ବର ଏବଂ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା (ଇଣ୍ଡିଆନ ସ୍କୁଲ ଅଫ ମାଇନ୍ସ) ଧାନବାଦ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।୧୬ ସେପ୍ଟେମ୍ବର ୨୦୨୬ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧୫/୯ : ପାର୍ବଣ ଋତୁର ଆଗମନ ସହିତ ଖୋରଧା ସହରରେ ଉତ୍ସବର ରଙ୍ଗ ଲାଗିଛି। ଗଣେଶ ଚତୁର୍ଥୀ ଅବସରରେ ସହରର ବିଭିନ୍ନ ସାହି, ବସ୍ତି, କ୍ଳବ ଓ ପୂଜାମଣ୍ଡପରେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ଆରାଧନା ଶ୍ରଦ୍ଧା, ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି।ସକାଳୁ ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ବେଳକୁ ଭକ୍ତ ଓ ଦର୍ଶନାର୍ଥୀଙ୍କ ସମାଗମରେ ସହରର ପରିବେଶ ଚଳଚଞ୍ଚଳ ହୋଇଉଠିଥିଲା।ଗଣେଶ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୨/୯: ଗଡ଼ାଧୀଶ ଦଳେଇ ଦଳବେହେରା ମହାସଂଘର ସାଂଗଠନିକ ଭିତ୍ତିକୁ ମଜଭୁତ କରିବା ସହ ସଂଘର କାର୍ଯ୍ୟକଳାପକୁ ସୁଚାରୁ, ଶୃଙ୍ଖଳିତ ଓ ଗତିଶୀଳ ଭାବେ ପରିଚାଳନା କରିବା ଲକ୍ଷ୍ୟରେ ସାହିତ୍ୟ ସଂସଦ ଖୋରଧା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଆଜି ଅନୁଷ୍ଠିତ ଅଧିବେଶନ ନମ୍ବର-୩ରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହୋଇଯାଇଛି। ପୂର୍ବ ଅଧିବେଶନରେ ଆଲୋଚିତ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୧/୯: ଖୋରଧା ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ବୁଧବାର ଏକ ବିସ୍ତୃତ ସମୀକ୍ଷା କରାଯାଇଛି।ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ତଥା ନିର୍ବାଚନୀ ଭୋଟର ତାଲିକା ସଂଶୋଧନ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା ତାଙ୍କ ଦ୍ୱିତୀୟ ଖୋରଧା ଗସ୍ତରେ ଆସି ଏହି ସମୀକ୍ଷା କରିଥିଲେ। ତ୍ରୁଟିମୁକ୍ତ, ସ୍ୱଚ୍ଛ ଓ ବିଶ୍ୱସନୀୟ ଭୋଟର ତାଲିକା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୯/୯: ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ନେଇ ଖୋରଧା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ମଙ୍ଗଳବାର ପ୍ରେସ କ୍ଲବ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।କ୍ଲବ ସଭାପତି ତପନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକମାନେ ସାମାଜିକ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ପରିବେଶ ସୁରକ୍ଷା ଭଳି ସାମାଜିକ ଦାୟିତ୍ୱରେ ମଧ୍ୟ ସକ୍ରିୟ ଭୂମିକା ନେବାର ବାର୍ତ୍ତା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୮/୯: ଆଗାମୀ ଗଣେଶ ପୂଜାକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ପାଳନ ପାଇଁ ଖୋରଧା ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂଜା ସମୟରେ ଆଇନ ଶୃଙ୍ଖଳା, ଟ୍ରାଫିକ୍ ପରିଚାଳନା ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ମଙ୍ଗଳବାର ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ ହଲ୍‌ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଏସ୍‌ଡିପିଓ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର Continue Reading