Home Posts tagged KHURDHA DISTRICT
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୭/୧୦ : ଜନସାଧାରଣଙ୍କ ନିକଟକୁ ସରକାରକୁ ନେଇଯିବା ସହ ତୃଣମୂଳସ୍ତରରେ ଲୋକଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରି ସେମାନଙ୍କ ସମସ୍ୟା, ଆଶା ଓ ଆକାଂକ୍ଷାକୁ ବୁଝିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଶାସନ ବ୍ୟବସ୍ଥା କେବଳ ସରକାରୀ କାର‌୍ୟ୍ୟାଳୟ ଓ ଫାଇଲ୍ ମଧ୍ୟରେ ସୀମିତ ନ ରହି ଲୋକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। ଲୋକଙ୍କ ସମସ୍ୟାକୁ ନିକଟରୁ ଜାଣିଲେ ହିଁ ସେମାନଙ୍କ ପାଇଁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୫/୧୦: ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ସମାପ୍ତ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ଭୋଟର ଏବଂ ପ୍ରଥମଥର ପାଇଁ ଭୋଟର ହେବାକୁ ଯାଉଥିବା ଯୁବବର୍ଗଙ୍କୁ ତାଲିକାରେ ସାମିଲ କରିବା ଲାଗି ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।ଓଡ଼ିଶାରେ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨ /୧୦ : ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଆଦର୍ଶ, ଦେଶପ୍ରେମ, ସତ୍ୟ, ଅହିଂସା ଓ ମାନବସେବାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରାଯାଇଥିଲା।ପୂର୍ବାହ୍ନରେ ଖୋରଧା ଡାକବଙ୍ଗଳା ନିକଟସ୍ଥ ଛକରେ ଥିବା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧/୧୦: ଖୋରଧା ସ୍ଥିତ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୨୫ତମ ପ୍ରତିଷ୍ଠା ବର୍ଷ ପୂର୍ତ୍ତି ଉପଲକ୍ଷେ ଗୁରୁବାର ଏକ ସ୍ୱଚ୍ଛତା ଅଭିଯାନ ଓ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଉତ୍ସବ କମିଟିର ଗଣମାଧ୍ୟମ ସଂଯୋଜକ ଉମାଶଙ୍କର ପ୍ରସାଦଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଗୁରୁବାର ସକାଳ ୭ଟାରୁ ବିଦ୍ୟାଳୟର ଏନ.ସି.ସି, ସ୍କାଉଟ୍ ଓ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୯/୯ : ସରକାରୀ ରାଜସ୍ୱ ରେକର୍ଡରେ ଶ୍ମଶାନ ପାଇଁ ଜମି ରହିଛି। ହେଲେ ଉକ୍ତ ଜମିର ସମ୍ପୂର୍ଣ୍ଣ ମାପଚୁପ ଓ ସୀମା ନିର୍ଦ୍ଧାରଣ ହୋଇପାରୁନାହିଁ। ଅନ୍ୟପକ୍ଷରେ ଶ୍ମଶାନକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ କି ଶବ ସତ୍କାର ସମୟରେ ଆଶ୍ରୟ ନେବା ପାଇଁ ପ୍ରତୀକ୍ଷା ଗୃହର ବ୍ୟବସ୍ଥା ଅଛି।ଏପରିକି ଜମି ଜବରଦଖଲମୁକ୍ତ ହୋଇ ଗ୍ରାମବାସୀଙ୍କ ବ୍ୟବହାର ପାଇଁ ଉପଲବ୍ଧ ହୋଇପାରିନାହିଁ। ଫଳରେ ମୃତ୍ୟୁ ପରେ ଶେଷକୃତ୍ୟ ସମ୍ପନ୍ନ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୮/୯: ପରିବେଶ ସୁରକ୍ଷା ସହ ଇନ୍ଧନ ସଞ୍ଚୟ ଏବଂ ଆଧୁନିକ ଯାତାୟାତ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଖୋରଧାରେ ବୈଦ୍ୟୁତିକ ଯାନ ବ୍ୟବହାରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଥିବାବେଳେ, ଏହି ଧାରାକୁ ଆହୁରି ଆଗକୁ ନେବା ପାଇଁ ଡାଇନାମୋ ଇଲେକ୍ଟ୍ରିକ୍ ଗାଡ଼ିର ଅଧିକୃତ ବିକ୍ରେତା ଡୋଏଲ କନେକ୍ଟ ୱାର୍ଲ୍ଡ ପକ୍ଷରୁ ଏକ ଆକର୍ଷଣୀୟ ଲକି ଡ୍ର’ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଶୋ’ରୁମ୍‌ରୁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୭/୯ :ଶିକ୍ଷା କେବଳ ଜ୍ଞାନ ଆହରଣର ମାଧ୍ୟମ ନୁହେଁ, ଏହା ଏକ ଜାତିର ସାମାଜିକ, ସାଂସ୍କୃତିକ ଓ ବୌଦ୍ଧିକ ବିକାଶର ମୂଳଦୁଆ।ଏହି ମହତ୍ତ୍ୱପୂର୍ଣ୍ଣ ଆଦର୍ଶକୁ ପାଥେୟ କରି ଦୀର୍ଘ ବର୍ଷ ଧରି ଶିକ୍ଷାର ଆଲୋକ ବିତରଣ କରିଆସୁଛି ଖୋରଧାର ଐତିହାସିକ ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ଉଚ୍ଚ ବିଦ୍ୟାଳୟ। ଅତୀତର ଗୌରବମୟ ଇତିହାସ, ସମୃଦ୍ଧ ଶିକ୍ଷାଦାନର ପରମ୍ପରା ଓ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସ୍ମୃତିକୁ ନେଇ ଏହି Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୬/୯ : ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଭସାଣି ଉତ୍ସବ ଶନିବାର ଭକ୍ତିମୟ ପରିବେଶରେ ଶେଷ ହୋଇଛି। ଗଣେଷ ଚତୁର୍ଥୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ପାଇଁ ୧୨ ଦିନ ଧରି ଉତ୍ସବ ମୁଖର ହୋଇଥିଲା ଜଟଣୀ ସହର।ଆଜି ଭକ୍ତ ଅଶ୍ରୁଳ ନୟନରେ ପ୍ରଭୁ ଗଜାନନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥିପାଇଁ ପୂଜା ମଣ୍ଡପ ଏବଂ କମିଶନରେଟ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ପୂଜା ମଣ୍ଡପ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୫/୯ : ରାଜ୍ୟରେ ସମବାୟ ଆନ୍ଦୋଳନକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ସମ୍ବନ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ।ଏହି ଅଭିଯାନ ମାଧ୍ୟମରେ ଖୋରଧା ଜିଲ୍ଲାରେ ଆଗାମୀ ଦୁଇ ମାସ ମଧ୍ୟରେ ୭୦ ହଜାର ନୂତନ ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତ୍ୟେକ ପରିବାରରୁ ଅତି କମ୍‌ରେ ଜଣେ ସଦସ୍ୟଙ୍କୁ ସମବାୟ ସମିତିରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୪/୯: ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗୁରୁବାର ସକାଳେ ଏକ ମାଲବୋଝେଇ ଟ୍ରଲର ଦୁର୍ଘଟଣା ଘଟାଇବାରୁ କିଛି ସମୟ ପାଇଁ ସେ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଏକ କାରକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଟ୍ରଲରଟି ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଥିଲା। ଟ୍ରଲରର ଧକ୍କାରେ ତିନୋଟି ଦୋକାନ ଭାଙ୍ଗିଯିବା ସହ ଦୋକାନ ସମ୍ମୁଖରେ ରଖାଯାଇଥିବା ଏକାଧିକ ବାଇକ୍ ଓ ସ୍କୁଟି ଚୂରମାର Continue Reading