Home Posts tagged KHURDHA DISTRICT (Page 10)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୧/୭ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ଜଣେ ନିୟମିତ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ସହ ନିୟୋଜିତ ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରିଥିବା ଅଭିଯୋଗକୁ ନେଇ ଶନିବାର ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ସ୍ୱେଚ୍ଛାକୃତ ରକ୍ତଦାତା ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ, ଅଭିଯୁକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ଉଠିଛି।ଅଭିଯୋଗ ଅନୁଯାୟୀ, ଖୋରଧା ର ନିୟମିତ Continue Reading
Odisha News
ଜଟଣୀ, ୧୧/୭ : ବିଚ୍ ରାସ୍ତାରେ ଜଗାକୁ ହତ୍ୟା । ଜଟଣୀ ଥାନା ଖୁଦୁପୁର ଛକରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମୃତ ଯୁବକ ହେଲେ ଖୁଦୁପୁର ଗାଁରେ ମାର୍କଣ୍ଡ ବଳିୟାରସିଂହ ଓରଫ ଜଗା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଖୁଦୁପୁର ଛକରେ ଘଟିଯାଇଛି ଏହି ବିଭତ୍ସ ହତ୍ୟାକାଣ୍ଡ । ମାର୍କଣ୍ଡ ଛକରେ ଛିଡ଼ା ହୋଇଥିବା ବେଳେ ଜଗାଙ୍କୁ ଆକ୍ରମଣ କରିଥିଲେ । […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୦/୭ : ଏକ ପଟେ ରାଜ୍ୟ ସରକାର ନିଶାମୁକ୍ତ ସମାଜ ଗଠନ ପାଇଁ ବ୍ୟାପକ ସଚେତନତା ଓ ଚଢ଼ାଉ ଅଭିଯାନ ଚଳାଉଥିବା ବେଳେ ଅନ୍ୟପଟେ ଖୋରଧା ସଦର ଥାନା ଅଧୀନ ବ୍ରଜମୋହନପୁର ଗ୍ରାମପଞ୍ଚାୟତର ଗୋପୀନାଥପୁର ବେହେରା ସାହିରେ ଦୀର୍ଘ ପାଞ୍ଚ ବର୍ଷ ଧରି ଚୋରା ମଦ କାରବାର ଚାଲିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଗ୍ରାମବାସୀ ମାନେ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରିଥଲେ ମଧ୍ୟ ଚୋରା ମଦ କାରବାର ବନ୍ଦ ହୋଇନଥିବାରୁ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୯/୭: ମଣିଷର ଜୀବନ କ୍ଷଣସ୍ଥାୟୀ ହୋଇଥିଲେ ମଧ୍ୟ ତାହାର କର୍ମ, ସେବା ଓ ସଦ୍‌ଭାବନା ସମାଜରେ ଚିରସ୍ମରଣୀୟ ହୋଇ ରହିଥାଏ ।ଏହି ମହାନ ବାର୍ତ୍ତାକୁ ନେଇ ଗୁରୁବାର ଖୋରଧା ଗୋଡ଼ିପୋଖରୀ ସ୍ଥିତ ବ୍ରହ୍ମା କୁମାରୀ ସେବା କେନ୍ଦ୍ରରେ ସେବା କେନ୍ଦ୍ରର ସହଯୋଗୀ ଈଶ୍ୱରୀୟ ବିଦ୍ୟାର୍ଥୀ ସ୍ୱର୍ଗତ ପୁଷ୍ପା ଅଗ୍ରୱାଲଙ୍କ ସ୍ମୃତିରେ ଏକ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ଶୋକ, ଆଧ୍ୟାତ୍ମିକ ଚିନ୍ତନ ଓ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୮/୭ : ଖୋରଧା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଗମା ପବ୍ଲିକ ସ୍କୁଲରେ ବନ ମହୋତ୍ସବ ଏବଂ ବ୍ୟାଙ୍କ୍ ସାଇବର କ୍ରାଇମ ସଚେତନତା ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି।ଗତ ଜୁଲାଇ ୧ ତାରିଖ ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବୃକ୍ଷ ରୋପଣ, ଯତ୍ନ, ପରିବେଶ ସୁରକ୍ଷା ସମ୍ପର୍କିତ ଚିତ୍ରାଙ୍କନ, ପ୍ରବନ୍ଧ, କୁଇଜ୍, ବକ୍ତୃତା ପ୍ରତିଯୋଗିତା ଆୟୋଜିତ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୭/୭ : ସୋମବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ କାର‌୍ୟ୍ୟାଳୟ,ଖୋରଧା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାରମାର ସ୍ମିଥ ପାରୁଶୋତ୍ତମ୍ ଦାସ ଙ୍କ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ଖୋରଧା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୭/୭ : ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ମଣ୍ଡଳ ଅନ୍ତର୍ଗତ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ଧାମ ପୁରୀରୂ ପଶ୍ଚିମ ଓଡ଼ିଶା କୋରାପୁଟକୁ ପ୍ରଥମ କରି ସିଧାସଳଖ ତ୍ରିସାପ୍ତାହିକ ଟ୍ରେନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ପୁରୀ ଠାରେ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ।ଟ୍ରେନଟି ଖୋର୍ଦ୍ଧାରୋଡ ପହଞ୍ଚିବା ପରେ ସ୍ଥାନିୟ ନୋଡାଲ ଅଫିସର ତଥା ବରିଷ୍ଠ ଡ଼ିଏମଇ ଲିଙ୍କନ ପାତ୍ର, ସହକାରୀ ବାଣିଜ୍ୟ ଅଧିକାରୀ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୬/୭ : ଖୋରଧା ସଦର ଥାନା ପୁଲିସ ଏକ ବଡ଼ ଧରଣର ବେଆଇନ ବିସ୍ଫୋରକ ସାମଗ୍ରୀ କାରବାରର ପର୍ଦ୍ଦାଫାଶ କରିଛି। ତାପଙ୍ଗ ପାହାଡ଼ ନିକଟସ୍ଥ ଗ୍ରୀନ ଲେକ୍ ଅଞ୍ଚଳରେ ଚଢ଼ାଉ କରି ପୁଲିସ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ନଗଦ ୬ ଲକ୍ଷ ୮୦ ହଜାର ଟଙ୍କା, ତିନୋଟି ମୋବାଇଲ୍ ଫୋନ୍, ଦୁଇଟି ମୋଟରସାଇକେଲ୍ ଏବଂ ଗୋଟିଏ ଅଶୋକ ଲେଲାଣ୍ଡ ପିକପ ଗାଡ଼ି ଜବତ କରିଛି।ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଥିବା […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୫/୭ : ଖୋରଧା ଓ ଜଟଣୀ ଅଞ୍ଚଳର ପ୍ରାୟ ୩୦୦ରୁ ଅଧିକ ଜମି କ୍ରେତାଙ୍କୁ ନେଇ ଦୀର୍ଘ ଦୁଇ ଦଶନ୍ଧି ଧରି ଚାଲିଥିବା ମୁକୁନ୍ଦପ୍ରସାଦ ମୌଜା ଚାଚେରା ସାହି ସମ୍ମୁଖରେ ଥିବା ଗୋଶାଳା ଜମି ବିବାଦ ପୁଣିଥରେ ଚର୍ଚ୍ଚାକୁ ଆସିଛି।ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜଗନ୍ନାଥ ଭିଲେଜ କୋଅର୍ଡିନେସନ କମିଟି ସଭାପତି ନାରାୟଣ ଦାଶ, ଖୋରଧା ଜିଲ୍ଲା ପ୍ରଶାସନ, ରାଜସ୍ୱ ବିଭାଗ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୫/୭: ଶନିବାର ଉପନିବନ୍ଧକ ସମବାୟ ସମିତି ସମୂହ ଖୋରଧା ବିଭାଜନ ଖୋରଧାଙ୍କ ଅନୁକୁଲ୍ୟରେ ଖୋରଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ରକ୍ତଦାନ ଏକ ମହତ କାର୍ଯ୍ୟ ହୋଇଥିବାରୁ ସମବାୟ ସପ୍ତାହ -୨୦୨୬ ରେ ପ୍ରତି ଜିଲ୍ଲାରେ ଏକ ରକ୍ତଦାନ ଶିବିର କରି ରକ୍ତ ର ଅଭାବକୁ କିଂଚିତ ଭାବରେ ଲାଘବ କରିବାକୁ ଓଡିଶା ସରକାରଙ୍କ ସମବାୟ Continue Reading