ସୁଦାମ ପାତ୍ରଙ୍କ ରିପୋର୍ଟକେନ୍ଦ୍ରାପଡ଼ା/ଓଡ଼ିଶା , ୧୨/୧୧ : ପାଟକୁରା ନିର୍ବାଚନ ମଣ୍ଡଳୀର ଚାଷୀମାନେ ବର୍ଷ ବର୍ଷ ଧରି ସମ୍ମୁଖୀନ ହେଉଥିବା ଜଳବନ୍ଦୀ ଓ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରିଛନ୍ତି ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର।କେବଳ ମୌଖିକ ଅଭିଯୋଗ ନକରି, ସମସ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ଏକ ବିସ୍ତୃତ ବୈଷୟିକ ବ୍ଲୁ-ପ୍ରିଣ୍ଟ (ପ୍ରକଳ୍ପ Continue Reading




