କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୧୦ : ‘ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ’ (ଓ ୟୁଜେ) ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଏକ ସଙ୍ଗଠନିକ ବୈଠକରେ ଦ୍ୱିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ବିରନରସିଂହପୁର ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ଓୟୁଜେର ନିର୍ଦ୍ଦେଶକ୍ରମେ ପ୍ରତି ଜିଲ୍ଲାରେ ଆସନ୍ତା ଅକ୍ଟୋବର ୩୦ ତାରିଖ ପୂର୍ବରୁ ସାଙ୍ଗଠନିକ ନିର୍ବାଚନ ସାରିବା ପାଇଁ ସ୍ଥିର ହୋଇଥିଲା।ଏହି ପରିପ୍ରେକ୍ଷୀ ରେ ବୌଦ୍ଧ ଜିଲ୍ଲାର ସମସ୍ତ ବ୍ଳକରୁ ଆସିଥିବା Continue Reading




