Home Posts tagged Berhampur Ganjam
Odisha News
ବ୍ରହ୍ମପୁର, ୨୯/୯ : ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ। ମାଲକାନଗିରି DRDAରେ ସଂଲଗ୍ନ ଥିବା ମାଥିଲି ବ୍ଲକ୍‌ର ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର (AEE) ଶିଶିର କୁମାର ଦାଶଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ।ଭିଜିଲାନ୍ସ ପକ୍ଷରୁ ମଙ୍ଗଳବାର ଶିଶିର ଦାଶଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ତାଙ୍କ ନାଁରେ ଥିବା ଏକାଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସନ୍ଧାନ ମିଳିଥିବା Continue Reading
Top Stories
By Prakash Panigrahi Berhampur, Sep 23 : TP Southern Odisha Distribution Limited (TPSODL), a joint venture between Tata Power and the Government of Odisha, has flagged off its Solar Rath from the Office of the Collector and District Magistrate, Ganjam, as part of its continued efforts to create awareness about rooftop solar and promote the […]Continue Reading
Top Stories
By Prakasha Panigrahi Berhampur/Odisha, Sep 18 : Taking the message of rooftop solar beyond conventional communication channels, TP Southern Odisha Distribution Limited (TPSODL), a joint venture between Tata Power and the Government of Odisha, is conducting NukkadNataks across its eight-district operational area to create awareness about the Pradhan Mantri Surya Ghar: Muft Continue Reading
Odisha News
ବ୍ରହ୍ମପୁର,୧୬/୯ : ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକଚମକ ଦେଇଥିବା ନେଇ ଅଭିଯୋଗ ହୋଇଛି ।ଫଳରେ ବିଜେଡି ଜିଲା ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି ।ଉକ୍ତ ହତ୍ୟା ମାମଲାର ସାକ୍ଷୀ ତଥା ଆଇନଜୀବୀ ଲଳିତ ମୋହନ ମଙ୍ଗରାଜ ଏନେଇ […]Continue Reading
Top Stories
By Prakasha Panigrahi Berhampur, Sep 11 : With the festive season approaching, TP Southern Odisha Distribution Limited (TPSODL) has urged Puja committees, organisers, vendors, parents and citizens across Southern Odisha to observe essential electrical safety measures and ensure safe use of electricity during the festivities. With temporary pandals, decorative lighting, Continue Reading
Odisha News
ବ୍ରହ୍ମପୁର, ୪/୮: ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ସେ ସଡ଼କ ପଥରେ ତପ୍ତପାଣି ଯାଇ ମା\’ କନ୍ଧୁଣୀ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ମା’ଙ୍କ ନିକଟରେ ଦେଶ ଓ ରାଜ୍ୟର ଶାନ୍ତି, ସମୃଦ୍ଧି ଏବଂ ସମସ୍ତଙ୍କ ମଙ୍ଗଳ କାମନା କରିଥିବା ସୂଚନା ମିଳିଛି।ତେବେ ଏହି ଗସ୍ତର ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଦିଗପହଣ୍ଡିରେ। ରାସ୍ତାରେ Continue Reading
Odisha News
ବ୍ରହ୍ମପୁର, ୩/୬: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ । ବଦଳିଲେ ଗଞ୍ଜାମ ପୋଲିସ ଜିଲ୍ଲାର ୫୨ ପୋଲିସ କର୍ମଚାରୀ । କବିସୂର୍ଯ୍ୟନଗର ଥାନାରେ କାର୍ଯ୍ୟରତ ୨୪ ଜଣ ଏବଂ ବାଲିଛାଇ ଆଉଟପୋଷ୍ଟର ୩ ପୋଲିସ କର୍ମଚାରୀ ଓ ଅଫିସରଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ନିର୍ଦ୍ଦେଶନାମା ଜାରି କରାଯାଇଛି ।ବଦଳରେ କବିସୂର୍ଯ୍ୟନଗର ପୋଲିସ ଥାନାକୁ ୨୨ ଜଣ ଏବଂ ବାଲିଛାଇ ଆଉଟପୋଷ୍ଟକୁ ୨ ଜଣ ବଦଳି ହୋଇ ଆସିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ତଦନ୍ତରେ […]Continue Reading
Odisha News
ବ୍ରହ୍ମପୁର, ୨୫/୫ : ପୁଣି ବ୍ରହ୍ମପୁରରେ ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଗୁରୁତର ଆହତ ଅଭିଯୁକ୍ତ ଜଗା। ଜଗାର ଦୁଇ ଗୋଡରେ ବାଜିଛି ଗୁଳି। ତେଣୁ ଗୁରୁତର ଅବସ୍ଥାରେ ତାକୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଜଗାର ନାଁରେ ବଡବଜାର ଓ ସଦର ଥାନାରେ ୯ ଅପରାଧିକ ମାମଲା ରହିଛି। ଏପରିକି ଅମ୍ବିକା ନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଜଗା ଓ ତାର ଭାଇ ବଳିଆ ଖଣ୍ଡାରେ ହାଣି ଫେରାର ହେବା ସମୟରେ ପୋଲିସ ତାଙ୍କୁ ଏନକାଉଣ୍ଟ କରିଛି।ସୂଚନା […]Continue Reading
Odisha News
ବ୍ରହ୍ମପୁର, ୨୩/୪ : ବହୁ ଚର୍ଚ୍ଚିତ ବ୍ରହ୍ମପୁର ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଛି। ଯେଉଁ ହତ୍ୟାକାଣ୍ଡକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା, ତା’ ପଛରେ ରହିଥିଲା ସମ୍ପୂର୍ଣ୍ଣ ପାରିବାରିକ ଷଡ଼ଯନ୍ତ୍ର। ହତ୍ୟା ପଛରେ ନିଜ ଝିଆରୀ ମାଷ୍ଟରମାଇଣ୍ଡ ବୋଲି ଜାଣିବାକୁ ପାଇଛି ପୋଲିସ। ଏହି ହତ୍ୟା ପଛରେ ରହିଛି ସମ୍ପତ୍ତି ଭାଗବଣ୍ଟା। ଏହି ଘଟଣାରେ ପୁତୁରା ଓ ଝିଆରୀ ସମେତ ୯ ଜଣଙ୍କୁ ଗିରଫ କରିଛି Continue Reading