Home Posts tagged Berhampur Ganjam (Page 2)
Odisha News
ବ୍ରହ୍ମପୁର, ୨୫/୫ : ପୁଣି ବ୍ରହ୍ମପୁରରେ ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଗୁରୁତର ଆହତ ଅଭିଯୁକ୍ତ ଜଗା। ଜଗାର ଦୁଇ ଗୋଡରେ ବାଜିଛି ଗୁଳି। ତେଣୁ ଗୁରୁତର ଅବସ୍ଥାରେ ତାକୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଜଗାର ନାଁରେ ବଡବଜାର ଓ ସଦର ଥାନାରେ ୯ ଅପରାଧିକ ମାମଲା ରହିଛି। ଏପରିକି ଅମ୍ବିକା ନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଜଗା ଓ ତାର ଭାଇ ବଳିଆ ଖଣ୍ଡାରେ ହାଣି ଫେରାର ହେବା ସମୟରେ ପୋଲିସ ତାଙ୍କୁ ଏନକାଉଣ୍ଟ କରିଛି।ସୂଚନା […]Continue Reading
Odisha News
ବ୍ରହ୍ମପୁର, ୨୩/୪ : ବହୁ ଚର୍ଚ୍ଚିତ ବ୍ରହ୍ମପୁର ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଛି। ଯେଉଁ ହତ୍ୟାକାଣ୍ଡକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା, ତା’ ପଛରେ ରହିଥିଲା ସମ୍ପୂର୍ଣ୍ଣ ପାରିବାରିକ ଷଡ଼ଯନ୍ତ୍ର। ହତ୍ୟା ପଛରେ ନିଜ ଝିଆରୀ ମାଷ୍ଟରମାଇଣ୍ଡ ବୋଲି ଜାଣିବାକୁ ପାଇଛି ପୋଲିସ। ଏହି ହତ୍ୟା ପଛରେ ରହିଛି ସମ୍ପତ୍ତି ଭାଗବଣ୍ଟା। ଏହି ଘଟଣାରେ ପୁତୁରା ଓ ଝିଆରୀ ସମେତ ୯ ଜଣଙ୍କୁ ଗିରଫ କରିଛି Continue Reading