Home Archive by category Odisha News (Page 98)

Odisha News

Odisha News
କମ୍ଭୁୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୮/୨ : (ମଂଗଳବାର) ଦିନ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଥିବା ଜିଲ୍ଲା ସଂଗ୍ରହଳୟ ର ସୁପରିଚାଳନା ଓ ସଂରକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ର ବୁଦ୍ଧିଜି ବୀ,ନାଗରିକ, ଆଇନଜିବୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମ୍ୟୁଜିୟମରେ ନିୟୋଜିତ ଅସ୍ଥାୟୀ କର୍ମଚାରୀ ମାନଙ୍କ ଦରମା, ମ୍ୟୁଜିୟମରେ ସଂଗୃହିତ ସାମଗ୍ରୀର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ନିମନ୍ତେ ଆବଶ୍ୟକ ପାଣ୍ଠି Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ,୧୮/୨ : ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ କରିବାକୁ କେନ୍ଦ୍ରୀୟ ବଜେଟ ରେ ବ୍ୟବସ୍ଥା କରାଯାଇଛି ।୩ ଟି ସଂସ୍କାର ଯଥା ଡିଜିଟାଲ ପରିବର୍ତ୍ତନ, ଶାସନ ପ୍ରକ୍ରିୟାରେ ସରଲତା, ନିର୍ମ।ଣଗତ ସଂସ୍କାର ଉପରେ ଗୁରୁତ୍ବ ଦିଆଯାଇ ଗ୍ରାମାଞ୍ଚଳ ରାସ୍ତା ଓ ଇଣ୍ଟରନେଟ ସଂଯୋଗ ଦୃତ୍ ଗତିରେ ବୃଦ୍ଧି ବ୍ୟବସ୍ଥା ଚଳିତ ବଜେଟ ରେ କରାଯାଇଛି ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି ।କଟକ ବୁଦ୍ଧିଜୀବୀ ପ୍ରକୋଷ୍ଠ ର ଷଷ୍ଠ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୮/୨: ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷା ସ୍ମିତାରାଣି ରାଉତରାୟ ଏବଂ ପୋଗ୍ରାମ ସହସଂଯୋଜିକା ରଶ୍ମିତା ଭୁଜବଳଙ୍କ ତତ୍ୱାବଧାନରେ ଫେୃୟାରୀ ୫ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୮ ଦିନ ଧରି ଆତ୍ମପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଟାଉନ ଥାନା ଆଇ ଆଇ ସି ରଶ୍ମିରଞ୍ଜନ ପ୍ରଧାନ ଏବଂ ଆଡସିନାଲ ଆଇ ଆଇ ସି ପଞ୍ଚାନନ ପଣ୍ଡା ମୁଖ୍ୟ ଅତିଥି ଭାବେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୭/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସାଇନପଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ସୁଶ୍ରୀ ଶୁଭ୍ରାଞ୍ଜଳି ପ୍ରଧାନ ଜନ ସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ସହକାରୀ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୭/୨: ସମ୍ପ୍ରତି ରାଜ୍ୟରେ ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରରେ ହରଭଙ୍ଗା ବ୍ଲକରେ ଓଡ଼ିଆ ଭାଷା ସବୁଠାରୁ ଅଧିକ ଦୟନୀୟ ଅପଭ୍ରସଂ ର ଶୀକର ହୋଇଛି ।ଗତ ସାତ ଜାନୁଆରୀ ୨୦୨୬ ରିଖ ଦିନ ଭେଜିଗୋରା ଠାରେ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିବା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ନାମ ଫଳକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମ ଆଗରେ ଶ୍ରା ଲେଖା ଯାଇଥିବା ବେଳେ ଭି ଭି ଜି ରାମଜୀ […]Continue Reading
Odisha News
ଭୁବନେଶ୍ବର,୧୭/୨: ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ କେନ୍ଦ୍ରରୁ ଓଡ଼ିଶାକୁ ବଡ଼ ପ୍ରକଳ୍ପ ମିଳୁଛି । ବିକଶିତ ଭାରତର ଓଡ଼ିଶା ହେବ ଗ୍ରୋଥ୍ ଇଞ୍ଜିନ୍ ବୋଲି ସେ କହିଥିଲେ ।ରାଜ୍ୟପାଳ କହିଛନ୍ତି, ରାଜ୍ୟରେ ରାସ୍ତାର ଆଧୁନିକୀକରଣ କରାଯାଉଛି । ରାମେଶ୍ବର-ପାରାଦୀପ କୋଷ୍ଟାଲ ହାଇୱେକୁ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୭/୨ : ନବଗଠିତ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପରିବର୍ଦ୍ଦିତ କାର୍ଯ୍ୟāକାରୀ କମିଟି ବୈଠକ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୂଆରାଜବାଟି କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି ।ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ତଥା ଓଡିଶା କଂଗ୍ରେସ ସହ ପ୍ରଭାରୀ ଶ୍ରୀ ଜେଟ୍ଟୀ କୁସୁମ କୁମାର ଭାରତୀୟ ଜାତୀୟ କଂଗ୍ରେସ ପତାକା ଉତ୍ତୋଳନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୭/୨ : (ସୋମବାର) ଦିନ ଦିବା ୧ ଘଟିକା ସମୟରେ ବୌଦ୍ଧ ସର୍କିଟ ହାଉସ୍ ଠାରେ ଜିଲ୍ଲାକୁ ଷ୍ଟଡି ଟୁରରେ ଆସିଥିବା ୩୮ ଜଣ ଅଧିକାରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ, ସମ୍ବର୍ଦ୍ଧନା ଦିଆ ଯାଇଛି ।୨୦୨୧ ମସିହା ପଞ୍ଚମ ବ୍ୟାଚ(କ ବିଭାଗ )ର ଉକ୍ତ ୩୭ ଜଣ ସହକାରୀ ଉପ ବିଭାଗୀୟ ଅଧିକାରୀ ଙ୍କୁ ସର୍କିଟ ହାଉସ୍ ଠାରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର ଅଙ୍କିତା ସାହୁ, […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୬/୨ : ପବିତ୍ର ମହାଶିବରାତ୍ରିରେ ଲକ୍ଷାଧିକ ଭକ୍ତଙ୍କ ଉପସ୍ଥିତିରେ ଲୋକାରଣ୍ୟ ହୋଇଥିଲା ରାଜଧାନୀ ଭୁବନେଶ୍ବରର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲିଙ୍ଗରାଜ ମନ୍ଦିର। ମହାପ୍ରଭୁଙ୍କ ଦର୍ଶନ ପାଇଁ ରାତି ୩ଟାରୁ ଏହି ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା।ଏହି ଭିଡକୁ ପ୍ରତିହତ କରି ସମସ୍ତ ଭକ୍ତଙ୍କ ପାଇଁ ସୁଚାରୁ ରୂପେ ଦର୍ଶନର ବ୍ୟବସ୍ଥା କରାଇବା ତଥା ପ୍ରଶାସନକୁ ଯଥାର୍ଥ ସହଯୋଗର ହାତ ବଢାଇବା ନିମନ୍ତେ ପୂର୍ବ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୬/୨ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଖୋରଧା ବ୍ଲକ୍ ଅନ୍ତର୍ଗତ ନାଲିପଡା ଅର୍ଜୁନପୂର୍ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ପଲ୍ଲୀରେ ପ୍ରଶାସନ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ଜନଶୁଣାଣୀ ଶିବିରରେ ବନଖଣ୍ଡ ଅଧିକାରୀ, ଖୋର୍ଦ୍ଧା, ଲାଡେ ଗଜାନନ ଦୟାନନ୍ଦ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, Continue Reading