ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୬/୫ : ବଲାଙ୍ଗିର ସହର ନିକଟସ୍ଥ ସୂର୍ଡା ଗ୍ରାମ ର ବିଭିନ୍ନ ସ୍ଥାନରେ ବେଆଇନ ଲାଲ ଇଟା ଭାଟି ରେ କାଠ ବ୍ୟବହାର ହେଉଥିବା ବିଷୟ କୁ ନେଇ ଡିଏଫ୍ଓ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଡିଏଫ୍ଓ ବଲାଙ୍ଗିର ରେଞ୍ଜର ଶ୍ରୀଯୁକ୍ତ ନବୀନ ପଣ୍ଡା ଙ୍କୁ ଏ ବିଷୟରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କୁଆଡେ ରେଞ୍ଜର ନବୀନ ପଣ୍ଡା ଏକ ଏନଫୋର୍ସମେଣ୍ଟ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ।ଜଙ୍ଗଲ […]Continue Reading




