Odisha News ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଜପୁର , ୩/୨: ମା ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି । ଯାଜପୁରରେ ଅଧିଷ୍ଟାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କଲେ ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।ଏହି ଅବସରରେ ମା ବିରଜାଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି ।Continue Reading
Odisha News ଗଜପତି : ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୩/୨: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ କେ.ନାଗାରାଜୁ Continue Reading
Odisha News ଖୋର୍ଦ୍ଧାରୋଡ଼ ହାଫ ମାରାଥନ ଭୁବନେଶ୍ୱର ୨.୦ ସଫଳତାର ସହିତ ଆୟୋଜିତ ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୨/୨ : ପୂର୍ବତଟ ରେଳବାଇ ସ୍ପୋର୍ଟ୍ସ ଆସୋସିଏସନ୍ (ଇକୋଆରଏସ୍ଏ), ଖୋର୍ଦ୍ଧା ରୋଡ୍ ଦ୍ୱାରା ଆଇଆଇଟି ଭୁବନେଶ୍ୱରର ସହଯୋଗରେ ଆଜି ଇକୋଆରଏସ୍ଏ କ୍ରିକେଟ୍ ଷ୍ଟାଡିୟମ, ଖୋର୍ଦ୍ଧାରୋଡ୍ ରେ ‘ଖୋର୍ଦ୍ଧାରୋଡ୍ ହାଫ୍ ମାରାଥନ୍ ଭୁବନେଶ୍ୱର ୨.୦’ ସଫଳତାର ସହିତ ଆୟୋଜିତ ହୋଇଥିଲା।ଏହି କାର୍ୟ୍ୟକ୍ରମରେ ୮ ବର୍ଷ ଓ ତଦୁର୍ଦ୍ଧ୍ୱ ବୟସର ପୁରୁଷ, ମହିଳା ଓ ପିଲାମାନଙ୍କ ସହିତ ବିଭିନ୍ନ ବୟସ ଶ୍ରେଣୀର ୨୦୦୦ ରୁ ଅଧିକ Continue Reading
Odisha News ୪ରୁ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ -୨୦୨୬ ଆୟୋଜନ ହେବ, ଏ ନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଯାଇଛି ।ଚଳିତ ମାସ ଫେବୃଆରୀ ୪ ତାରିଖ ରୁ ୧୧ ତାରିଖ ପର୍ଯ୍ୟନ୍ତ ଉପଖଣ୍ଡ କ୍ରୀଡା ସଂଘ କପ ର ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ଆୟୋଜନ ହେବ କ୍ଷ […]Continue Reading
Odisha News ରାସ୍ତାରେ ବସିଲେ ଶହଶହ କିନ୍ନର ଭୁବନେଶ୍ୱର, ୨/୨ : ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ପିପିଲି ଥାନା ଅନ୍ତର୍ଗତ ଉତ୍ତରା ସିଫା ନିକଟରେ ଜଣେ କିନ୍ନରଙ୍କୁ ହତ୍ୟା କରାଯିବା ମାମଲାରେ କିନ୍ନର ସମାଜ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅଭିଯୁକ୍ତକୁ ତୁରନ୍ତ ଗିରଫ ଏବଂ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ମୀରା ପରିଡ଼ା ।ଗତକାଲି ରାତିଠାରୁ ଏପର୍ୟ୍ୟନ୍ତ ପୋଲିସ କୌଣସି ସୁରାକ ପାଇ ପାରିନାହିଁ । ତେଣୁ ଏହାର ପ୍ରତିବାଦରେ କିନ୍ନର ସମାଜ ରାସ୍ତା ରୋକ କରିଛି ।କ୍ୟାପିଟାଲ Continue Reading
Odisha News ବୌଦ୍ଧ ମୁନିସିପାଲିଟିରେ ସାମିଲ ହେବାକୁ ଥିବା ମୁର୍ଶୁଣ୍ଢ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ଜିଲ୍ଲାପାଳ କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨/୨: ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ପ୍ରସ୍ତାବିତ ବୌଦ୍ଧ ମୁନିସିପାଲିଟିରେ ସାମିଲ ହେବାକୁ ଥିବା ମୁର୍ଶୁଣ୍ଢ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି ।ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ କଣ୍ଟୁଆଣୀ, ମାଉଲସିଂଘା, ଟୁଟୁସିଂଘା ପରିଦର୍ଶନ କରିବା ସହ ମୁନିସିପାଲିଟି ପାଇଁ ପ୍ରସ୍ତାବିତ ଗୋଶାଳା, ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର, ମେଟ୍ରିଆଲ ରିକୋଭରୀ ଫେସିଲିଟି ସେଣ୍ଟର ପାଇଁ ସ୍ଥାନ ବୁଲି ଦେଖିଥିଲେ ।ଅଧିକାରୀ Continue Reading
Odisha News ଆସ୍ଥା ଓ ବିଶ୍ୱାସର ଅନନ୍ୟ ଆଦିପୀଠ — ବେଦବ୍ୟାସ ବିଶ୍ୱରୂପା ବେହେରା ଓଡିଶାର ଶିଳ୍ପ ନଗରୀ ରାଉରକେଲାକୁ ଆଧୁନିକତାର ସହରୀ ଜୀବନଶୈଳୀ ସହ ଯୋଡ଼ାଯାଏ । ଏହି କ୍ରମରେ ସମ୍ପୃକ୍ତ ସହରକୁ ୨୦୧୬ରେ ଦେଶର ଅନ୍ୟତମ ସ୍ମାର୍ଟସିଟି ଭାବେ ପରିଚୟ ମିଳେ । ଅପରପକ୍ଷେ, ସହରରୁ ପ୍ରାୟ ପନ୍ଦର କିଲୋମିଟର ଦୂରରେ ଅବସ୍ଥିତ ବେଦବ୍ୟାସ ଧାମ ଇସ୍ପାତ ନଗରୀ ଅନ୍ୟ ଏକ ପରିଚୟକୁ ଉଜାଗର କରେ। ଅତ୍ୟାଧୁନିକ ସହରୀକରଣ ଓ ଶିଳ୍ପୀକରଣର ତୀବ୍ର ପ୍ରଭାବ ମଧ୍ୟରେ ବେଦବ୍ୟାସ ଧାମ ଆଜି ମଧ୍ୟ ଆସ୍ଥା,ସଂସ୍କୃତି ଓ ଇତିହାସର ଏକ […]Continue Reading
Odisha News ଅମ୍ରିତ ଋତୁରାଜଙ୍କ ଉପନ୍ୟାସ ‘ ପାଶ୍ୱର୍ସ୍ରୋତ’ଉନ୍ମୋଚିତ ସୁଦାମ ପାତ୍ରଙ୍କ ରିପୋର୍ଟଭୁବନେଶ୍ୱର, ୧/୨: ଖୋର୍ଦ୍ଧା ଜିଲ୍ଲାପାଳ ଋତ୍ତୁରାଜଙ୍କ ପ୍ରଥମ ଉପନ୍ୟାସ ତଥା କୁଟିଆ କନ୍ଧମାନଙ୍କ ଜୀବନୀ ଆଧାରିତ ‘ପାଶ୍ୱର୍ସ୍ରୋତ’ ବୁଦ୍ଧ ମନ୍ଦିର ଅଡିଟୋରିୟମଠାରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ଔପନାସିକ ତଥା ବିଶିଷ୍ଟ ଲେଖିକା ସରୋଜିନୀ ସାହୁ, ସାହିତ୍ୟକ ଅଜୟ ସ୍ୱାଇଁ, ଉପନ୍ୟାସର ପ୍ରକାଶକ ଆଦିତ୍ୟ ଭାରତର ନିର୍ଦ୍ଦେଶକ ଦେବାଶିଷ ସାମନ୍ତରାୟ, କଥାଶିଳ୍ପୀ ଚିରଶ୍ରୀ ଇନ୍ଦ୍ରର Continue Reading
Odisha News ବୋଲାଗଡ଼ ବିଡ଼ିଓଙ୍କ ବିରୋଧରେ ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧/୨: ବୋଲଗଡ଼ ଚିଡିଓ ସୁମନ ସୁଧା କୁଣ୍ଡୁ ବିଭିନ୍ନ ଉନ୍ନୟନମୂଳକ ପାଣ୍ଠିର ଅର୍ଥ ଆତ୍ମସାତ୍ କରିଛନ୍ତି ବୋଲି ଜନପ୍ରତିନିଧି ମାନେ ଅଭିଯୋଗ ଆଣିଛନ୍ତି।ଏଥିସହ ବିଡିଓଙ୍କ ମନମୁଖ କାର୍ଯ୍ୟ, ଜନପ୍ରତିନିଧିଙ୍କୁ ଅଣଦେଖା, ସାଧାରଣତନ୍ତ୍ର ଦିବସ ଉତ୍ସବରେ ଅନୁପସ୍ଥିତି, ଦେଶର ସମ୍ବିଧାନ ପ୍ରତି ଅସମ୍ମାନ କରିଥିବା ଅଭିଯୋଗ ଆଣି ବ୍ଲକ ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନଙ୍କ ନେତୃତ୍ୱରେ ଏକାଧିକ ସରପଞ୍ଚ, ସମିତି ସଭ୍ୟ Continue Reading
Odisha News ସୁପ୍ରିମୋଙ୍କୁ ଭେଟିବା ପରେ କଳିକେଶଙ୍କ ପ୍ରତିକ୍ରିୟା, କହିଲେ ୨୦୨୯ରେ ବି ନିର୍ବାଚନ ଲଢ଼ିବେ ନବୀନ ଭୁବନେଶ୍ୱର, ୩୧/୧ : କଶିକେଶ ନାରାୟଣ ସିଂହଦେଓ ବିଜେଡ଼ିର ନୂତନ ହିତାଧିକାରୀ ହେବା ଉପରେ ଚର୍ଚ୍ଚା ଜୋର୍ ଧରିଛି । ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଛି କଳିକେଶ ଓ ନବୀନଙ୍କ ଭେଟଘାଟ । ନୂତନ ନେତୃତ୍ୱ ଚର୍ଚ୍ଚା ଉପରେ ନିଜେ କଳିକେଶ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।କଳିକେଶ ଆଜି ନବୀନ ନିବାସ ଦଳର ସୁପ୍ରିମୋଙ୍କୁ ଭେଟିଛନ୍ତି । ଏହା ପରେ କଳିକେଶ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବହୁତ ଦିନ ହେଲା ନବୀନ ବାବୁଙ୍କୁ ଭେଟି ନଥିଲି, ଆଜି […]Continue Reading