କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୩ : ବୌଦ୍ଧଜିଲ୍ଲାରେ ଏସପି ଭାବରେ ରାହୁଲ ଗୋଏଲ ଯୋଗଦେବା ପରେ ଜିଲ୍ଲାରେ ଗଂଜେଇ ମୁକ୍ତ ଅଭିଯାନ ଆରମ୍ଭ କରି ସଫଳତା ହାସଲ କରିଛନ୍ତି । ଏଥିପାଇଁ ରବିବାର ଭୂବନେଶ୍ୱର ଠାରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବୌଦ୍ଧ ଏସପି ଶ୍ରୀ ଗୋଏଲଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।ଏସପି ଶ୍ରୀ ଗୋଏଲ ଜିଲ୍ଲାରେ ବେଆଇନ ଗଂଜେଇ ଚାଷ ଓ ଚୋରା ଚାଲାଣ ରୋକିବା ଉଦ୍ଦେଶ୍ୟରେ ୨୦୨୫ ମସିହାରେ ସ୍ୱତନ୍ତ୍ର ଅଭିଯାନ Continue Reading




