ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୭/୧୨ : ଆଧାରକାର୍ଡରେ ନାମ ତ୍ରୁଟି ଯୋଗୁଁ ଅସହାୟ ବିଧବା ମହିଳା ଭତା ପାଇବାରୁ ବଂଚିତ । ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଂଚାୟତର ପୁରୁଣା ସାହିର ଫିମ୍ପା ବିନ୍ଧାଣୀ(୪୧)ଙ୍କ ଭୋଟପରିଚୟପତ୍ର.ରେସନକାର୍ଡ,ବ୍ୟାଙ୍କ ଖାତା ରେ ଫିମ୍ପା ବିନ୍ଧାଣି ରହିଛି ଏହା ତାଙ୍କର ପ୍ରକୃତ ନାମ ।କିନ୍ତୁ ଆଧାର କାର୍ଡ ନମ୍ବର ୪୯୪୨୯୮୩୯୩୪୫୯ରେ ବୈଦିଆ ବିନ୍ଧାଣି ହୋଇଯାଇଛି । ବୈଦିଆ ବିନ୍ଧାଣି ତାଙ୍କ ପୁଅ ,ମା ପୁଅର Continue Reading




