ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୩୧/୫ : ଖୋରଧା ନିକଟବର୍ତ୍ତୀ କୁମାରବସ୍ତ ଗ୍ରାମ ନିକଟରେ ଅବସ୍ଥିତ ୱଣ୍ଡରଲା ୱାଟର ପାର୍କ କୁ ଦୈନିକ ବହୁ ସଂଖ୍ୟାରେ ପର୍ଯ୍ୟଟକ, ସ୍ଥାନୀୟ ଅଧିବାସୀ ଏବଂ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ମନୋରଞ୍ଜନ ପାଇଁ ଆସୁଥିବା ବେଳେ ଏଣ୍ଟ୍ରି ଫି ବାବଦ ୧୨୦୦ ରୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି । ଭିତରେ ଥିବା ୱାଟର ପାର୍କରେ ଗାଧେଇବା ପିନ ପାର୍କ ଭିତରେ ଥିବା କାଉଣ୍ଟର ରୁ ଡ୍ରେସ […]Continue Reading




