Home Archive by category Odisha News (Page 51)

Odisha News

Odisha News
ଅନୁଗୋଳ, ୨୨/୪ : ବରଯାତ୍ରୀ ପ୍ରସେସନରେ ଫୁଟିଲା ଗୁଳି, ୨ ଗୁରୁତର । ଅନୁଗୋଳ ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଗୁଳିକାଣ୍ଡ। ଘଟଣାସ୍ଥଳରେ ଆଠମଲ୍ଲିକ ପୋଲିସ ତଦନ୍ତ ଜାରି ରଖିଛି ।ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ବଏଲବେଡା ଗାଁରୁ ବରଯାତ୍ରୀ ବେଲପୁଞ୍ଜୀ ଗାଁକୁ ଯାଇଥିଲେ । ସେଠାରେ ବରଯାତ୍ରୀ ପ୍ରସେସନ୍ କରୁଥିବା ସମୟରେ ହଠାତ୍ ଏକ କାରରେ କିଛି ଯୁବକ ଆସି ବରଯାତ୍ରୀ ଦଳକୁ ରାସ୍ତାରେ ଅଟକାଇ ପିସ୍ତଲ ଦେଖାଇ ଧମକ ଚମକ […]Continue Reading
Odisha News
ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟଯାଜପୁର,୨୨/୪ : ଗୋଟିଏ ଜାଗାରେ ୬୦ ଯୋଡ଼ା ବର କନ୍ୟାଙ୍କ ଏକା ସାଙ୍ଗରେ ବାହାଘର। ବର ବଧୂ ବେଶରେ ସୁସଜ୍ଜିତ ହୋଇଥିଲେ ନବ ଦମ୍ପତି। ତାହା ପୁଣି ବାଜା ରୋଷଣୀ ସହ ନୃତ୍ୟ ସଙ୍ଗୀତର ଆସରରେ ଖୁବ୍ ଧୁମଧାମରେ ପାରମ୍ପରିକ ରୀତିନୀତିରେ ହୋଇଥିଲା ବିବାହ କାର୍ଯ୍ୟକ୍ରମ। କେବଳ ସମ୍ପର୍କୀୟ ନୁହେଁ, ବରଂ ବରଯାତ୍ରୀରେ ସାମିଲ ହୋଇଥିଲେ ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ କର୍ମଚାରୀଗଣ।ସରକାରଙ୍କ ପକ୍ଷରୁ ଯାଜପୁର ଜିଲ୍ଲାରେ ଏଭଳି ଏକ Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟମୁନିଗୁଡା/ରାୟଗଡ଼ା,୨୧/୪ : ରାୟଗଡ଼ା ଜିଲ୍ଲାର ମୁନିଗୁଡା ନିକଟବର୍ତ୍ତୀ ହୁକୁମତୋଳା ଠାରେ ଅବସ୍ଥିତ ନିସାଦ୍ରୀ ବାଳିକା ଶିକ୍ଷା ସୌଧର ଜନଜାତି ଛାତ୍ରୀମାନେ ଚଳିତ ଶିକ୍ଷା ବର୍ଷରେ ସର୍ବାଧିକ କୃତିତ୍ୱ ହାସଲ କରିଥିବା ଜଣା ପଡ଼ିଛି ।ଭାରତ ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ସହାୟତା ଏବଂ ସ୍ୱେଚ୍ଛାସେବୀ ସଂଗଠନ ନିସାଦ୍ରୀ ଦ୍ୱାରା ପରିଚାଳିତ ଉକ୍ତ ଆବାସିକ ବିଦ୍ୟାଳୟର ୫ ଜଣ ଛାତ୍ରୀ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଏବଂ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୧/୪ : ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସରରେ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା\” ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ବିବାହ କାର୍ଯ୍ୟକ୍ରମରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ମୋଟ ୧୭ ଯୋଡ଼ା ନବ ଦମ୍ପତ୍ତିଙ୍କ ଶୁଭ ବିବାହ ସମ୍ପନ୍ନ ହୋଇଛି ।ଉଭୟ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୧/୪ : କଂଗ୍ରେସ ଦଳ ମହିଳାଙ୍କ ସଶକ୍ତିକରଣ ଓ ନେତୃତ୍ୱକୁ ଆଗକୁ ବଢାଇବା ପାଇଁ ସର୍ବଦା ପ୍ରତିବଦ୍ଧ । ପଞ୍ଚାୟତିରାଜ ପ୍ରତିଷ୍ଠାନରେ ୩୩% ସଂରକ୍ଷଣ ଠାରୁ ଆରମ୍ଭ କରି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଲୋକସଭା ବାଚସ୍ପତି, ଏବଂ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ, କଂଗ୍ରେସ ଦଳ ସବୁବେଳେ ମହିଳାଙ୍କୁ ଅଗ୍ରଣୀ ଭୂମିକା ନେବା ପାଇଁ ପ୍ରୋତ୍ସାହିତ କରିଆସିଛି । ମହିଳାଙ୍କୁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୧/୪ : ରାଜ୍ୟ ସରକାରଙ୍କର ଯୁଗାନ୍ତକାରୀ ଆର୍ଥିକ ଅନଗ୍ରହସର ପରିବାରର ଝିଅ ମାନଙ୍କ ବାହାଘର ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାରେ ଜିଲ୍ଲା ପ୍ରଶାସନ ଏବଂ ପିପୁଲସ ଫୋରମ୍ ସ୍ବେଛାସେବୀ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ଖୋରଧାର ଆରାଧ୍ୟ ଦେବୀପୀଠ ମା\” ବରୁଣେଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ଉତ୍ସବ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ପୌରହିତ୍ୟରେ ଖୋରଧା ଜିଲ୍ଲାର ୪୯ ଗୋଟି ଯୋଡିକୁ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟଜଗତପୁର/କଟକ,୨୧/୪ : ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଜଗତପୁର ସେବାକେନ୍ଦ୍ର ଅନ୍ତର୍ଗତ ଖଇରାରେ ନିର୍ମିତ ଧ୍ୟାନ କେନ୍ଦ୍ର “ତପସ୍ୟାଧାମ” ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଛି।ଶିବଲିଙ୍ଗ ଆକୃତିରେ ନିର୍ମିତ ଏହି ତପସ୍ୟାଧାମର ଶୁଭ ଉଦ୍ଘାଟନ କରିଥିଲେ କଟକ ସବ୍‌ଜୋନ୍ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସୁଲୋଚନା ଦିଦି। ତାଙ୍କର ଆଶୀର୍ବାଚନରେ ସେ ରାଜଯୋଗ ଏବଂ “ଓଁ” ଧ୍ୱନିର ଆଧ୍ୟାତ୍ମିକ Continue Reading
Odisha News
ଭୁବନେଶ୍ବର, ୨୧/୪:ଏଥର ଖରାଛୁଟିରେ ମଧ୍ୟ ବନ୍ଦ ହେବ ନାହିଁ ପାଠପଢା। ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ପିଲାମାନଙ୍କୁ ଘରେ ବସି ଶିକ୍ଷାଦାନ ପାଇଁ ନୂଆ ପଦକ୍ଷେପ ନିଆଯାଇଛି। Odisha School Education Programme Authority (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ଜାରି ହୋଇଛି।ଏହି ବ୍ୟବସ୍ଥା ଅନୁଯାୟୀ, ଅଭିଭାବକଙ୍କ WhatsApp ଜରିଆରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ। ଶ୍ରେଣୀ ଅନୁସାରେ ସମର ଲର୍ଣ୍ଣିଂ Continue Reading
Odisha News
ଝାରସୁଗୁଡ଼ା/ରାଉରକେଲା ୨୧/୪ : ଓଡ଼ିଶାରେ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଥମ ଝାରସୁଗୁଡ଼ାରେ ଆସି ପହଞ୍ଚିଥିଲେ ରାଷ୍ଟ୍ରପତି ।ଏହାପରେ ବାୟୁସେନାର ହେଲିକପ୍ଟର ଯୋଗେ ରାଉରକେଲାରେ ପହଞ୍ଚିଛନ୍ତି। ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।ରାଉରକେଲା ସଭାରେ ରାଷ୍ଟ୍ରପତି କହିଛନ୍ତି Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୦/୪ : ଅକ୍ଷୟ ତୃତୀୟା ବର୍ଷକର ୩୬୫ ଦିନର ସବୁଠାରୁ ପବିତ୍ର ଓ କିମ୍ବଦନ୍ତୀ ଦିନ । ଆଜି ଦିନରେ ମହାପ୍ରଭୁଙ୍କର ରଥକାଠ ଅନୁକୂଳ ହୁଏ ।ସେହିପରି ଆଜିର ଦିନରେ ତ୍ରେତୟା ଯୁଗ ଆରମ୍ଭ ଏବଂ ଭଗବାନ ପର୍ଶୁରାମ ଙ୍କ ଜନ୍ମ ହୋଇଥିଲା ବୋଲି କୁହାଯାଏ । ଆଜି ଦିନରେ ମା “ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ଆରାଧନା କରାଯାଏ ।ଆଜି ଦିବସର ଅନନ୍ୟ ଗୁରୁତ୍ଵ ଅଛି,ମାଟି ମା” ଓ ପୃଥିବୀକୁ ଚାଷୀ […]Continue Reading