Home Archive by category Odisha News (Page 50)

Odisha News

Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୫/୮ :ରକ୍ତଦାନ ଏକ ମହତ କାର୍ଯ୍ୟ। ଜଣଙ୍କର ଦାନ କରାଯାଇଥିବା ରକ୍ତ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରେ। ସମାଜସେବୀ ପ୍ରଦୀପ୍ତ କୁମାର ବରାଳ ଏହି ନିବେଦନ କରିଛନ୍ତି । ସେ କହିଛନ୍ତି କୁହାଯାଏ, ରକ୍ତଦାନ ମହାପୁଣ୍ୟ ।ରକ୍ତଦାନ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଂଚାଇ ଥାଏ । ଏହା ଥାଲେସେମିଆ ଭଳି ମାରାତ୍ମକ ରୋଗରେ ପୀଡିତ ରୋଗୀଙ୍କ ଜୀବନକୁ ବଢ଼ାଇବାରେ ସହାୟକ ହୁଏ ।ମା’ ଓ ଶିଶୁର ସ୍ୱାସ୍ଥ୍ୟରେ ଏହାର ବଡ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୫/୮: ଖୋରଧା ସଦର ମହକୁମା ବି ଜେ ବି ଉଚ୍ଚ ବିଦ୍ୟାଳୟ ପଡିଆରେ ଖୋରଧା ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ୮୦ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି ।ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନ୍ଦେମାତରମ୍ ଓ ଜନ ଗଣମନ ଗାନ ପୂର୍ବକ ଜାତୀୟ ପତାକାକୁ ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୫/୮ : ଯାଜପୁର ଜିଲ୍ଲା ଜାରକା ଠାରେ ଆୟୋଜିତ ୮୦ ତମ ସ୍ୱାଧୀନତା ଦିବସ ଏହି ପବିତ୍ର ଅବସରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଶତାଧିକ ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ବ୍ୟାଟେରୀ ଚାଳିତ ଇ-ସ୍କୁଟର ପ୍ରଦାନ କରିଥିଲି। ଏହା ସେମାନଙ୍କ ଆତ୍ମନିର୍ଭରଶୀଳତା ଓ ସ୍ୱାବଲମ୍ବନର ପଥକୁ ଆହୁରି ସୁଗମ କରିବ ବୋଲି ମୋର ଦୃଢ଼ ବିଶ୍ୱାସ ବୋଲି ବିଧାୟକ ସାହୁ କହିଛନ୍ତି ।ଏହା ସହିତ ଅଟୋ, ରିକ୍ସା ଓ ଟ୍ରଲି ଚାଳକ, ଆଶା […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୫/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ପ୍ରଥମ ଥର ପାଇଁ ୮୦ ତମ ସ୍ୱାଧୀନତା ଦିବସ ବେଶ ଉତ୍ସାହ ଓ ଦେଶ ଭକ୍ତିର ସହ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଯାଇଛି । ଏଥିରେ ସଂଘର ସଭାପତି ଡ଼.ମଧୁସୂଦନ ମହାପାତ୍ର \’ବନ୍ଦେ ମାତରମ୍ \’ ଗାନ ପରେ ପତାକା ଉତ୍ତୋଳନ ପୂର୍ବକ ଜାତୀୟ ସଂଗୀତ ଗାନ କରିବା ପରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ୮୦ […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୫/୮ : ଓଡ଼ିଶା ନକ୍ସଲମୁକ୍ତ ହେବା କେବଳ ଏକ ହିଂସାତ୍ମକ ଅଧ୍ୟାୟର ସମାପ୍ତି ନୁହେଁ। ଏହା ଏକ ବୃହତ୍ତର ଦାୟିତ୍ୱର ଆରମ୍ଭ—ସୁରକ୍ଷା କ୍ଷେତ୍ରର ସଫଳତାକୁ ଦୀର୍ଘସ୍ଥାୟୀ ଶାନ୍ତି, ବିକାଶ ଓ ଜନବିଶ୍ୱାସରେ ପରିଣତ କରିବା।ପ୍ରାୟ ଦୁଇ ଦଶନ୍ଧି ଧରି ବାମପନ୍ଥୀ ଉଗ୍ରବାଦ ଓଡ଼ିଶାର ଦୁର୍ଗମ ଓ ଘଞ୍ଚ ଜଙ୍ଗଲ ଅଞ୍ଚଳଗୁଡ଼ିକ ଉପରେ ଏକ ଅନ୍ଧକାର ଛାୟା ପକାଇଥିଲା। ହିଂସା, ରାଜ୍ୟର ଦୁର୍ବଳ ଉପସ୍ଥିତି, ବିକାଶର ମନ୍ଥର ଗତି ଓ ନିରନ୍ତର Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୫/୮: ସ୍ୱାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ଜାତୀୟତାବୋଧ ଓ ଦେଶପ୍ରେମର ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚାଲିଥିବା ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ପଂଚାୟତ ମହାବିଦ୍ୟାଳୟ ଗୋଡ଼ି ପୁଟ ମାଟିଆ ପଡ଼ା ଜଟଣୀ ର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି।ଜାତୀୟ ପତାକା କେବଳ ଏକ ପ୍ରତୀକ ନୁହେଁ; ଏହା ଦେଶର ସ୍ୱାଧୀନତା, ଜାତୀୟ ଏକତା, ଅଖଣ୍ଡତା ଓ ଗୌରବର ପ୍ରତୀକ। ଶାନ୍ତି ଓ ସାମାଜିକ ସୌହାର୍ଦ୍ଦର ଏହି ବାର୍ତ୍ତାକୁ Continue Reading
Odisha News
ଭୁବନେଶ୍ୱର, ୧୫/୮ : ୮୦ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଚା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ମହାତ୍ମା ଗାନ୍ଧୀଙ୍କ ସମେତ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ତିତିକ୍ଷା ଓ ବଳିଦାନକୁ ସ୍ମରଣ କରିଥିଲେ। ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିପରି ଆମ ରାଜ୍ୟର ସ୍ୱାଧୀନତା ବୀର ସୁରେନ୍ଦ୍ର ସାଏ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ବିଦ୍ୟାଧର, ଚକରା ବିଷୋଇ, ଧର୍ମପଦ, ଉତ୍କଳ ଗୌରବ ମଧୁସୂଦନ Continue Reading
Odisha News
ଗୁଲାମ ଗସଙ୍କ ରିପୋର୍ଟଯାଜପୁର, ୧୨/ ୮ : ଆଜି ଜିଲ୍ଲା ସ୍ତରୀୟ ଡେଙ୍ଗୁ ନିରାକରଣ ପାଇଁ ଏକ ବୈଷୟିକ କମିଟି ସଭା ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ସଭାପତିତ୍ୱରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ସଭା ଆରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ନଗେନ୍ଦ୍ରନାଥ ମହାପାତ୍ର ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହିତ ଏହି ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଅତିରିକ୍ତ ଜିଲ୍ଲା Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୨/୮ : ଗଜପତି ଜିଲ୍ଲା କାଶୀନଗର ଠାରେ ବ୍ଲକ କାର୍ଯ୍ୟାଳୟର ସଦଭାବନା ଗୃହରେ ପଞ୍ଚାୟତ ସମିତିର ଚତୁର୍ଦ୍ଦଶ ସାଧାରଣ ବୈଠକ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବିଡିଓ ଡମ୍ବୁରୁ ଧର ମଲ୍ଲିକ’ଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧୀନସ୍ଥ ବିଭିନ୍ନ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ଓ ସମସ୍ୟା ସମ୍ପର୍କରେ ସମୀକ୍ଷା କରା ଯାଇଥିଲା।ବୈଠକରେ ସ୍ଥାନୀୟ ବିଧାୟକ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୨/୮: ସାମ୍ବାଦିକ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର କର୍ତ୍ତବ୍ୟ ଓ ଧର୍ମ ପାଳନ କରିଆସୁଛନ୍ତି।ତେଣୁ ସାମ୍ବାଦିକଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ସହିତ ସେମାନଙ୍କ ଦୀର୍ଘଦିନର ଦାବିଗୁଡ଼ିକ ପୂରଣ ଦିଗରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଅନୁଷ୍ଠିତ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓ.ୟୁ.ଡବ୍ଲୁ.ଜେ)ର ସାଂଗଠନିକ ବୈଠକରେ ମତ ପ୍ରକାଶ ପାଇଛି।ଓ.ୟୁ.ଡବ୍ଲୁ.ଜେ Continue Reading