କଟକ, ୧୮/୧୦ : ଦୁର୍ଘଟଣାରେ ମୁଣ୍ଡରେ ଲାଗିଥିଲା ଆଘାତ। ହେଲେ ରୋଗୀଙ୍କ ତଳି ପେଟ ଅପରେସନ୍ କରିଦେଲେ ଡାକ୍ତର! ଏପରି ସଙ୍ଗୀନ ଅଭିଯୋଗ କଟକ ରୁଦ୍ର ହସ୍ପିଟାଲ ବିରୋଧରେ ଆସିଛି। ଅଭିଯୋଗ ହେଉଛି ଅପରେସନ୍ ନାଁରେ ମେଡିକାଲ୍ କର୍ତ୍ତୃପକ୍ଷ ଅଙ୍ଗ ତସ୍କରୀ କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଛି ପୁଲିସ। ଅନ୍ୟପକ୍ଷରେ ମେଡ଼ିକାଲ୍ କର୍ତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି।କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଟିକରବାଜୁ ଗାଁର ବାବୁଲା ଦିଗାଳ Continue Reading
Odisha News
ଭୁବନେଶ୍ୱର,୧୮/୧୦: ବିଜେଡିର ଆୟୁଷ ବହୁତ କମ୍। ବିଜେଡି ଭାଙ୍ଗି ଛିନ୍ଛତ୍ର ହୋଇଯିବ। ଖୁବ୍ ଶୀଘ୍ର ସେହି ଅବସ୍ଥା ହେଖିବାକୁ ମିଳିବ। କାରଣ ବିଜେଡି ପାଖରେ ଆଉ ନେତୃତ୍ୱ ନାହିଁ। ସମସ୍ତଙ୍କୁ ଚାକର ଭଳିଆ କରି ରଖୁଥିଲେ।ଯେଉଁ ନେତାମାନେ ଥିଲେ, ସେମାନେ ଦରି ପକାଇବା, ଟେଣ୍ଟ କରିବା, ଗାତ ଖୋଳିବା କାମ କରୁଥିଲେ। ସେମାନେ ଏବେ ପ୍ରତିଶୋଧ ପରାୟଣା ହୋଇ ରହିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।ସେ ଆହୁରି କହିଛନ୍ତି, ଧୀରେ ଧୀରେ ବିଜେଡିର ଆହୁରି ଗୁମର ଖୋଲିବ। Continue Reading
ସୁଧାଂଶୁ ସିଂଙ୍କ ରିପୋର୍ଟରାୟଗଡ଼, ୧୮/୧୦ : ରାୟଗଡ଼ ପୌରାଞ୍ଚଳରେ ଦିନକୁ ଦିନ ରାସ୍ତା ଅବରୋଧ ଓ ପାର୍କିଂକୁ ନେଇ ରିଲିଆନ୍ସ ମାର୍ଟ ଠୁ ନେଇ ରାୟଗଡ଼ ବୁସଷ୍ଟାଣ୍ଡ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଲାଗି ରହିବା ଏକ ପ୍ରକାର ବେପାର୍ଵା ମନୋପୋଲି କୁ ଦର୍ଶାଏ, ପୋଲିସ ବଳ ତରଫରୁ ବି ପେଟ୍ରୋଲିଙ୍ଗ ଜରିଆରେ ହେଉ ବା ପର୍ବ ପର୍ବାଣି ସମୟରେ ହେଉ ଯେଉଁ ପ୍ରକାର ଆବଶ୍ୟକ ରହିଛି ତାକୁ ପୂରଣ କରିବାରେ ବିଫଳ ରହୁଥିବା ବି ଆଲୋଚନା ର […]Continue Reading
ଭୁବନେଶ୍ୱର, ୧୮/୧୦ : ରାଜଧାନୀର ବିଚ୍ ରାସ୍ତାରେ ଭାରତୀୟ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଖୋଦ କୋଷ୍ଟଗାର୍ଡ ଡିଆଇଜି ଏସ୍.ଆର୍. ଦାସ ଗତ ରାତିରେ ନୟାପଲ୍ଲୀ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଏହି ମାମଲାରେ ଦୁଇ ଯୁବକଙ୍କୁ ଉଠାଇ ନେଇ ପଚରାଉଚରା କରୁଛୁ।ଗତରାତିରେ କୋଷ୍ଟଗାର୍ଡ ଡିଆଇଜି ଏସ୍.ଆର୍. ଦାସ ନିଜ ପରିବାର ସହ କାର୍ରେ ଘରକୁ ଫେରୁଥିଲେ। କଳିଙ୍ଗ ଷ୍ଟାଡିୟମ ନିକଟ ଏକ ଟ୍ରାଫିକ୍ରେ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୮/୧୦ : ପାରଳାଖେମୁଣ୍ଡି ସ୍ଥିତ ରାଜବାଟୀ ପରିସରରେ ଥିବା ୟୁ-ଟେକ୍ କମ୍ପ୍ୟୁଟର ଏଜୁକେଶନ ସେଣ୍ଟରର ପ୍ରଶିକ୍ଷଣ କକ୍ଷ ଠାରେ ଅଗ୍ରଣୀ ମହିଳା ଅନୁଷ୍ଠାନ “ପ୍ରଗତି ମହିଳା ସଙ୍ଗଠନ” ଏବଂ ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଏକ ବର୍ଣକ୍ଷଢ଼୍ୟପୂର୍ଣ୍ଣ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠାନର ଉପଦେଷ୍ଟା ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟରାୟଗଡ଼ା,୧୮/୧୦: ବିଜେପି ସଦସ୍ୟତା ଅଭିଯାନ ୨୦୨୪ ଅବସରରେ ରାୟଗଡା ଜିଲ୍ଲା ବିଶମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଦଳା, ମୁନିଗୁଡ଼ା ଓ ରାୟଗଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜିଞ୍ଜିଲି ଠାରେ ଆଜି ବିଜେପି କୃଷକ ମୋର୍ଚ୍ଚା ତରଫରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ।ଘରକୁ ଘର Continue Reading
ଭୁବନେଶ୍ୱର,୧୭/୧୦: ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଓଡ଼ିଶା ଉପରେ ଏହାର ପ୍ରଭାବ ନଥିବାରୁ ରାଜ୍ୟରେ ପାଗ ଶୁଖିଲା ରହିଛି। ତେବେ ଆସନ୍ତା ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଉଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରସ୍ଥ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୨୨ ତାରିଖ ବେଳକୁ Continue Reading
ସାତକୋଶିଆ, ୧୭/୧୦ : ସାତକୋଶିଆ ଅଭୟାରଣ୍ୟକୁ ପୁଣି ଫେରିବେ ମହାବଳ ବାଘ। ୧୨ରୁ ୧୪ ମହାବଳ ବାଘ ଖୁବ୍ ଶୀଘ୍ର ସାତକୋଶିଆରେ ବିଚରଣ କରିବାକୁ ଲାଗିବେ। ତେବେ ବାଘ ଆସିବା ପୂର୍ବରୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ୧୨ଟି ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ ମିଳିଛି।ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଦିଆଯାଇଛି ଏସବୁ ଅତ୍ୟାଧୁନିକ ପାଟ୍ରୋଲିଂ ଗାଡ଼ି। ପ୍ରତେକ ଦିନ ଏହି ପାଟ୍ରୋଲିଂ ଭ୍ୟାନ ସାତକୋଶିଆ ଅଭୟାରଣ୍ୟରେ ମଧ୍ୟ ବୁଲିବା ସହିତ ମହାବଳ ବାଘଙ୍କ Continue Reading
ସୁଧାଂଶୁ ସିଂଙ୍କ ରିପୋର୍ଟରାୟଗଡ଼, ୧୭/୧୦: ରାୟଗଡ଼ ପୌରାଞ୍ଚଳରେ ଦିନକୁ ଦିନ ରାସ୍ତା ଅବରୋଧ ଓ ପାର୍କିଂକୁ ନେଇ ରିଲିଆନ୍ସ ମାର୍ଟ ଠୁ ନେଇ ରାୟଗଡ଼ ବୁସଷ୍ଟାଣ୍ଡ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଲାଗି ରହିବା ଏକ ପ୍ରକାର ବେପାର୍ଵା ମନୋପୋଲି କୁ ଦର୍ଶାଏ ।ପୋଲିସ ବଳ ତରଫରୁ ବି ପେଟ୍ରୋଲିଙ୍ଗ ଜରିଆରେ ହେଉ ବା ପର୍ବ ପର୍ବାଣି ସମୟରେ ହେଉ ଯେଉଁ ପ୍ରକାର ଆବଶ୍ୟକ ରହିଛି ତାକୁ ପୂରଣ କରିବାରେ ବିଫଳ ରହୁଥିବା ବି ଆଲୋଚନା ର ବିଷୟ […]Continue Reading
ଭଦ୍ରକ, ୧୭/୧୦ : ଭଦ୍ରକ ଜିଲ୍ଲା ବାସୁଦେବବପୁରରେ ଏକ ନାଳି ପାଖରୁ ଉଦ୍ଧାର ହେଲା ମଣିଷ ଖପୁରୀ । ଖପୁରୀ ସହ ଦାନ୍ତ ଓ ହାଡ଼ ବି ଉଦ୍ଧାର ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।ପ୍ରାୟ ୧୫ ଦିନ ହେବ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ମା’ ନିଖୋଜ ଥିବା ବେଳେ ଏହା ସେମାନଙ୍କ ଶରୀରର ଅବଶିଷ୍ଟାଶଂ ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣାରେ ପୁଲିସ୍ ମୃତା ମହିଳାଙ୍କ ସ୍ୱାମୀ […]Continue Reading




