ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୦/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡି ମାରିବା ଦ୍ଵାରା ବଜ୍ରାଘାତରେ ଏକ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।ଛାତ୍ରୀ ଜଣକ ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ଏଭଳି ଘଟଣା ଘଟିଛି ।ମୃତ ଛାତ୍ରୀ ଜଣକ ହେଲେ ପଲାମୀ ଗ୍ରାମର ମଶିନ୍ଦ୍ର ମଲିକଙ୍କ ଝିଅ କଳ୍ପନା ମଲିକ (୧୪)। ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି କେଶ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ,୧୯/୧୦ : କଲିକତା ଓ ଝାରସୁଗୁଡ଼ା ରୁ ଥେରା ପିଷ୍ଟ ବିଶେଷଜ୍ଞ ସହକାରୀ ପ୍ରଫେସର ଅନିତା ବଜାଜ ଅଗ୍ରୱାଲା, ଡ଼ ସିବସଙ୍କର ଶର୍ମା ଓ ସୁନୀତା ଅଗ୍ରୱାଲା ୧୮ ଓ ୧୯ ରେ ମାରୁଆଡି କ୍ଳବ୍ ଠାରେ ମାରୁଆଡି ସମାଜ ପ୍ରାୟୋଜିତ ମର୍ମ ଚାପ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।ଡ ଅନଙ୍ଗ ଦ୍ବିବେଦୀ ଗତକାଲି ସକାଳ ବେଳ ରେ ବହୁ ଉପାଦେୟ ତଥ୍ୟ ପ୍ରକାଶ କରିଥିଲେ । ବହୁ ରୋଗୀ ଏହି ଶିବିର […]Continue Reading
ଭୁବନେଶ୍ୱର,୧୯/୧୦ : ୨୦୨୨ ବର୍ଷର ଓଡ଼ିଶ। ଲୋକ ସେବ। ଆୟୋଗ ଦ୍ୱ।ର। ପରିଚ।ଳିତ ଓଏଏସ୍ ଫଳ।ଫଳ ପ୍ରକ।ଶ ପ।ଇଛି । ମୋଟ୍ ୬୮୩ ଜଣ ପରୀକ୍ଷ।ର୍ଥୀ କୃତକ।ଣðý ହୋଇଛନ୍ତି । ଶ୍ୱେତ।ଶ୍ରୀ ମହ।ପ।ତ୍ର ଓଏଏସ୍ ପ୍ରଥମ ସ୍ଥ।ନ ଅଧିକ।ର କରିଛନ୍ତି ।ସେହିପରି ଦ୍ୱିତୀୟରେ ପ୍ରିଙ୍କିଲ ପରବୀନ ପରିଡ଼। ରହିଥିବ।ବେଳେ ତୃତୀୟ ସ୍ଥ।ନରେ ଦୀପ୍ତି ରଞ୍ଜନ ପତି ରହିଛନ୍ତି । ପ୍ରକ।ଶିତ ଫଳ।ଫଳରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ମହିଳ। ଓ ୫ ପୁରୁଷ ରହିଛନ୍ତି ।ସେହିପରି […]Continue Reading
ଗଞ୍ଜାମ, ୧୯/୧୦ : ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନେ ବାଣ ଭିଡୁଥିଲେ। ହଠାତ୍ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୬ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଦୀପାବଳି ପୂର୍ବରୁ ଏପରି ଭୟଙ୍କର ବିସ୍ଫୋରଣ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଘଟିଛି।ଖଲ୍ଲିକୋଟ ଥାନା ମାଣିକପୁର ଗାଁ ନୂଆ ସାହିଠାରୁ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ରହିଛି ଗୋଟିଏ ଘର। ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ୬ ଜଣ ଦଶମ ଶ୍ରେଣୀ ଛାତ୍ର ସେହି ଘର […]Continue Reading
ଭୁବନେଶ୍ୱର,୧୯/୧୦ : କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ଆସନ୍ତା ୨୩, ୨୪ ଓ ୨୫ […]Continue Reading
By Our Correspondent ODISHA,OCT 19 : Botulinum toxin, commonly known as Botox, has gained widespread recognition for its cosmetic benefits. However, its therapeutic uses extend far beyond wrinkle reduction, particularly in the treatment of various gastrointestinal (GI) disorders. Administered in controlled doses, Botox can effectively relax muscles, making it a valuable Continue Reading
ରାଉରକେଲା,୧୯/୧୦ : ରାଉରକେଲା ବନ୍ଧମୁଣ୍ଡାରେ ବଡ଼ ଧରଣର ଡକାୟତି ହୋଇଛି। ଫିଲ୍ମ ଷ୍ଟାଇଲରେ ଏହି ଡକାୟତି ହୋଇଥିବା ଜଣାପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ପରିବାରର ସମସ୍ତଙ୍କ ହାତ, ଗୋଡ଼ ବାନ୍ଧି ମୁହଁରେ କପଡା ବାନ୍ଧି ଡକାୟତମାନେ ଲୁଟ୍ କରିଥିଲେ। ବନ୍ଧମୁଣ୍ଡା ଡିଜେଲ କଲୋନୀ ରେଳବାଇ କର୍ମଚାରୀ ଦିଲ୍ଲୀପ ପଣ୍ଡାଙ୍କ କ୍ୱାଟର ନମ୍ବର ଏଲ ୨୦୪/୧ରୁ ଡକାୟତି ହୋଇଥିଲା।ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟର Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା,୧୯/୧୦ :ମୋଟା ଅଙ୍କର ଟଙ୍କା ନେଇ ଅସ୍ତ୍ରପଚାର ସଫଳ ହୋଇଛି କହିବା ପରେ ମେଡିକାଲ ପକ୍ଷରୁ ପରିବାର ଲୋକଙ୍କୁ ମୃତ ହେଇଥିବା ସୂଚନା ଦେଇଛନ୍ତି। ପରିବାର ପକ୍ଷରୁ ମେଡିକାଲ କର୍ମଚାରୀ ଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା।ବର୍ତ୍ତମାନ ପରିବାର ପକ୍ଷରୁ ଅଭିଯୋଗ ଯେ ଦୁର୍ଘଟଣାରେ ମୁଣ୍ଡରେ ଆଘାତ ହୋଇଥିବା ବେଳେ ପେଟରେ କଣ ପାଇଁ ହେଇଛି ଅସ୍ତ୍ରପଚାର ? ଅନ୍ୟ ପକ୍ଷରେ ମେଡିକାଲ ରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୯/୧୦: ମାଓ ପ୍ରବଣ ବୌଦ୍ଧଜିଲ୍ଲାରେ ମାଓ ଗତିବିଧି ବୃଦ୍ଧି ପାଉଥିବା ବେଳେ ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ,ବି. ଖୁରାନିଆ । ଗତକାଲି ସନ୍ଧ୍ୟାରେ ମାଓ ଅଧିସୁତ କଣ୍ଟାମାଳ ବ୍ଲକର ଘଣ୍ଟାପଡା ଥାନାକୁ ଯାଇ ମାଓ ସ୍ଥିତିର ସମୀକ୍ଷା କରିଥିଲେ । ସେଠାରେ ଥିବା ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ସେଠାରେ ଜବାନଙ୍କ ସହିତ ଆଲୋଚନା କରିଥିଲେ ।ଶୁକ୍ରବାର ସକାଳେ ପୁଲିସ Continue Reading
କଟକ, ୧୮/୧୦ : ଦୁର୍ଘଟଣାରେ ମୁଣ୍ଡରେ ଲାଗିଥିଲା ଆଘାତ। ହେଲେ ରୋଗୀଙ୍କ ତଳି ପେଟ ଅପରେସନ୍ କରିଦେଲେ ଡାକ୍ତର! ଏପରି ସଙ୍ଗୀନ ଅଭିଯୋଗ କଟକ ରୁଦ୍ର ହସ୍ପିଟାଲ ବିରୋଧରେ ଆସିଛି। ଅଭିଯୋଗ ହେଉଛି ଅପରେସନ୍ ନାଁରେ ମେଡିକାଲ୍ କର୍ତ୍ତୃପକ୍ଷ ଅଙ୍ଗ ତସ୍କରୀ କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଛି ପୁଲିସ। ଅନ୍ୟପକ୍ଷରେ ମେଡ଼ିକାଲ୍ କର୍ତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି।କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଟିକରବାଜୁ ଗାଁର ବାବୁଲା ଦିଗାଳ Continue Reading




