ଭଦ୍ରକ, ୧୭/୧୦ : ଭଦ୍ରକ ଜିଲ୍ଲା ବାସୁଦେବବପୁରରେ ଏକ ନାଳି ପାଖରୁ ଉଦ୍ଧାର ହେଲା ମଣିଷ ଖପୁରୀ । ଖପୁରୀ ସହ ଦାନ୍ତ ଓ ହାଡ଼ ବି ଉଦ୍ଧାର ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।ପ୍ରାୟ ୧୫ ଦିନ ହେବ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ମା’ ନିଖୋଜ ଥିବା ବେଳେ ଏହା ସେମାନଙ୍କ ଶରୀରର ଅବଶିଷ୍ଟାଶଂ ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣାରେ ପୁଲିସ୍ ମୃତା ମହିଳାଙ୍କ ସ୍ୱାମୀ […]Continue Reading
Odisha News
କେନ୍ଦୁଝର, ୧୭/୧୦ : ହାତୀ ଘଉଡ଼ାଇବାକୁ ଯାଇ ଅଡୁଆରେ ପଡିଗଲେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ । ହାତୀକୁ ଘଉଡ଼ାଇବେ କ’ଣ ହାତୀ ସେମାନଙ୍କୁ ଗୋଡ଼ାଇଲା। ଏହାଦେଖି ସମସ୍ତେ ଜୀବନ ବିକଳରେ ପଳାଇଲେ, କିନ୍ତୁ ହାବୁଡରେ ପଡିଯାଇ ଥିଲେ ଜଣେ କର୍ମଚାରୀ ।ହାତୀଟି ତାଙ୍କୁ ଟେକି କଚାଡ଼ିଦେଲା। ଫଳରେ ଅକାଳରେ ଚାଲିଗଲା ଜଣେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କ ଜୀବନ। ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ମୃତକ ହେଲେ ଗୋବିନ୍ଦପୁର ଗ୍ରାମର ବସନ୍ତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୭/୧୦ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବ ଓଡ଼ିଶାର ନିର୍ମାତା ନବୀନ ପଟନାୟକଙ୍କ ୭୮ତମ ଜନ୍ମ ଦିବସ ଅବସରରେ ସମଗ୍ର ଓଡ଼ିଶାରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଏନଏସି ଅଧକ୍ଷ ମୃତ୍ୟଞ୍ଜୟ ମିଶ୍ର ବିସିସିବି ସଭାପତି ଅରୁଣ Continue Reading
ଭୁବନେଶ୍ୱର, ୧୫/୧୦ : ଧାନ କିଣିବା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ମଣ୍ଡି ଦାୟିତ୍ୱରେ ରହିବେ ମନ୍ତ୍ରୀ । ପ୍ରତି ମଣ୍ଡିରେ ରହିବେ ଜଣେ ଲେଖାଏଁ ପ୍ରାଧିକୃତ ଅଧିକାରୀ । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।ମଙ୍ଗଳବାର ଧାନ କିଣା ପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ ୩୦ ଜିଲ୍ଲାରେ ଜିଲ୍ଲାପାଳଙ୍କ […]Continue Reading
ଭୁବନେଶ୍ୱର,୧୫/୧୦: ଏମ୍ପି ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା। ଦିଲ୍ଲୀ ନିର୍ବାଚନ ଇନଚାର୍ଜ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ବୈଜୟନ୍ତଙ୍କୁ ଇନଚାର୍ଜ ଭାବେ ନିଯୁକ୍ତି କରିଛି। ସେହିପରି ଏମ୍ପି ଅତୁଲ ଗର୍ଗଙ୍କୁ ସହକାରୀ ଇନଚାର୍ଜ ଭାବେ ମଧ୍ୟ ନିଯୁକ୍ତି ମିଳିଛି। ଉଭୟଙ୍କୁ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ନିଯୁକ୍ତି ଦେଇଛନ୍ତି।ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗକୁ ଅଛି। ସେଥିପାଇଁ Continue Reading
ନବରଙ୍ଗପୁର,୧୫/୧୦ : ଦୁର୍ଗା ପୂଜା ଭସାଣିବେଳେ ଛୁରାମାଡ଼ ହୋଇଛି। ଏଥିରେ ଜଣେ ନାବାଳକର ଜୀବନ ଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି।ନବରଙ୍ଗପୁର ଟାଉନ୍ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତ ନାବାଳକ ଜଣଙ୍କ ଦଣ୍ଡାସି ସାହିର କିରଣ ଗାଦବା। ଆହତ ନାବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଟାଉନ୍ ଥାନା ଅଞ୍ଚଳରେ ଦୁର୍ଗା ପୂଜା ଭସାଣି ଚାଲିଥିଲା। ଏହି ସମୟରେ କୌଣସି କଥାକୁ ନେଇ ସୌରାସାହି ଓ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ୧୫/୧୦: ବୌଦ୍ଧ ବ୍ଲକ୍ ମୁରୁଶୁଣ୍ଢୀ ସ୍ଥିତ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ସକାଳ ୧୦ ଘଣ୍ଟା ସମୟରେ ଆରମ୍ଭ ହୋଇଥିବା ଜନ ଶୁଣାଣୀ ଶିବିରରେ ସି. ଡ଼ି. ଇ. ଓ ତଥା ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ – ଆରକ୍ଷୀ ଅଧିକ୍ଷକ ସଂଯୁକ୍ତା ବାର୍ଲା,ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଚାର୍ଲସ ନାଏକ ଶିବିରରେ ଉପସ୍ଥିତ ରହି ଆସିଥିବା ବିଭିନ୍ନ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୪/୧୦ : ଅଦ୍ୟ ଭାରତୀୟ ଜନତା ପାର୍ଟୀ ବୌଦ୍ଧ ଜିଲ୍ଲା ତରଫରୁ ଏକ ଦିବସୀୟ ” ସକ୍ରିୟ ସଦସ୍ୟ କର୍ମଶାଳା ” ଜିଲ୍ଲା ଟାଉନ ହଲ ବୌଦ୍ଧ ଠାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ।କର୍ମଶାଳା ପ୍ରାରମ୍ଭରେ ଶ୍ରୀ ମହାନ୍ତି ଆଜିର ସକ୍ରିୟ ସଦସ୍ୟ କର୍ମଶାଳା ଉପରେ ଅଭିଭାଷଣ ପ୍ରଦାନ କରି ଜିଲ୍ଲାର ୧୦ ଗୋଟି ମଣ୍ଡଳ, ୪୧୧ ବୁଥ ଓ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୪/୧୦ : ପୋଲିସର ନୀତି ବ୍ରିଟିଶ ଅମଳରୁ ଚାଲିଆସିଥିବା ଢଙ୍ଗକୁ ବଦଳାଇବା ପାଇଁ ଏବେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛି।ଧିରେ ଧିରେ ପୋଲିସ ଆଉ ସାଧାରଣଙ୍କ ସମ୍ପର୍କ ମଜଭୁତ କରିବାକୁ ପୋଲିସ ପ୍ରୟାସ କରି ଆସୁଥିବା ବେଳେ ପୋଲିସ ସହ ଲୋକଙ୍କ ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ ଦେଖିବାକୁ ମିଳିଛି।ପ୍ରକାଶ ଯେ, କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନାରେ ନିଆରା ଢଙ୍ଗରେ ପାଳିତ Continue Reading
ସୁଧାଂଶୁ ସିଂଙ୍କ ରିପୋର୍ଟ ରାୟଗଡା, ୧୫/୧୦ : ରାୟଗଡା ଜ଼ିଲ୍ଲା ର ବିଭିନ୍ନ ସ୍ଥାନ ରେ ବିଜୟା ଦଶମୀ ଅବସରରେ ରାବଣ ଦହନ ଅତି ଆନନ୍ଦଉଲ୍ଲାସର ସହିତ ପାଳନ କରା ଯାଇଛି ।ଆଜି ଯେକେକାଗଜ କଳ ପକ୍ଷରୁ ଆୟୋଜିତ ଦଶହରା ପୂଜା କାର୍ଯ୍ୟକ୍ରମ ଚାନ୍ଦିଲି ଥାନା ଆନ୍ତର୍ଗତ ଯେକେକାଗକକର ପଡିଆ ଠାରେ ବିଧିବଧ ଭାବରେ ପାଳନ ହୋଇଯାଇଛି ।ଆୟୋଜିତ ରାବଣ ପୋଡି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାୟଗଡ ପୋଲିସ ଶ୍ରୀମତି ଏସ ପି ସ୍ଵାଥୀ […]Continue Reading




