ଓଡ଼ିଶା, ୩୧/୧୦ : ଆଜି ଆଲୋକର ପର୍ବ ଦୀପାବଳି । ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍ । ଅନ୍ଧାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଦୀପାବଳି । କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଏ ।ଦୀପାବଳିର କିଛି ଦିନ ପୂର୍ବରୁ ହିଁ ପ୍ରତ୍ୟକ ଘରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ଆଜିର ଦିନରେ ଦୀପ ଜାଳିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୩୧/୧୦: ୧୯୩୬ ନଭେମ୍ବର ୩୦ ତାରିଖ ଦିନରେ ବିଶ୍ଵ କୁ ସଡଜ୍ଞାନର ଆଲୋକ ବିତରଣ ପାଇଁ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରିୟ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏ ଉପଲକ୍ଷେ ବେପାରୀ ସାହି ଶାଖାରେ ଏକ ସମାରୋହ ଅନୁଷ୍ଠିତ ହୋଇ ଯାଇଛି ।ପୋଲିସ ଡି ଏସ ପି ଲଳିତା ପଣ୍ଡା ,ବି କେ ସୁଲୋଚନା, ନାଥମଲ୍,ଆନନ୍ଦ ଭାଇ,ନଗେନ୍ଦ୍ର ଭାଇ,ପ୍ରଭାସ ଭାଇ,ବରଦା ଭାଇ ଆଦି ଅତିଥି ଭାବେ ଯୋଗ ଦେଇଥିଲେ । ଆତ୍ମା […]Continue Reading
ଭୁବନେଶ୍ୱର, ୩୦/୧୦ : ଯାତ୍ରାରେ ଦିନକୁ ଦିନ ଅଶ୍ଳୀଳ ନୃତ୍ୟ ବଢିବାରେ ଲାଗିଛି । କଳାକାରମାନେ ଅଶ୍ଳୀଳ ନୃତ୍ୟର ସୀମା ଲଙ୍ଘୁଥିବା ଦେଖିବାକୁ ମିଳିଛି । ଏହାକୁ ରୋକିବା ପାଇଁ ମଧ୍ୟ ବୁଦ୍ଧିଜୀବୀ ମହଲରେ ଦାବି ଉଠିଲାଣି ।ଏହା ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯାତ୍ରାରେ ଏଭଳି ନାଚକୁ ନେଇ ଚର୍ଚ୍ଚା ହେଉଛି। ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ। ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ Continue Reading
ବିଶ୍ୱ ଭୁଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩୦/୧୦ : ନୟାଗଡ଼ ସହର ଦେବୋତ୍ତର କଲୋନୀର ୪ର୍ଥ ଲେନର ଶିବପ୍ରସାଦ ସାହୁଙ୍କ ଘରୁ ଦିନ ଦ୍ବିପହରେ କେହି ନଥିବା ବେଳେ ଚୋର ବୁଲେଇଥିଲେ କଳାକନା। ଏହି ଚୋରୀକୁ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।ତାହାକୁ ନେଇ ତତ୍ପରତା ଦେଖାଇଥିଲା ନୟାଗଡ଼ ପୋଲିସ। ଏବଂ ଲେଙ୍କୁଡ଼ିପଡା ଗ୍ରାମର ରଶ୍ମିଲତା ରଥ ନୟାଗଡ଼ ରେଲୱେ ଷ୍ଟେସନରୁ ଆସୁଥିବା ବେଳେ ତାଙ୍କ ବେକରୁ ଗୋଟିଏ ଚେନ ଚୋରୀ କରିଥିଲେ ଦୁର୍ବୁତ୍ତ। ଏହାକୁ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୩୦/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ମନ୍ଦିର ଚତୁଃପାର୍ଶ୍ଵ ରେ ଥିବା ସମସ୍ତ ବ୍ୟବସାୟୀ ବନ୍ଧୁ ମାନେ ଏକତ୍ରିତ ହୋଇ ମା ‘ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରଥମ ଥର ପାଇଁ ଶ୍ୟାମା କାଳୀ ପୂଜା ଓ ଦୀପାବଳି ଉତ୍ସବ ଉପଲକ୍ଷେ ସମଗ୍ର ମାର୍କେଟର ଆଲୋକିକରଣର କରାଯାଇଛି ।ଏହି ଅବସରରେ ଏଥିରେ ମାର୍କେଟର ବରିଷ୍ଠ ବ୍ୟବସାୟୀ ସି.ଏଚ.ଭୂଷଣ ପାତ୍ର Continue Reading
ଭୁବନେଶ୍ୱର,୩୦/୧୦: ନଭେମ୍ବର ୨୬ରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ। ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ। ବୁଧବାର ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ନୂଆ ସରକାର ଆସିବା ପରେ ପ୍ରଥମ ଥର ୨୬ରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ।Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୩୦/୧୦ : ଗତ ୨୪ ତାରିଖରେ ପୁଇଁତଳା ଥାନାନ୍ତର୍ଗତ ତଣ୍ଡାମୁଣ୍ଡା ଜଙ୍ଗଲରୁ ପୁଲିସ୍ ଉଦ୍ଧାର କରିଥିବା ଦୁଇ ଅଜଣା ଯୁବକ ଯୁବତୀଙ୍କ ଗଳାକଟା ହତ୍ୟାକାଣ୍ଡର ଅଭିଯୁକ୍ତ ଆସାମୀ ଙ୍କୁ ଧରିବାରେ ବଲାଙ୍ଗୀର ପୁଲିସ୍ କୁ ସଫଳତା ମିଳିଛି।ଉଦ୍ଧାରର ପୂର୍ବଦିନ ରାତିରେ ଏହି ଚାଞ୍ଚଲ୍ୟକର ନୃଶଂସ ହତ୍ୟାକାଣ୍ଡ ଘଟିଥିଲା।ଝାଡଖଣ୍ଡର ବୋକାରୋ ରେ ରିୟେଲ ଇଷ୍ଟେଟ୍ କାରବାରରୁ ଟଙ୍କା ଭାଗବଣ୍ଟାକୁ ନେଇ ଏଠାରେ ଆସି ଲୁଚିଥିବା Continue Reading
ଭୁବନେଶ୍ୱର,୩୦/୧୦ : ୩ୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଖବର। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ର ପ୍ରଥମ କିସ୍ତିର ୩ୟ ପର୍ଯ୍ୟାୟ ଟଙ୍କା ଖୁବଶୀଘ୍ର ମିଳିବ। ଏହି ପର୍ଯ୍ୟାୟରେ ବାକିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡି କର୍ମୀଙ୍କ ଟଙ୍କା ମିଳିବ। ବାଦ ପଡ଼ିଥିବା ସବୁ Continue Reading
ଭୁବନେଶ୍ୱର, ୩୦/୧୦ : ଆସନ୍ତା ନଭେମ୍ବରରୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ଏ ନେଇ ସୂଚନା ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନଭେମ୍ବରରୁ ହିତାଧିକାରୀମାନେ ନୂଆ ରାସନ କାର୍ଡ ପାଇବେ । ୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରାଯାଇ କାର୍ଡ ଦିଆଯିବ । ଇ – କେୱାଇସ ପ୍ରକ୍ରିୟା ଶେଷ ହେଲେ ଅଯୋଗ୍ୟ ହିତାଧିକାରୀ ଜଣାପଡିବେ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର […]Continue Reading
ସୁନ୍ଦରଗଡ଼,୩୦/୧୦: ଗୋଷ୍ଠୀ ସଂଘର୍ଷ କାରଣରୁ ୩ ଜଣ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। ଏହି ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ସଦର ଥାନା କରମଡିହି ନିକଟରେ ମଙ୍ଗଳବାର-ବୁଧବାର ରାତିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକମାନେ ହେଲେ ଛମା ଭୋସଲେ (୨୫), ଭାଇ ସୁବାସ ପାୱାର (୨୩), ଚରଣ କୁମାର (୪୫), ତାଙ୍କ ପତ୍ନୀ କାଇଲା କୁମାର Continue Reading




