Home Archive by category Odisha News (Page 398)

Odisha News

Odisha News
ଓଡ଼ିଶା, ୨/୧୧ : ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ। ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତକାଲି ସନ୍ଧ୍ୟାରେ ସୁଭଦ୍ରା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ବସିଥିଲା। ଏହି ବୈଠକରେ ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ଆବେଦନର ରି-ଚେକିଂ ପାଇଁ ବିଡିଓଙ୍କୁ ନୋଡାଲ୍ Continue Reading
Bollywood Odisha News
ମୁମ୍ବାଇ,୨/୧୧ : ବାଜିଗରରୁ ଅଭିନୟ ଜଗତରେ ବାଜିମାତ କରିଥିବା ନାୟକ ହେଉଛନ୍ତି ଶାହାରୁଖ ଖାନ। ୯୦ ଦଶକରୁ ଆଜି ଯାଏଁ ଦୀର୍ଘ ୩୦ ବର୍ଷରୁ ଉର୍ଧ୍ଵ ସମୟ ଧରି ଅଭିନୟ ଜଗତ ବାଦଶାହ ଭାବେ ପରିଚିତ ଶାହାରୁଖ ଖାନଙ୍କର ଆଜି ଜନ୍ମ ଦିନ। ଶାହରୁଖ ଏବେ ୫୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।ସବୁ ବର୍ଷ ପରି ଆଜି କିଙ୍ଗ ଖାନଙ୍କ ଜନ୍ମଦିନ ଅବସରରେ ତାଙ୍କ ବାସଭବନ ମନ୍ନତ ସାମ୍ନାରେ ତାଙ୍କ ପ୍ରଶଂସକଙ୍କ ଭିଡ ଜମିବ। ଶାହରୁଖଙ୍କ ଗୋଟେ […]Continue Reading
Odisha News
By Kailash Chandra Dandapat  ଅଶି ନବେ ଦଶକରେ ଆମ୍ବ ଟାକୁଆ ବିଷୟ, ରାୟଗଡା ର କାଶୀପୁର ଓ କନ୍ଧମାଳର ବୁତେଡି ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣା ପରେ ଥଣ୍ଡା ପଡିଯାଇଥିଲା। ଗତ କାଲି ଗଦାପୁର ପଞ୍ଚାୟତ ର ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ରୁ ପ୍ରସ୍ତୁତ ଖାଦ୍ୟ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ପରେ ଏହା ପୁଣି ଆଲୋଚ୍ୟ ବିଷୟ ପାଲଟିଛି। ଆମ୍ବଟାକୁଆ ସାଧାରଣ ରେ ଖାଦ୍ୟ ଯୋଗ୍ୟକି ବୋଲି ବହୁତ ଲୋକ ପ୍ରଶ୍ନ କରୁଛନ୍ତି। ଗତ […]Continue Reading
Odisha News
ଢେଙ୍କାନାଳ,୨ / ୧୧ : ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ସଦର ରେଞ୍ଜ ଚିନ୍ତା ପୋଖରୀଠାରେ ରେଳ ଧାରଣା ପାର ହେଉଥିବା ବେଳେ ଶନିବାର ମାଲଗାଡ଼ି ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ହାତୀଟିର ବୟସ ୧୨ ରୁ ୧୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଦୁର୍ଘଟଣା ପରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।ଖବର ପାଇଁ ଡିଏଫଓ ସୁମିତ କର ଓ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତହାତୀଟିକୁ ଉଠାଇ […]Continue Reading
Odisha News
ଭୁବନେଶ୍ୱର, ୨/୧୧ : ଗତ ମାସରେ ଆସିଥିବା ସାମୁଦ୍ରିକ ଝଡ ‘ଦାନା’ ଓଡିଶା ଉପକୂଳରେ ତାଣ୍ଡବ ରଚିବା ପରେ ନଭେମ୍ବର ମାସରେ ଆଉ ଏକ ବାତ୍ୟାର ସୃଷ୍ଟି ନେଇ ଆଶା ଆଶଙ୍କା ଲାଗିରହିଛି। ତେବେ ବର୍ତ୍ତମାନ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନାକୁ ଖଣ୍ଡନ କରିଛି ପାଣିପାଗ ବିଭାଗ। ଆସନ୍ତା ଏକ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ନାହିଁ। ରାଜ୍ୟରେ ନଭେମ୍ବର ୩ରୁ ୫ ତାରିଖ ପର‌୍ୟ୍ୟନ୍ତ ଶୁଖିଲା ପାଗ ରହିବା ସହିତ ୬ […]Continue Reading
Odisha News
ବ୍ରହ୍ମପୁର, ୨/୧୧ : ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳାଇଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଏତଲା ଦେଇଛନ୍ତି ମେୟର।ଗତ ୨୯ ତାରିଖ ଅପରାହ୍ମରେ ମେୟର ବ୍ରହ୍ମପୁର ମହାନଗର ନିଗମ କାର‌୍ୟ୍ୟାଳୟରେ ଥିଲେ। ଏହି ସମୟରେ କିଛି କର୍ପୋରେଟର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ଏକ ଅଜଣା ନମ୍ବରରୁ ମେୟରଙ୍କ ମୋବାଇଲକୁ କଲ୍ ଆସିଥିଲା।ମେୟର କଲ୍ ରିସିଭ କରିବା ପରେ ଅପରପକ୍ଷରୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଧମକ ଦେଇଥିଲେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨/୧୧ : ଭାରତର ଲୌହ ମାନବ ସର୍ଦାର ବଲ୍ଳଭ ଭାଇ ପଟେଲଙ୍କ ପବିତ୍ର ଜନ୍ମତିଥି ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ମେରା ଯୁବା ଭାରତର ମିଳିତ ଆନୁକୂଲ୍ୟରେ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ରାଷ୍ଟ୍ରୀୟ ସଂହତି ଓ ଏକତା ପ୍ରସଙ୍ଗରେ ସମସ୍ତଙ୍କୁ ଅବଗତ କରାଇ Continue Reading
Odisha News
ଭୁବନେଶ୍ୱର,୧/୧୧: ଏଣିକି ବାର ମାଲିକଙ୍କୁ ପଡ଼ିବ ମହଙ୍ଗା। ବାରରେ ଡାନ୍ସ କରାଇଲେ ରଦ୍ଦ ହେବ ଲାଇସେନ୍ସ । ଗୀତ ଛଡା ବାରରେ ନାଚକୁ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ବ୍ୟାନ କରିଛି। ବିଭାଗ ପକ୍ଷରୁ ଆସିଥିବା ଗାଇଡ୍‌ଲାଇନକୁ ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।ଯେଉଁମାନେ ଅମାନିଆ ଯେଉଁମାନେ ଗାଇଡଲାଇନ୍ ଉଲ୍ଲଙ୍ଘନ କରିବେ ସେମାନଙ୍କ ଲାଇସେନ୍ସ ସରକାର ରଦ୍ଦ କରିବେ । ଏପରିକି ଗୀତ କେତେ ଡେସିବିଲ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୧/୧୧ : ଗୁରୁବାର ସକାଳୁ ଏହି ବୃଷବଟି ସଡକ ଦୁର୍ଘଟଣା ରେ ପ୍ରାଣ ହରାଇ ୧୬ ନଂ ଜାତୀୟ ରାଜପଥ ଜାରକା, ଉତ୍ତରସାନ ଗଡା ନିକଟରେ ପଡି ରହିଥିଲା।ଖବରପାଇ ଆମ ଗୋସେବକ ସଂଗଠନ ର ପୀତବାସ ନାୟକ ରାକେଶ ଏବଂ ଅନ୍ୟ ସାଥି ମାନେ ଉକ୍ତ ସ୍ଥାନରେ ପହଂଚି ଜାତୀୟ ରାଜପଥ ବିଭାଗକୁ କୁ ଯୋଗଯୋଗ କରିଥିଲେ, ବିଭାଗୀୟ ପ୍ରତିଶ୍ରୁତି ଦେଇ ଦେଇ ୩ ଘଣ୍ଟା ବିତାଇ ଦେଇଥିଲେ।ପରେ ରାକେଶ ଯୁବ ସମାଜସେବୀ ସବ୍ୟସାଚୀ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୧୧: ଜିଲା ଦୁର୍ନିତି ନିବାରଣ ଶାଖା, ବୌଦ୍ଧ ଏବଂ କଣ୍ଟାମାଳ ବ୍ଳକ ପ୍ରଶାସନ ପକ୍ଷ ରୁ କଣ୍ଟାମାଳ ବ୍ଳକ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସଚେତନତା ସଭାରେ କଣ୍ଟାମାଳ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ସସ୍ମିତା ସେନାପତି( ମୁଖ୍ୟ ଅତିଥି) ଭାବରେ ଯୋଗଦେଇ ଦୁର୍ନୀତି କୁ କିଭଳି ରୋକା ଯାଇପାରିବ, ସେ ବିଷୟ ରେ ମତବ୍ୟକ୍ତ କରିବା ସହ Continue Reading