Home Archive by category Odisha News (Page 400)

Odisha News

Odisha News
ଭୁବନେଶ୍ୱର,୩୦/୧୦ : ୨୦ରୁ କମ୍ ପିଲା ଥିଲେ ବନ୍ଦ ହେବ ସ୍କୁଲ। ଆଜି ବଡ ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟ । ଏଥିସହ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ।ଯେଉଁ ସ୍କୁଲରେ ୨୦ରୁ କମ ପିଲା ଥିବେ ତାହା ବନ୍ଦ କରାଯିବ ବୋଲି ୨୦୧୮ରେ ସରକାର ଗାଇଡଲାଇନ ଆଣିଥିଲେ। ଏନେଇ ୨୦୨୦ରେ ବିଜ୍ଞପ୍ତି ଜାରି ହୋଇଥିଲା। ତେବେ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଚାଲେଞ୍ଜ ହୋଇଥିଲା। କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା ।ଅନ୍ୟପଟେ ବିରୋଧ ଦେଖାଦେବାରୁ ସବୁ ସ୍କୁଲରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୧୦: ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାର ଚିଠା ଭୋଟର ତାଲିକା ପ୍ରକାଶ ପାଇଛି ।ଜିଲାପାଳ ତଥା ଜିଲାନିର୍ବାଚନ ଅଧିକାରୀ ସୁବ୍ରତ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ତଥା କଂଟାମାଳ ନିର୍ବାଚନ ମଣ୍ଡଳିର ପଞ୍ଜିକରଣ ଅଧିକାରୀ ଅନିରୁଦ୍ଧ ପଧାନ, ଉପଜିଲାପାଳ ତଥା ବୌଦ୍ଧ ନିର୍ବାଚନ ମଣ୍ଡଳିର ପଞ୍ଜିକରଣ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା , Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର,୨୯/୧୦ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ର ଆୟୋଜନ କ୍ରମେ ଜିଲ୍ଲା ସ୍ତରୀୟ,” ଶିଶୁ ମହୋତ୍ସବ ମହକ ଓ ଉତ୍ସାହ-୨୦୨୪ ” ୨ ଦିନିଆ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି।ଏକ ବିଶାଳ ମଶାଲ ଶୋଭା ଯାତ୍ରା ରେ ଶିଶୁ ଯତ୍ନ ଅନୁଷ୍ଠାନ ର ଅନ୍ତେବାସୀ,ଛାତ୍ର/ଛାତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ମିଶନ ଖେଳ ପଡିଆ ପର୍ଯ୍ୟନ୍ତ ଏକ ରେଳୀରେ ପହଞ୍ଚିଥିଲେ।ଏହି କାର୍ଯ୍ୟକ୍ରମରେ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୯/୧୦ : ବଲାଙ୍ଗୀର ର ଅଗ୍ରଣୀ ସମାଜ ସେବି ସଂଗଠନ”ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ”ତାର ବାର୍ଷିକ ଭେଟଘାଟ କାର୍ଯ୍ୟକ୍ରମ ଏକ ନିଆରା ଢଙ୍ଗରେ ପାଳନ କରିଛି।ଯେଉଁଥିରେ ଏହି ସଂଗଠନ ଭିନ୍ନ କ୍ଷମ ଶିଶୁ ଓ ଅସହାୟଙ୍କୁ ନେଇ ସମର୍ପଣ ଉତ୍ସବ ପାଳନ କରିଛି।ଭିନ୍ନ କ୍ଷମ ଶିଶୁଙ୍କ ମନୋରଞ୍ଜନ ପାଇଁ ଏକ ବିରାଟ ସାଂସ୍କୃତିକ କାର୍ଯ୍ୟକ୍ରମ କୋଶଳ କଳାମଣ୍ଡଳ ପଡିଆ ଠାରେ ଆୟୋଜିତ ହୋଇଯାଇଛି।ଅତିଥି ଭାବରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୯/୧୦ : ଅଦ୍ୟ ତା ୨୯.୧୦.୨୦୨୪ ରିଖ ଦିନ ଜିଲା ବିପର‌୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବୌଦ୍ଧଙ୍କ ଦ୍ୱାରା ଓଡ଼ିଶା ପ୍ରାକୃତିକ ବିପର‌୍ୟ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ୨୦୨୪ ପାଳିତ ହୋଇଯାଇଛି ।ଏହି ଅବସରରେ ଏକ ମିନି ମାରାଥନ ଜିଲା ସଂଗ୍ରହାଳୟରୁ ବାହାରି ବାଘଗୁଡା ଛକ,ଗାନ୍ଧୀଛକ,ମୁଖ୍ୟଡାକଘର ଛକ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ।ଜିଲାପାଳ ସୁବ୍ରତ କୁମାର ପଣ୍ଡା Continue Reading
Odisha News
ସୁଧାଶୁଂ ସିଂଙ୍କ ରିପୋର୍ଟରାୟଗଡ, ୨୯/୧୦ : ଆଜି ସ୍ଥାନୀୟ ବସ ଷ୍ଟାଣ୍ଡ ନିକଟସ୍ଥ ଜନଜାତି ସେବଜଗତ ପରିସରରେ ଦୀପାବଳି ଉତ୍କଳ ଷ୍ଟଲ ଉଦଘାଟିତ ହୋଇଯାଇଛି ।ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ରାୟଗଡ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରାୟାଗଡା,ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀ,ଉପନିର୍ଦ୍ଧେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବସନ୍ତ Continue Reading
Odisha News
ବାଲେଶ୍ୱର, ୨୯/୧୦ : ପୋଲ ତଳକୁ ଖସି ପଡ଼ିଲା ବାଇକ୍‌। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ନଦୀଗାଁ ପଞ୍ଚାୟତ ପିତାକାଳିଆ ନିକଟରେ। ମୃତକଙ୍କ ନାଁ ରବୀନ୍ଦ୍ର ସାହୁ। ଆହତଙ୍କ ନାଁ ରବୀନ୍ଦ୍ର ମଣ୍ଡଳ। ଉଭୟ ନଦୀଗାଁ ପଞ୍ଚାୟତ କାନପୁର ଗାଁର।ଦୁଇ ରବୀନ୍ଦ୍ର ଆଜି ଗୋଟିଏ ବାଇକରେ ତୁଡ଼ିଗଡ଼ିଆ ବଜାରରୁ ସେମାନଙ୍କ ଗାଁ କାନପୁରକୁ ଫେରୁଥିଲେ। ପିତାକାଳିଆ ନିକଟରେ ରାସ୍ତା ଖରାପ […]Continue Reading
Odisha News
ଭୁବନେଶ୍ୱର,୨୯/୧୦: ଭୁବନେଶ୍ୱର ସ୍ଥିତ ଗୋଠପାଟଣାରେ ନିର୍ମାଣ ହେବାକୁ ଥିବା ଭେଷଜ ବିଜ୍ଞାନ ପରୀକ୍ଷା କେନ୍ଦ୍ରର ଉଦଘାଟନୀ ଅବସରରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ପୂର୍ବରୁ ଔଷଧର ମାନ ପରୀକ୍ଷା ପାଇଁ ଆମକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ହେଲେ ଏବେ ଔଷଧର ମାନ ପରୀକ୍ଷା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ସେ ଆହୁରି କହିଛନ୍ତି ଯେ କେବଳ ସେତିକି ନୁହେଁ […]Continue Reading
Odisha News
ଭୁବନେଶ୍ୱର,୨୯/୧୦ : ଏଣିକି କାଠ ନୁହେଁ ସ୍ୱର୍ଗଦ୍ୱାରରେ ଗୋବର ଘସିରେ ହେବ ଶବ ଦାହ କରାଯିବ । ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତି ହେଉଛି । ଆଜି ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।ମନ୍ତ୍ରୀ କହିଛନ୍ତି, ହିନ୍ଦୁ ଶାସ୍ତ୍ର ଅନୁଯାଇ ଗୋବର ପବିତ୍ର ଅଟେ ତେଣୁ ଶବ ଦାହରେ ଏହାକୁ ବ୍ୟବହାର କରାଯିବ । ସ୍ବର୍ଗଦ୍ୱାର କମିଟି ସହ ଆଲୋଚନା କରାଯିବା ପରେ […]Continue Reading
Odisha News
ଭୁବନେଶ୍ବର, ୨୯/୧୦ : ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ ରାଜଧାନୀ ଭୁବନେଶ୍ବରରେ ‘ରନ୍ ଫର୍ ୟୁନିଟି’ ମାରାଥନ୍ ଆୟୋଜିତ ହୋଇଛି।କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଉଦଘାଟନ କରିଛନ୍ତି।କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଉଦଘାଟନ କରିଛନ୍ତି।ଏହି ଦୌଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ବ ଓ ବିପର୍ଯ୍ୟୟ Continue Reading