Home Archive by category Odisha News (Page 376)

Odisha News

Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର,୪/୧୨: ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚନ୍ଦ୍ରପୁର ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ହୋଇ ଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ଓ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଉକ୍ତ ଦିବସରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ Continue Reading
Odisha News
ମାଲକାନଗିରି, ୪/୧୨: ଭୂମିକମ୍ପରେ ଥରିଲା ମାଲକାନଗିରି। ମୁଲୁଗୁ ଜିଲ୍ଳାରେ ମାଲକାନଗିରି ସହିତ ଛତିଶଗଡ ଏବଂ ସୁକମା ବିଜାପୁର ଆଦି ସ୍ଥାନରେ ସକାଳୁ ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ପ୍ରାୟ ୫ ଦଶମିକ ୩ ରହିଥିଲା ।ଭୂମିରୁ ୪୦ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡିଛି। ଭୂକମ୍ପ ହେବାରୁ ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ ଭୟରେ ଲୋକେ। ଏପରିକି କିଛି ଲୋକ ମଧ୍ୟ ଘର ବାହାରକୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୪/୧୨ : ଜିଲ୍ଲା ପ୍ରଶାସନ, ବୌଦ୍ଧ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମିଳିତ ଆନୁକୁଲ୍ୟରେ ମଙ୍ଗଳବାର ବୌଦ୍ଧ ଜିଲ୍ଲା ଟାଉନ ହଲ ଠାରେ ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି ।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପାଳ , ବୌଦ୍ଧ ଶ୍ରୀ ସୁବ୍ରତ ପଣ୍ଡା , ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଜୟକୃଷ୍ଣ ମିଶ୍ର ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରାହୁଲ ପ୍ରଧାନ ମୁଖ୍ୟ […]Continue Reading
Odisha News
ପୁରୀ,୩/୧୨: ଡିସେମ୍ବର ୪ ଅର୍ଥାତ୍ ଆସନ୍ତାକାଲି ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏଥିପାଇଁ କାଲି ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ପୁରୀ ପୌରପାଳିକାରେ ଆସନ୍ତାକାଲି ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲାପାଳ ସିର୍ଦ୍ଧାଥ ଶଙ୍କର ସ୍ବାଇଁ।ନୌସେନା ଦିବସରେ ୧୫ଟି ଜାହାଜ, ୪୦ ଏୟାରକ୍ରାଫ୍ଟ ସାମିଲ ହେବେ ବୋଲି ଜଣାପଡିଛିି। ଏୟାରକ୍ରାଫ୍ଟ କ୍ୟାରିୟର Continue Reading
Odisha News
ଓଡ଼ିଶା, ୩/୧୨ : ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ବଲିଉଡ୍ ଫିଲ୍ମ ପ୍ରଯୋଜକ ଏକତା କପୁର। ଓଡ଼ିଶା ବିଧାନସଭାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ‘ଦି ସାବରମତି ରିପୋର୍ଟ’ ଦେଖିବା ପାଇଁ ନିମନ୍ତ୍ରଣ କରିଛନ୍ତି।ଏଥିସହ ରାଜ୍ୟ ସରକାର ‘ଦି ସାବରମତି ରିପୋର୍ଟ’ ଫିଲ୍ମକୁ କରମୁକ୍ତ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ‘ଦି ସାବରମତି ରିପୋର୍ଟ’ ଫିଲ୍ମର ପ୍ରଯୋଜିକା ହେଉଛନ୍ତି ଏକତା କପୁର।ଏକତା କପୁରଙ୍କ ପ୍ରଯୋଜିତ ଫିଲ୍ମ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ,୩/୧୨: ବିଶ୍ଵ ରେ କେହି ମୂରବୀ ନ ଥିବାରୁ ଆଜି କେହି କାହା କଥା ମାନିବାକୁ ରାଜି ନୁହେଁ। କିଛି ରାଷ୍ଟ୍ର ନେତା ସେମାନଙ୍କ ଜିଦ୍ ରେ ଅଟଳ ରହୁଥିବାରୁ ଯୁଦ୍ଧ ଲାଗି ରହିଛି । କୌଣସି ସମାଧାନ ହୋଇପାରୁନି ।ଫଳରେ ସେ ସବୁ ରାଷ୍ଟ୍ରରେ ଶାନ୍ତି ବ୍ୟାହତ ହୋଇଛି ବୋଲି ଥିଙ୍କର୍ଷ କ୍ଲବ ର ୧୦୭ ତମ ଆଭାସି ଆଲୋଚନାରେ ବହୁ ବୁଦ୍ଧିଜୀବି କ୍ଷୋଭ ପ୍ରକାଶ କରିଛନ୍ତି ।ଅବସର ବିଶିଷ୍ଟ ପ୍ରଶାସକ ବିବେକ […]Continue Reading
Odisha News
ଭୁବନେଶ୍ୱର, ୩/୧୨ : ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱତନ୍ତ୍ର ବିମାନଯୋଗେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିଛନ୍ତି । ମହାମହିମ ଆଜିଠୁ ପାଞ୍ଚ ଦିନ ଓଡ଼ିଶା ଗସ୍ତରେ ଆସିଛନ୍ତି । ବିମାନବନ୍ଦରରୁ ସିଧା ମହାମହିମଙ୍କ କାରକେଡ କଡ଼ା ସୁରକ୍ଷାବଳୟ ମଧ୍ୟରେ ନିଳାଦ୍ରୀବିହାର ଅଭିମୁଖେ ଯାତ୍ରା କରୁଛି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଳାଦ୍ରୀବିହାର ଚନ୍ଦ୍ରଶେଖରପୁରଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉଦଘାଟନୀ ଉତ୍ସବରେ Continue Reading
Odisha News
ଭୁବନେଶ୍ୱର,୩/୧୨: ରାଜ୍ୟ ସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ଜାରି ହୋଇଛି। ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି। ଆସନ୍ତା ୨୦ରେ ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ପତ୍ରର ଶେଷ ତାରିଖ ଡିସେମ୍ବର ୧୦ ତାରିଖ ରହିଛି।ଏହାସହ ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୧୩ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି। ଏହାପରେ ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ।ସୂଚନାଯୋଗ୍ୟ, ବିଜେଡି ଟିକେଟ୍‌ରୁ ରାଜ୍ୟ ସଭାକୁ Continue Reading
Odisha News
କୋରାପୁଟ,୩/୧୨ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଶ୍ୱନାଥଙ୍କ ଘର ସମେତ ୬ଟି ସ୍ଥାନରେ ମଙ୍ଗଳବାର ସକାଳୁ ଚଢାଉ କରିଛି ଭିଜିଲାନ୍ସ ଟିମ।ଜୟପୁରରେ ଥିବା ତିନି ମହଲା ବିଶିଷ୍ଟ କୋଠା, ଗଞ୍ଜାମ ବେଲଗୁଣ୍ଠାରେ ଥିବା ପୈତୃକ ଦୁଇ ମହଲା ବିଶିଷ୍ଟ କୋଠା, ଜୟପୁର ବ୍ଲକରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ, ଜୟପୁର ପୌରପାଳିକାରେ ଥିବା ତାଙ୍କ Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୨/୧୨: ଚନ୍ଦ୍ରପୁର ବ୍ଲକ ବିଜାପୁର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ,କାମିପଦର ଠାରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷକ ଶ୍ରୀ ନବୀନ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ବିଜାପୁର ସରପଞ୍ଚ ଶ୍ରୀମତୀ ଜେରିମିନା ପାଡଗଣ୍ଡା, ଶ୍ରୀ ଜାକବ ପାଡଗଣ୍ଡା, ଶ୍ରୀମତୀ କାଳିନ୍ଦୀ ସୁକାଲୁ, ଶ୍ରୀ ମିନାରାଓ ସୁକାଲୁ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ପ୍ରଦୀପ Continue Reading