Home Archive by category Odisha News (Page 377)

Odisha News

Odisha News
ଓଡ଼ିଶା, ୨/୧୨ : ‘ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ’ ଗଠନ କରିବା ପାଇଁ ରାଜ୍ୟ ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଆଜି ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି। ଏଥିରେ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ […]Continue Reading
Odisha News
କୋରାପୁଟ୍ , ୨/୧୨ : ଜୀବନ କଷ୍ଟ ଉପାର୍ଜିତ ଟଙ୍କା ଓ ସୁନାକୁ ଗଛ ମୂଳରେ ମାଟି ତଳେ ପୋତି ରଖିଥିଲେ। ମୃତ୍ୟୁ ପୂର୍ବରୁ ପୁଅ-ବୋହୂ ଓ ନାତି-ନାତୁଣୀଙ୍କୁ ଡାକି କହିଥିଲେ। ତା’ପରେ ଭବ ସଂସାରରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ୭୦ ବର୍ଷୀୟ ସୀତାରାମ ମେଲେକା। ବାପାଙ୍କ ଅନ୍ତିମ ସଂସ୍କାର ପରେ ପରିବାର ଲୋକେ ଗଛ ମୂଳରେ ମାଟି ଖୋଳି ୩୨ ହଜାର ଟଙ୍କା ଉଦ୍ଧାର କରିଛନ୍ତି। ଏବେ ମଧ୍ୟ ମାଟି ତଳେ ସମ୍ପତ୍ତି ଖୋଜା […]Continue Reading
Odisha News
ନବରଙ୍ଗପୁର, ୨/୧୧ : ଏଟିଏମ୍ ଲୁଟ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ କୋର୍ଟ ରୁମ୍‌ରୁ ଚମ୍ପଟ ମାରିଲେ ଦୁଇ ରାଜ୍ୟ ବାହାର ଲୁଟେରା। ଆଜି ଅପରାହ୍ନରେ ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଘଟିଛି। ଚମ୍ପଟ ମାରିଥିବା ଦୁଇ ଦୋଷୀଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚକିଂ ଓ ବ୍ଲକିଂ କରି ଯାଞ୍ଚ କରୁଛି। ହେଲେ ସେମାନଙ୍କୁ ଧରିବାରେ ସଫଳ ହୋଇନାହିଁ।୨୦୨୪ ମସିହା ଜାନୁଆରୀ ୩୧ ତାରିଖରେ ନବରଙ୍ଗପୁର ବ୍ଲକ ସମ୍ମୁଖରେ ଥିବା ଏସ୍‌ବିଆଇ […]Continue Reading
Odisha News
ଅଶୋକ କୁମାର ବରାଳଙ୍କ ରିପୋର୍ଟଭୁବନେଶ୍ୱର, ୨/୧୨ : ରାଜ୍ୟରେ ଆଳୁ କେଜି ୪୦ ଟଙ୍କାରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଅନ୍ୟ ସମସ୍ତ କଞ୍ଚାପନି ରିବାର ଦାମ୍ ପ୍ରାୟ କେଜି ପ୍ରତି ୫୦ଟଙ୍କା ରହିଛି । ବର୍ତ୍ତମାନ କଞ୍ଚା ପନି ରିବା ଉତ୍ପାଦନ କମ୍ ହେଉଥିବାରୁ ସେ ସବୁରଦାମ ଅଧିକ ରହିବା ସ୍ୱାଭାବିକ ହେଲେ ଆଳୁ ଦାମ ବୃଦ୍ଧି ପାଇଁ ଉଭୟ ଆଳୁ ବେପାରୀ ଏବଂ ସରକାର ପଶ୍ଚିମବଙ୍ଗ ସରକାରକୁ ଦାୟୀ କରୁଛନ୍ତି । ବେପାରୀମାନେ ସେମାନଙ୍କର ଲାଭକୁ […]Continue Reading
Odisha News
ଓଡ଼ିଶା,୨/୧୨ : ଆଜି ଉତ୍ତରପ୍ରଦେଶରୁ ଓଡ଼ିଶାରେ ୩ ଶହ ଟ୍ରକ୍ ଆଳୁ ପହଞ୍ଚିଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥର ଲୋକଙ୍କୁ ଆଉ ହଇରାଣ ହେବାକୁ ପଡ଼ିବନି। ବଜାରରେ ଏବେ ପୁଣି ଶସ୍ତାରେ ମିଳିବ ଆଳୁ।ଭୁବନେଶ୍ବର: ଆଜି ଉତ୍ତରପ୍ରଦେଶରୁ ଓଡ଼ିଶାରେ ୩ ଶହ ଟ୍ରକ୍ ଆଳୁ ପହଞ୍ଚିଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ […]Continue Reading
Odisha News
ଢେଙ୍କାନାଳ, ୨/୧୨ : ଆଜି ସକାଳୁ ସକାଳୁ ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ କୋରିଆଁ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଲ ବସକୁ ଧକ୍କା ଦେଇଛି ଟ୍ରଲର ।ଫଳରେ ସ୍କୁଲ ବସରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଆହତ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁସାରେ, କୋରିଆଁ ନିକଟରେ ସ୍କୁଲ ବସ ପ୍ରାୟ […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧/୧୨ : ବଲାଂଗୀର ଜିଲ୍ଲା ଆଗଲପୁର ବ୍ଳକ ସାଲେଭଟା ଆମ୍ବେଦକର ଛକ ଠାରେ ୭୫ତମ ସମ୍ବିଧାନ ଦିବସ ଉପଲକ୍ଷେ ସଚେତନତା ସଭା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସର୍ବପ୍ରଥମେ ସମ୍ବିଧାନ ର ମୂଳ ପ୍ରତିଲିପି କୁ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରାଯାଇଥିଲା।ଅଗ୍ରଗାମୀ ଜାଗୃତ ଯୁବକ ସଂଘ ର ଆବାହକ ସରୋଜ ସୁନା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ସଭାରେ ପିକେଏସ୍ ଫାଉଣ୍ଡେସନ ପ୍ରତିଷ୍ଠାତା ମୃତ୍ୟୁଞ୍ଜୟ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୧/୧୨: ଆଜି ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିଅନ୍ (କେ .ଡି .ୟୁ. ଜେ) ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ ଦୁଇ ବାର୍ଷିକ ନିର୍ବାଚନ ଖୋର୍ଦ୍ଧା ଜଳ ସେଚନ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସାମ୍ବାଦିକ ମାନେ ଯୋଗଦେଇଥିଲେ।ଜିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ତପନ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓ ୟୁ ଜେ ରାଜ୍ୟ Continue Reading
Odisha News
ଭୁବନେଶ୍ଵର, ୧/୧୨ : ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିଲ୍ଲୀ ଫେରି ଯାଇଛନ୍ତି।ଆଜି ଡିଜିପି ସମ୍ମିଳନୀ ସଂପନ୍ନ ହେବା ପରେ ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହ ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ ଏହି ଗସ୍ତ ଭିନ୍ନ ଭିନ୍ନ ଦୃଷ୍ଟି କୋଣରୁ ଥିଲା ବେଶ ଗୁରୁତ୍ବ ପୂଣ୍ଣ ।ଏହି ତିନି ଦିନିଆ Continue Reading
Odisha News
ବରଗଡ଼,୧/ ୧୨ : ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ତେବେ ଆସନ୍ତା ଧନୁଯାତ୍ରା ମହୋତ୍ସବ ପାଇଁ ରବିବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍‌ରେ କଂସ ଚୟନ ପ୍ରକ୍ରିୟା ହୋଇଥିଲା।ଏହି ଚୟନ ପ୍ରକ୍ରିୟାରେ ବରଗଡ଼ ବ୍ଲକ ସର୍ଲା ଗ୍ରାମର ଭୁବନେଶ୍ବର ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ଧନୁଯାତ୍ରା ମହୋତ୍ସବରେ କଂସ […]Continue Reading