ଭୁବନେଶ୍ବର, ୫/୧୨ : ବିଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।ସେ କହିଛନ୍ତି, ଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ। କେବଳ ଏଇ ୭ ମାସ ମଧ୍ୟରେ ଗଲାଣି ୨୦୧ ଜୀବନ। ସେହିପରି ୨୦୨୩-୨୪ ରେ ୨୭୨ ଜଣ ପ୍ରାଣ ହରାଇଥିଲେ। ୨୦୨୨-୨୩ ରେ ମଧ୍ୟ ୩୦୬ ଜଣଙ୍କ ଜୀବନ ନେଇଥିଲା ବଜ୍ରପାତ।ଗତ ୩ ବର୍ଷରେ […]Continue Reading
Odisha News
ସୁଧାଂଶୁ ସିଂଙ୍କ ରିପୋର୍ଟରାୟଗଡ଼, ୫/୧୨ : ରାୟାଗଡ଼ ଜିଲ୍ଲା କାଶୀପୁର ଅଞ୍ଚଳରେ ଥିବା ସିଜିମାଳୀ ବେଦାନ୍ତ ଆଲୁମିନିୟମର ମାଲିକାନା ଦାଇତ୍ୱରେ, ସିଜିମାଳି ବକ୍ସାଇଟ୍ ଖଣି ଖନନ ଅନୁମତି ମିଳିଲେ କାଶୀପୁର ବ୍ଲକ ତଥା ଆଖପାଖ ଅଞ୍ଚଳରେ ସାମାଜର ଵିକାଶ ହେବାସ୍ୱେତେ ଅର୍ଥନତିକ ଵିକାଶରେ ପରିବର୍ତ୍ତନ ଆଣିବ ବୋଲି ବେଶ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଅଛି ।ସ୍ଥାନୀୟ ବାସିନ୍ଦା କହିଲେ ମୁଖ୍ୟତ ସେହି ଅଞ୍ଚଳରେ ବସ ବାସ କରୁଥିବା Continue Reading
ଭୁବନେଶ୍ୱର, ୫/୧୨ : ଜୀବନ ନେଇଗଲା ଅନଲାଇନ ଗେମ୍। ମୋବାଇଲରେ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ଶେଷରେ ଜୀବନ ହାରିଲେ ଯୁବକ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ମୃତ ଯୁବକଙ୍କୁ ୨୨ବର୍ଷ ହୋଇଥିବା ଜଣାଯାଇଛି।ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ରହୁଥିବା ଯୁବକ ନିଜ ଘରେ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା Continue Reading
ଭୁବନେଶ୍ୱର, ୫/୧୨ : ରାଜ୍ୟରେ ଆଳୁ ସଙ୍କଟ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ସରକାରଙ୍କୁ ବଦନାମ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।ସରକାରକୁ ବଦନାମ କରିବାକୁ କୃତ୍ରିମ ଆଳୁ ଅଭାବ ତିଆରି କରାଗଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଳୁ ଦେବାକୁ ମନା କଲେ, ପୁଣି ରାଜି ହେଲେ ଆଳୁ ଦେବାକୁ । କାହିଁକି ଏମିତି […]Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟଋାୟଗଡ଼ା, ୫/୧୨: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଆଶ୍ରମ ବିଦ୍ୟାଳୟ ବୁଡୁବାଲି ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚନ୍ଦ୍ରପୁର ଠାରେ ତିରିଶ ଜଣ ୩ୟ ଓ ୩୦ଜଣ ୯ମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ” ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ-୨୦୨୪” ଶୃଙ୍ଖଳାର ସହିତ ସମାପନ ହୋଇଯାଇଛି।ଏହି ସର୍ଭେକ୍ଷଣରେ ଏଫ୍ ଆଇ ଥିଲେ ଲିଲି ହିଆଲ ଓ ସଞ୍ଜୀବ ଗାଡକା । ଅବଜରଭର ଥିଲେ ଇନଫ୍ରାନଟା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୧୨ : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଗ୍ରାମରେ ନୂତନ ଭାବେ ନିର୍ମିତ ଶ୍ରୀରାମ ଓ ଶ୍ରୀଜଗନ୍ନାଥଙ୍କ ଯୁଗ୍ମ ଭବ୍ୟ ମନ୍ଦିର ପ୍ରତିଷ୍ଠା କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜଗତି ଗ୍ରାମଠାରେ ମନ୍ଦିର ନିର୍ମାଣ କମିଟିର ସଭାପତି ରାଜେନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ସଦସ୍ୟ ରଘୁନାଥ ମେହେର ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରେ ଆସନ୍ତା ମାଘ ମାସରେ Continue Reading
ପୁରୀ, ୪/୧୨ : ଗୁଳି ଗୋଳା ବାରୁଦ, ହେଲିକପ୍ଟରରେ ସୁ ସୁ ଗର୍ଜନରେ କମ୍ପୁଛି ପୁରୀ ବେଳାଭୂମି । କେତେବେଳେ ଜଳ ଭିତରେ ଶତ୍ରୁକୁ ବିନାଶ କରୁଛନ୍ତି ତ ଆଉ କେତେବେଳେ ବନ୍ଦୀ ଭାରତୀୟଙ୍କୁ ଆତଙ୍କବାଦୀଙ୍କ କବଳରୁ ବଞ୍ଚାଉଛନ୍ତି ନୌସେନାର ସାହସୀ ଯବାନ । ପ୍ରଥମଥର ପାଇଁ ଓଡ଼ିଶାରେ ସମୁଦ୍ର ବେଳାଭୂମିରେ ପାଳନ ହେଉଛି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ରଘୁବର ଦାସ, […]Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୪/୧୨: ମହିଳା ଓ ଯୁବ ବର୍ଗଙ୍କୁ ଆତ୍ମନିର୍ଭର ଓ ସ୍ଵାବଲମ୍ବୀ କରିବା ପାଇଁ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଜରିଆରେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରୁଛି।ଏହି ପରିପ୍ରେକ୍ଷୀରେ ଟିପିଏନଓଡିଏଲ ପକ୍ଷରୁ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ /ହରଭଙ୍ଗା ,୪/୧୨ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତ କୁମାରୀ ଗ୍ରାମରେ ବୌଦ୍ଧ ପାଳଝାର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ କୃଷିଜୀବୀ ମହିଳା ମାନଙ୍କୁ ନେଇ ପନିପରିବା ଚାଷ ଉପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ସ୍ୱୟଂ ସହାୟିକା ଦଳର ମହିଳା ଚାଷୀ ମାନଙ୍କୁ ନେଇ ଏକ ଦିବସ୍ୟୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ Continue Reading
ପୁରୀ, ୪/୧୨ : ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ । ଆଜି ପୁରୀରେ ବିଭିନ୍ନ କାର୍ଯ୍ୟରେ ଯୋଗ ଦେବେ ରାଷ୍ଟ୍ରପତି । ପୁରୀରେ ୯.୩୦ମିନଟ ସମୟରେ ତାଳବଣିଆ ହେଲିପ୍ୟାଡରେ ପହଁଚିଥିଲେ ମହାମହିମ ।ହେଲିପ୍ୟାଡରୁ ବାହାରି ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ବଡଦାଣ୍ତରେ ଚାଲିଚାଲି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ସମ୍ବିତ ପାତ୍ର ପ୍ରମୁଖ Continue Reading




