Home Archive by category Odisha News (Page 345)

Odisha News

Odisha News
ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩୧/୧୨ : ଗତକାଲି ଠାରୁ ୫ମ ଓପନ ଜାତୀୟ ସ୍ତରୀୟ ଟାଇକୋଣ୍ଡ ଚମ୍ପିୟାନସିପ ୨୦୨୪ ଟାଇକୋଫେଷ୍ଟ ପଶ୍ଚିମବଙ୍ଗର କଲିକତା ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏଥିରେ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି , ନୂଆ ରାଜବାଟି ନୟାଗଡ଼ର ୨୧ ଜଣ ଖେଳାଳି ବିଭିନ୍ନ ବର୍ଗର କିରୋଗି ଫ୍ରେସର ଇଭେଣ୍ଟ ରେ ଆୟୁଶ୍ରୀ ଦାସ, ସୋଭାଲିନ ମହାପାତ୍ର, ଆନନ୍ଦ କୁମାର, ସମରିତ ଅଗସ୍ତି, ବିରାଟ ପ୍ରୟାସ, ପ୍ରଭାକର ପରିଡ଼ା, ଡୋଲା ଉଦିତ୍ ଶ୍ରୀରାମ, Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୩୧/୧୨ : କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ରେ ପ୍ରଥମ ରାଜ୍ୟ ସ୍ତରୀୟ ବିଚ୍ ପେନକାକ ସିଲାଟ ପ୍ରତିଯୋଗିତା ୨୭ ଏବଂ ୨୮ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ କିଶୋର ତରାଇ,ଖୋର୍ଦ୍ଧା ଏସୋସିଆସନ୍ ର ଚିଫ୍ ପେଟ୍ରନ୍ ସାରଦା ପ୍ରସନ୍ନ ଦାସ,ଓଡ଼ିଶା ଏସୋସିଏସନ୍ ର Continue Reading
Odisha News
ଭୁବନେଶ୍ୱର, ୩୧/୧୨ : ଆଜି ବର୍ଷର ଶେଷ ଦିନ, ବିଦାୟ ନେବ ୨୦୨୪ । ଆଜି ମଧ୍ୟରାତ୍ରରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରିବାକୁ ପ୍ରସ୍ତୁତ ସମସ୍ତେ ।ବିଶେଷ କରି ଟୁଇନ୍ ସିଟରେ ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପ୍ରସ୍ତୁତି ଭିତରେ ଟୁଇନ୍ ସିଟି ସମେତ ବିଭିନ୍ନ ସହରରେ ବଢ଼ିଲାଣି ସୁରକ୍ଷା ବ୍ୟବସ୍ଥା। ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୁଲିସ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ବିରୋଧୀ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୩୦/୧୨: ଖୋର୍ଦ୍ଧା ସହରକୁ କ୍ୟାବିନ ମୁକ୍ତ କରିବା ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଡିସେମ୍ବର ୧୦ ତାରିଖ ଦିନ ପ୍ରଥମେ ଉଦ୍ୟମ ଆରମ୍ଭ କରାଯାଇଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ମହାସଂଘ ଏବଂ ବିଭିନ୍ନ ଦଳର ରାଜନେତା ମାନଙ୍କ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯାଇଥିଲା। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟାକୁ ସାମୁହିକ ଭାବରେ ସ୍ଥଗିତ ରଖାଯାଇଥିଲା। ଏହି ଅବସରରେ ଖୋର୍ଦ୍ଧା ବ୍ୟବସାୟୀ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୩୦/୧୨: ସ୍ଵ ରୋଜଗାର ବୃଦ୍ଧି ପାଇଁ କିପରି ଆତ୍ମ ପ୍ରଚେଷ୍ଟା କରାଯିବ ଓ ଆତ୍ମ ନିର୍ଭରସିଳ ସମ୍ଭବ ହୋଇପାରିବ,ସେ ସମ୍ପର୍କରେ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଟ୍,କଟକ ଶାଖା ଆନୁକୁଲ୍ୟରେ ପ୍ରଥମ ଆଭାସି ବୈଠକ ଅନୁଷ୍ଠିତ ହୋଇ ଜନ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଇଛି ।ବିଜେପି ମୁଖପାତ୍ର ଡ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ତାଙ୍କର ବହୁ ବୈଷୟିକ ଅନୁଭୂତି କହିଥିଲେ ଓ ଏ ଦିଗରେ ସମସ୍ତ ସହାୟତା […]Continue Reading
Odisha News
କେନ୍ଦୁଝର, ୩୦/୧୨ : ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସି ରେଳ ଟ୍ରାକ୍ ଉପରେ ପଡ଼ିଲା ଟ୍ରକ୍। ତେବେ କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଗୁରୁବେଡ଼ା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଟ୍ରକ୍ ଭିତରେ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ। ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ […]Continue Reading
Odisha News
ନୂଆଦିଲ୍ଲୀ,୩୦/୧୨: ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପ୍ରକାର ଠକାମୀ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଏକ ଦମ୍ପତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ-ଜ୍ୱାଇଁ କହି ଠକୁଥିବା ଘଟଣା ସାମ୍ନାକୁ ଆସିଛି।ଏନେଇ ଏକାଧିକ ଅଭିଯୋଗ ହେବା ପରେ ଦୁଇ ଅଭିଯୁକ୍ତ ହଂସିକା ଓ ଅନୀଲ୍‌ଙ୍କୁ ଗିରଫ କରି କୋର୍ଟ ସୋମବାର ଚାଲାଣ କରିଛି କମିସନ୍‌ରେଟ୍ ପୋଲିସ।ଏହି ଦମ୍ପତି ବିଶିଷ୍ଟ ବିଲଡର୍, ଖଣି ଅପରେଟର, ବହୁରାଷ୍ଟ୍ରୀୟ କର୍ପୋରେସନ୍ ମାଲିକ Continue Reading
Odisha News
ଭୁବନେଶ୍ୱର,୩୦/୧୨ :ଓଡ଼ିଶା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି ଭାବେ କେନ୍ଦ୍ରାପଡା ଜିଲାର ସ୍ବାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି ମନୋନୀତ ହୋଇଛନ୍ତି।ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତ ପରେ ରାଜ୍ୟ ସଭାପତି ପଦ ଖାଲି ରହିଥିଲା।ଅଖିଳ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ରାଷ୍ଟ୍ରୀୟ ଯୁବ ସାମ୍ମୁଖ୍ୟ ଅଧ୍ୟକ୍ଷ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୯୯ ବର୍ଷୀୟ ବିମ୍ବାଧରଙ୍କୁ ସଭାପତି Continue Reading
Odisha News
ପୁରୀ, ୩୦/୧୨ : ଆଉ ଦୁଇ ଦିନ ପରେ ସରିବା ୨୦୨୪ ଏବଂ ଆଗମନ ହେବ ଇଂରାଜୀ ନବ ବର୍ଷ ୨୦୨୫ । ଆଉ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଘଟିବ। ବର୍ଷର ଶେଷ ଦିନ ଓ ନୂଆ ବର୍ଷର ପ୍ରଥମ ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଭକ୍ତଙ୍କ ଆଗମନ ଘଟିଲାଣି ।କେମିତି ସୁରୁଖୁରୁରେ ଦର୍ଶନ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା […]Continue Reading
Odisha News
ପୁରୀ, ୩୦/୧୨ : ଆଉ ଦୁଇ ଦିନ ପରେ ସରିବା ୨୦୨୪ ଏବଂ ଆଗମନ ହେବ ଇଂରାଜୀ ନବ ବର୍ଷ ୨୦୨୫ । ଆଉ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଘଟିବ। ବର୍ଷର ଶେଷ ଦିନ ଓ ନୂଆ ବର୍ଷର ପ୍ରଥମ ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଭକ୍ତଙ୍କ ଆଗମନ ଘଟିଲାଣି ।କେମିତି ସୁରୁଖୁରୁରେ ଦର୍ଶନ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା […]Continue Reading