Home Archive by category Odisha News (Page 346)

Odisha News

Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୧ : ବୌଦ୍ଧ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନ ୬ଘଣ୍ଟା ୩୦ ମି.ସମୟରେ ସାଧାରଣତନ୍ତ୍ର ଦିବସର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ଚଳିତ ବର୍ଷ କିଭଳି ଭାବେ ଶାନ୍ତି ଶୃଙ୍ଖଳା ର ସହ ସାଧାରଣତନ୍ତ୍ର ଦିବସ ସମାରୋହ ପାଳନ କରାଯିବ ସେନେଇ ଆଲୋଚନା କରାଯାଇଥିଲା ।ଏହି ବୈଠକ ରେ ଦିନ ତମାମ କାର୍ଯ୍ୟକ୍ରମ ନେଇ Continue Reading
Odisha News
ଭୁବନେଶ୍ୱର,୨୦/୧: ରାଜ୍ୟରେ ୨୨ ତାରିଖ ଯାଏ ଘନ କୁହୁଡ଼ି ନେଇ ୪ ଜିଲାକୁ ୟେଲୋ ଓ୍ବାର୍ନିଂ କରାଯାଇଛି। ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳକୁ ୟେଲୋ ଓ୍ବାର୍ନିଂ କରାଯାଇଛି।ମଙ୍ଗଳବାରଠାରୁ ଶୀତ କମିବ, ରାତିରେ ତାପମାତ୍ରା ବଢ଼ିବ। ପଶ୍ଚିମା ଝଡ଼ ପ୍ରଭାବରେ ଶୀତ କମିବା ସମ୍ଭାବନା ରହିଛି। ୨୨ ଓ ୨୩ରେ ବଙ୍ଗୋପସାଗରରେ ଗୁରୁଚାପ ବଳୟର ସୃଷ୍ଟି ସମ୍ଭାବନା ରହିଛି।ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବାରୁ ବଢ଼ିବ ତାପମାତ୍ରା। ଗୁରୁଚାପ ବଳୟ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ ,୨୦/୧: ସମ୍ବିଧାନ ଦିବସ ନଭେମ୍ବର ୨୬ ରୁ ଜାନୁଆରୀ ୨୫ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ସମ୍ବିଧାନ ଗୌରବ ଅଭିଯାନ ଉପଲକ୍ଷେ ସଭା କରାଯାଇ ଜନ ସଚେତନତା ସୃଷ୍ଟି କରାଯାଉଛି ।ଏଥିପାଇଁ କଟକ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ଆନୁକୁଲ୍ୟରେ ଏକ ଆଭାସୀ ଆଲୋଚନା କୁ ରାଜ୍ୟ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ଆବାହକ ଶ୍ରୀ ସୁଦର୍ଶନ ନାୟକ ଉଦଘାଟନ କରି ସମ୍ବିଧାନ ଓ ସାମାଜିକ ନ୍ୟାୟ ସମ୍ପର୍କରେ କହିଥିଲେ ।ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର Continue Reading
Odisha News
ଭୁବନେଶ୍ୱର,୨୦/୧: ଓଡ଼ିଶାର ନୂଆପଡ଼ା ଜିଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲାର ସୀମାନ୍ତ ଅଞ୍ଚଳରେ ଓଡ଼ିଶା ଓ ଛତିଶଗଡ଼ ପୋଲିସ ଏବଂ ସିଆରପିଏଫ୍ ଯବାନଙ୍କ ଏକ ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ ହୋଇଛି।ଉଲ୍ଲେଖଯୋଗ୍ୟ ଯେ, ଗତ ୧୯ ତାରିଖ ରାତିରୁ ଓଡ଼ିଶାର ନୂଆପଡ଼ା ଜିଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୋଇନ୍ଦା ସୂଚନା ମିଳିଥିଲା। ସେହି ଅନୁଯାୟୀ ଉଭୟ Continue Reading
Odisha News
ଝାରସୁଗୁଡ଼ା , ୨୦/୧ : ୨୦୨୩ର ସବୁଠାରୁ ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।କେତେବେଳେ ତଦନ୍ତ ରିପୋର୍ଟରେ ନବଦାସଙ୍କୁ ମରା ଯାଇଥିବା ଗୁଳିର ହିସାବ ମିଳୁନି ତ ଆଉ କେତେବେଳେ ଜବତ ସାମଗ୍ରୀ ତାଲିକାରେ ତାଙ୍କର ସାର୍ଟ ଗାଏବ୍ । ଏବେ ପୁଣି ଏକ ନୂଆ ପ୍ରସଙ୍ଗ ସାମ୍ନାକୁ ଆସିଛି । ମାମଲାର ସାକ୍ଷୀଙ୍କ ସାର୍ଟର ରଙ୍ଗ ବଦଳିଯାଇଥିବା ଦେଖିବାକୁ ମିଳିଛି ।ପୂର୍ବତନ ମନ୍ତ୍ରୀ ନବ […]Continue Reading
Odisha News
ଭୁବନେଶ୍ୱର,୧୯/୧: ଏବେ ବି ରହସ୍ୟଘେରରେ ରହିଛି ନବଦାସ ହତ୍ୟା ମାମଲା । ଏହାରି ଭିତରେ ଆଜି ଝିଅ ଦୀପାଲି ଦାସ ବଡ଼ ବୟାନ୍ ଦେଇଛନ୍ତି । ସିବିଆଇ ତଦନ୍ତ ପାଇଁ ସେ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବେ ବୋଲି କହିଛନ୍ତି ।ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିବା ନବଦାସ ହତ୍ୟା ଘଟଣାରୁ କେବେ ପରଦା ହଟିବ ସେନେଇ ଅପେକ୍ଷା କରି ରହିଛନ୍ତି ରାଜ୍ୟବାସୀ । ୨୯ ଜାନୁଆରୀ ୨୦୨୩ରେ ତତ୍କାଳୀନ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର […]Continue Reading
Odisha News
ମାଲକାନଗିରି,୧୯/୧ : ଛତିଶଗଡ଼ର ବିଜାପୁର ଏବଂ ସୁକମା ସୀମାନ୍ତ ଅଞ୍ଚଳରେ ପୂଜାରୀ କାଙ୍କେରରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ୧୨ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା।କିନ୍ତୁ ସର୍ବଶେଷ ସୂଚନା ଅନୁଯାୟୀ, ନକ୍ସଲମାନେ ଶନିବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଏହି ଏନକାଉଣ୍ଟରରେ ୧୨ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇନାହିଁ।ଯେଉଁଥିରେ ଦାମୋଦର ଅରଫ ଚୋଖା ରାଓଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଦାମୋଦର ନାମରେ ସରକାର ୫୦ ଲକ୍ଷ ଟଙ୍କାର Continue Reading
Odisha News
ଭୁବନେଶ୍ବର, ୧୮/୧: ଫେବୃୟାରୀ ପହିଲାରୁ ସାରା ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି। ଗାଡ଼ି ବୀମା ନଥିଲେ ଟୋଲ୍‌ଗେଟ୍‌ରେ ଜଣାପଡ଼ିବା ସହିତ ଉଲ୍ଲଂଘନକାରୀଙ୍କୁ ଧରାଯିବ। ସ୍ବୟଂକ୍ରିୟ ପ୍ରଣାଳୀରେ ଏହା ଧରାଯିବ।ସେହିପରି ଦ୍ବିତୀୟ ଥର ପାଇଁ ଧରାପଡ଼ିଲେ ୪ ହଜାର ଟଙ୍କା ଜରିମାନା ଅବା ୩ ମାସ ଜେଲ୍ ଦଣ୍ଡାଦେଶ କରାଯିବ। ଉଭୟ ଦଣ୍ଡାଦେଶ ଏକା ସହିତ ମଧ୍ୟ କାର‌୍ୟ୍ୟକାରୀ କରାଯାଇ ପାରେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଜାରି Continue Reading
Odisha News
କଳିଙ୍ଗନଗର,୧୮/୧ : ଯାଜପୁର ଜିଲା କଳିଙ୍ଗନଗର ଟମକା ଥାନା ନୟା ବଗପାଟିଆ ପ୍ରାଇମେରୀ ସ୍କୁଲରେ ଶନିବାର ଏକ ଅଘଟଣ ଘଟିଛି। ଦୋଳି ଖେଳୁଥିବା ବେଳେ ଦୋଳିରୁ ପଡ଼ି ୪ର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ସମ୍ପର୍କୀୟଙ୍କ ଦ୍ୱାରା ସ୍କୁଲ ଶିକ୍ଷକ ଅଟକ ଅଛନ୍ତି। ମୃତ ଛାତ୍ର ନୟା ବଗପାଟିଆ ଗ୍ରାମର ନବଘନ ସାହୁଙ୍କ ପୁତ୍ର ସୋମ୍ୟରଞ୍ଜନ।ସେ ଚତୁର୍ଥ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ଶିକ୍ଷକଙ୍କ ଦାୟିତ୍ୱହୀନତା ପାଇଁ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି Continue Reading