ନୂଆପଡା, ୨୪/୧ : ନୂଆପଡା ଜିଲ୍ଲା ଓ ଛତିଶଗଡ଼ ଗରିଆବନ୍ଧ ସୀମା କୁଲାରିଘାଟ ଜଙ୍ଗଲରେ ହୋଇଥିବା ନକ୍ସଲ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ଚଳପତି ସମେତ ୧୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଏଥିମଧ୍ୟରୁ ୧୨ଜଣଙ୍କ ପରିଚୟ ମିଳିଛି । ବଡ କଥା ଯେ ମୃତକଙ୍କ ମଧ୍ୟରେ ଜଣେ କଟକ ଜିଲ୍ଲା ନିଆଳି କୁଲାଶ୍ରୀର ବୋଲି ଜଣାପଡିଛି । ଏହି ନକ୍ସଲର ନାମ ଆଲୋକ ଓରଫ ମୁନ୍ନା ହୋଇଥିବାବେଳେ ତା ମୁଣ୍ଡ ଉପରେ ୧୮ ଲକ୍ଷ ଟଙ୍କାର ପୁରସ୍କାର […]Continue Reading
Odisha News
ଭୁବନେଶ୍ୱର, ୨୩/୧: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାକୁ ନେଇ ପ୍ରତ୍ୟେକ ଦିନ ଆସୁଛି ରୋଚକ ତଥ୍ୟ । ପୂର୍ବରୁ ବିଜେଡ଼ି ସରକାର ଭୟର ମୁହଁ ଚୁପ କରିବା ବ୍ୟକ୍ତିମାନେ ଧିରେ ଧିରେ ଗଣମାଧ୍ୟମ ଆଗରେ ସବୁକିଛି ଓଗାଳି ଦେଉଛନ୍ତି ।ଏହା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ନେତାଠୁ ଜନତା ସମସ୍ତେ କହୁଛନ୍ତି । ଏହି ଚର୍ଚ୍ଚିତ ହତ୍ୟା ମାମଲାରେ ଆଗାମୀ ତଦନ୍ତ ନେଇ ଖୁବ ଶୀଘ୍ର ନିଆଯିବ ବୋଲି କହିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୩/୧ : ଗୁରୁବାର ଦିନ ୧୦ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ଷ୍ଟାଡିଅମ ପରିସରରେ ଥିବା ସନ୍ତରଣାଗାର ଠାରେ ଜାତୀୟ ବାଳିକା ଦିବସ ଅବସରରେ ପନ୍ହରିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।ଅତିଥି ଭାବେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର ଯାନୀ ଯୋଗଦେଇ ପତାକା ଦେଖାଇ ପ୍ରତିଯୋଗିତାର ଉଦଘାଟନ କରିଥିଲେ ।ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, Continue Reading
କଟକ,୨୩/୧ :ପବିତ୍ର ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥଳୀରେ ଆୟୋଜିତ ସ୍ଵତନ୍ତ୍ର କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି।ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ନେତାଜୀଙ୍କ ଜୀବନକାଳକୁ ମନେପକାଇବା ପାଇଁ ଆୟୋଜିତ ସଭାରେ ନେତାଜୀଙ୍କ ସ୍ମୃତିଚାରଣ କରିଥିଲେ । ଏହି Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଓଡ଼ିଶା, ୨୩/୧ : ମାତୃଭୂମିର ସେବା କରିବା ପାଇଁ ଯେଉଁ କେତେଜଣ ଜାତୀୟ ବୀର ଜୀବନକୁ ଉତ୍ସର୍ଗ କରିଥିଲେ ସେମାନଙ୍କ ମଧ୍ୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ଅନ୍ୟତମ । ସମଗ୍ର ଭାରତକୁ ଯେତେବେଳେ ପରାଧୀନତାର ରାହୁ ଗ୍ରାସ କରିଥିଲା ।ସେହି ସମୟରେ ଆଜାଦ ହିନ୍ଦ ଫୌଜ ଗଠନ କରି ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ରଣହୁଙ୍କାର ଦେଇ ଭାରତୀୟ ମାନଙ୍କ ହୃଦୟରେ ଏକ ବୈପ୍ଲବିକ ସଂଗ୍ରାମର ଆହ୍ୱାନ ଦୃଢ଼ୀଭୂତ କରି ଭାରତର […]Continue Reading
ଛତିଶଗଡ଼,୨୩/୧ : ଛତିଶଗଡ଼ରେ ଜୋରଦାର ଚାଲଛି ମାଓ ଅପରେସନ୍। ମାଓଗଡ଼ ଭାଙ୍ଗିବାକୁ ସର୍ଚ୍ଚ ଅପରେସନ୍ କରୁଛନ୍ତି ଯବାନ । ଏହାରି ଭିତରେ ଓଡିଶା ଛତିଶଗଡ଼ ସୀମାରୁ ଆଉ ଏକ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି । ସୁକୁମା ମାଲକାନଗିରି ସୀମାରୁ ବନ୍ଧୁକ ତିଆର କାରଖାନା ଠାବ କରିଛନ୍ତି ଯବାନ। ବନ୍ଧୁକ ତିଆରି ସାମଗ୍ରୀ ସହ ୨୧ଟି ଆଇଡି, ବିଜିଏଲ ବୋମା ଜବତ ।ଜେନେରେଟର, ୱେଲଡିଙ୍ଗ ମେଶିନ, ଲେଥ୍ ମେଶିନ ସାମଗ୍ରୀ ଜବତ ହୋଇଛି। ବନ୍ଧୁକ ତିଆରି […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୨/୧ : ସରସରା ସରକାରୀ ହାଇସ୍କୁଲଠାରେ ଜୁନିୟର ରେଡ଼କ୍ରସ ଜିଲ୍ଲାସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଓ ରକ୍ତଦାନ ଶିବିର ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ।ସଭାରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ସୁବ୍ରତ କୁମାର ପଣ୍ଡା ୩ଟି ମା,୩ଟି ଅ ଓ ୩ଟି ସେବାର ପ୍ରେରଣାଦାୟୀ ବକ୍ତବ୍ୟ ମାଧ୍ୟମରେ ରେଡ଼କ୍ରସ ଜୁନିଅରଙ୍କୁ ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ ହେବାକୁ Continue Reading
ଭୁବନେଶ୍ୱର, ୨୨/୧ : ଗରିବଙ୍କ ରାସନକାର୍ଡକୁ କବଜା କରି ବସିଥିବା ବଡ଼ ବଡ଼ିଆ ସରକାରୀ ଅଧିକାରୀଙ୍କୁ ପୁଣି ଥରେ ଚେତାବନୀ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ଅଯୋଗ୍ୟ ହିତାଧିକାରୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ କରିଛନ୍ତି ମନ୍ତ୍ରୀ । ଯଦି ସରକାରଙ୍କୁ କାର୍ଡ ନ ଫେରାନ୍ତି ତାହା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକ୍ ଠୋକ୍ ଶୁଣାଇ ଦିଆଯାଇଛି ।ମନ୍ତ୍ରୀ କହିଛନ୍ତି ଯେ ସାରା ରାଜ୍ୟରେ ଲକ୍ଷ ଲକ୍ଷ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୨/୧ : ଆଇ:ଏସ:ଆର:ଡି: “ସଖୀ ୱାନ ଷ୍ଟପ ସେଣ୍ଟର” , ଗଜପତି ତରଫରୁ ରାଷ୍ଟ୍ରୀୟ ବାଳିକା ଦିବସ ସପ୍ତାହ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତ ସ୍ଥିତ କେରାଣ୍ଡି ପଞ୍ଚାଯତ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି।ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇ:ଏସ:ଆର:ଡି: “ସଖୀ ୱାନ ଷ୍ଟପ ସେଣ୍ଟର” ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଅତିଥି ମାନଙ୍କୁ ସ୍ଵାଗତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୨/୧ : ଆଜି ତିଳେଶ୍ୱର ପଞ୍ଚାୟତ ବିଜୁ ଜନତାଦଳର କର୍ମୀସମ୍ମିଳନୀ ସ୍ଥାନୀୟ ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଜ୍ଞାନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏହି କର୍ମୀସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ନବୀନ ବାବୁଙ୍କ ସରକାର କ୍ଷମତାକୁ ଆସିବା ପୂର୍ବରୁ ସତୁରୀ ପ୍ରତିଶତ ଗରିବ ସୀମାରେଖା ତଳେ ଥିବା ଓଡ଼ିଆଙ୍କୁ Continue Reading




