Home Archive by category Odisha News (Page 28)

Odisha News

Odisha News
ଭୁବନେଶ୍ୱର,୪/୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ ଛକରୁ ବିଜୟ ବାରିକଙ୍କୁ ଗିରଫ କଲା ଭିଜିଲାନ୍ସ। ଜଣେ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀଠାରୁ ଲାଞ୍ଚ ନେବା ବେଳେ ଗିରଫ କରାଯାଇଛି।Continue Reading
Odisha News
କମ୍ଭୁଧ କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୩/୧ : ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀ ମେଳା, ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ, ୨୦୨୬ ନିମନ୍ତେ ପୂର୍ବରୁ ଏକ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରାଯାଇ, ସମସ୍ତ ମନ୍ତ୍ରୀ, କମିଶନର, ସମସ୍ତ ଜ଼ିଲ୍ଲା ର ଜ଼ିଲ୍ଲାପାଳ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦିଆଯାଇଥିଲା।ନିଜେ DI&PRO ପ୍ରେସରେ ବସି ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଥିଲେ। ପରେ ଅନଲାଇନ ରେ ସେହି ନିମନ୍ତ୍ରଣ Continue Reading
Odisha News
ପୁରୀ, ୩/୧ : ଆଜି ପୌଷ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସୁନାବେଶ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ । ୧୦୮ ଗରା ଘିଅ ମିଶ୍ରିତ ଜଳରେ ଅଭିଷେକ ହେବେ ମହାପ୍ରଭୁ । ରତ୍ନସିଂହାସନରେ ଦିବ୍ୟ ଦୁର୍ଲଭ ସୁନାବେଶ ଦର୍ଶନ ଦେବେ ଶ୍ରୀଜିଉ । ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ।ଏହାପରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ । Continue Reading
Odisha News
ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟଯାଜପୁର, ୩/୧ : ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲା ମହୋତ୍ସବ “ଯଯାତି-୨୦୨୬” ଓ ସ୍ୱଦେଶୀ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ଏହି ବୈଠକରେ ମାନ୍ୟବର ସମବାୟ, ହସ୍ତତନ୍ତ ଏବଂ ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ମାନ୍ୟବର ଯାଜପୁର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଶ୍ରୀ ଆକାଶ ଦାସ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୩/୧ : ଜଗନ୍ନାଥ ଧାମ ପୁରୀ ଠାରେ ଆଜି ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଷ୍ଟାଣ୍ଡିଙ୍ଗ କମିଟିର ଅଧକ୍ଷ ତଥା ରାଜ୍ୟସଭା ସାଂସଦ ଡ଼ଃ ସି: ଏମ: ରମେଶଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଷ୍ଟାଣ୍ଡିଂ କମିଟି ବୈଠକରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ ଯୋଗ ଦେଇ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ରେଳବାଇ କ୍ଷେତ୍ରରେ ରହିଥିବା ବିଭିନ୍ନ ମୌଳିକ ତଥା ଯଥାର୍ଥ ଆବଶ୍ୟକତା ଦାବୀ ଗୁଡ଼ିକ Continue Reading
Odisha News
ଭୁବନେଶ୍ୱର, ୨/୧ : ଖଣ୍ଡଗିରିରେ ମାଘ ମେଳା ଆୟୋଜନ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାଧୁସନ୍ଥଙ୍କ ରହଣିଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ଉପରେ ଅନେକ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା ହୋଇଯାଇଛି ।ଚଳିତ ବର୍ଷ ମାଘ ମେଳାରେ ୧୦୦ଟି ସିସିଟିଭି କ୍ୟାମେରା ଲଗାଯିବ । ମେଳାରେ ଚୋରି ଏକ ବଡ଼ ସମସ୍ୟା । ତେଣୁ ଚୋରି ରୋକିବା ପାଇଁ ଅଧିକରୁ ଅଧିକ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨/୧: ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ପୋଷଣ କାର୍ଯ୍ୟକ୍ରମ ପରିଚାଳନା ଅଧିନ ଜିଲ୍ଲା ସ୍ତରୀୟ ଅଭିଶରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨/୧ : ଖୋର୍ଦ୍ଧା ଅଞ୍ଚଳରେ ହାତୀ ମଣିଷ ଲଢେ଼ଇରେ କେତେବେଳେ ହାତୀର ଜୀବନ ଯାଉଛି ପୁଣି ହାତୀ ଆକ୍ରମଣରେ ଜୀବନ ଯାଉଛି ମଣିଷର। ଆଜି ବେଗୁନିଆ ବ୍ଲକ୍ ବାଘମାରି ନିକଟ ଭୁଆସୁଣୀ ପାଟଣା ଗ୍ରାମର ଜଣେ ଯୁବକ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି।ମୃତ ଯୁବକ ଜଣକ ସେହି ଗ୍ରାମର ପ୍ରିୟବ୍ରତ ପରିଡ଼ା ଓରଫ ପିକୁ,ପିତା-ରମେଶ ପରିଡ଼ା ବୋଲି ଜଣାପଡିଛି। ପିକୁ ସକାଳୁ ନିକଟ ପଡିଆକୁ ନିତ୍ୟକ୍ରମ ସାରିବାକୁ ଯାଇଥିବା ବେଳେ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨/୧ : ନୟାଗଡ଼ ଜିଲ୍ଲା ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଆଜି ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ନୟାଗଡ଼ ଜିଲ୍ଲା ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଆବାହକ ଗୋଦାବରିଶ୍ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବିଶାଳ ଶୋଭାଯାତ୍ରାରେ ଦଳ ମତ ନିର୍ବିଶେଷରେ ଶହ ଶହ ଲୋକ ଯୋଗ ଦେଇଥିଲେ ।ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରୁ କ୍ରିୟାନୁଷ୍ଠାନ କମିଟି ପ୍ରତିନିଧିମାନେ ଯୋଗ ଦେଇ ଆନ୍ଦୋଳନକୁ ସମର୍ଥନ ଦେଇଥିଲେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨/୧ : ବୌଦ୍ଧ ଜିଲ୍ଲା ଐତିହାସିକ ପୀଠ ଗନ୍ଧରାଢ଼ୀ ପୀଠରୁ ବୌଦ୍ଧ ମହୋତ୍ସବ,ପଲ୍ଲିଶ୍ରୀ ମେଳା ହସ୍ତତନ୍ତ ବୟନିକା ପ୍ରଦର୍ଶନୀ ଓ ଆତ୍ମ ନିର୍ଭର ସ୍ବଦେଶୀ ମେଳା ପାଇଁ ମଶାଲ ଶୋଭାଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ଗନ୍ଧରାଢ଼ୀ ସ୍ଥିତ ସିଦ୍ଧେଶ୍ୱର ଓ ନୀଳମାଧବ ଠାକୁରଙ୍କ ଠାରେ ପୂଜାର୍ଚନା କରାଯାଇ ମଶାଲ ଜାଳି ମନ୍ଦିର ବେଢା ପରିକ୍ରମା କରାଯାଇଥିଲା ।ଏଥିରେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ ଏବଂ Continue Reading