ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୭/୦୮: ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା। ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ବାଲିଗୁଡା ଟାଉନ ତଥା ଏହାର ଆଖପାଖ ପୁରପଲ୍ଲୀରେ ପରମ୍ପରା ଓ ବିଧିବିଧାନ ଅନୁସାରେ ଧୁମଧାମରେ ପାଳିତ ହୋଇଥିଲା ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଶ୍ରୀ ଶ୍ରୀ ଶ୍ରୀ ମା \’ପାଟଖଣ୍ଡା ଦୁର୍ଗାପୂଜା ସମିତି ର ପୂଜା ମଣ୍ଡପ ପରିସରରେ ଟାଉନ ଫ୍ରେଣ୍ଡସ ଗ୍ରୁପ ର ନବମ ବାର୍ଷିକ ଗଣେଷ ପୂଜା ରେ ୧୮ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୭/୮ : ଆଜି ଗଣେଶ ଚତୁର୍ଥୀ ଅବସରରେ ଅଗ୍ରପୂଜ୍ୟ ଶ୍ରୀଗଜାନନଙ୍କ ପୂଜାରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଚଳଚଂଚଳ। ଖୋର୍ଦ୍ଧା ସହରରେ ବିଘ୍ନରାଜ ଗଣେଷଙ୍କ ପୂଜା ବିଭିନ୍ନ ସାହି ଗଳି ଠାରୁ ଆରମ୍ଭ କରି ବଜାର ହାଟ,କ୍ଳବ ମାନଙ୍କରେ ୭୦ ରୁ ଉର୍ଦ୍ଧ୍ବ ସ୍ଥାନରେ ଗଜାନନଙ୍କ ପୂଜା ପାଉଛନ୍ତି।ଏହି ପୂଜା କେଉଁମାନେ ୪ ଦିନ ପାଳନ କରୁଥିବା ବେଳେ କେତେକ ସ୍ଥାନରେ ୧୧ ଦିନ ଧରି ପାଳିତ ହୋଇଆସୁଛି। ଖୋର୍ଦ୍ଧାର […]Continue Reading
ଭୁବନେଶ୍ୱର, ୨୭/୮ : ନୂଆଁଖାଇର ଦିନକ ପୂର୍ବରୁ ଚାଷିଭାଇଙ୍କ ମୁହଁରେ ହସ ଫୁଟିଛି । ରାଜ୍ୟ ସରକାର ଚାଷୀଭାଇମାନଙ୍କୁ ନୂଆଁଖାଇ ଭେଟି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିଏମ୍ କିଷାନ ଯୋଜନାରେ ତୃତୀୟ କିସ୍ତି ବଣ୍ଟନ କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଅତ୍ୟନ୍ତ ଖୁସିର ବିଷୟ ଯେ ଚଳିତ ବର୍ଷ କୃଷକ ସମୃଦ୍ଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଛନ୍ତି ।ଯେମତି ଜଣେ ହେଲେ ଚାଷୀ ଯେମତି ଏଥିରୁ […]Continue Reading
କଟକ, ୨୭/୮ : କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ଛାତ । ପ୍ଲାଟଫର୍ମ ୧ରେ ଭୁଶୁଡ଼ି ପଡ଼ିଲା ଛାତ । ଉପର ସେଡର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି । କଟକ ଷ୍ଟେସନ୍ ରେ ଅଘଟଣ ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଜାରି କରାଯାଇଛି ।ରେଳୱେ ପକ୍ଷରୁ କୁହାଯାଇଛି ଯେ,ଏକ ପୁରୁଣା କାନ୍ଥ ପ୍ଲାଟଫର୍ମ ଉପରକୁ ଭୁଶୁଡ଼ି ପଡ଼ିଛି । ଅପରାହ୍ନ ୩ଟା ୪୫ରେ ଘଟିଛି ଏହି ଅଘଟଣ। ଟ୍ରାକ୍ ୧ ଓ […]Continue Reading
ଭୁବନେଶ୍ୱର,୨୭/୮ : ଆଜି ହେଉଛଇ ପବିତ୍ର ଗଣେଶ ଚତୁର୍ଥୀ। ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି। ସ୍କୁଲ, କଲେଜ, କାର୍ଯ୍ୟāଳୟ, ବଜାରରେ ଗଣେଶ ପୂଜାର ଆୟୋଜନ ହେଉଛି। ଅନେକ ସ୍ଥାନରେ ଗଣେଶ ପୂଜାକୁ ‘ଗଣେଶତ୍ସୋବ’ ଭାବେ ପାଳନ କରାଯାଉଛି। ପୂଜାମଣ୍ଡପ ଗୁଡ଼ିକ ଆଲୋକମାଳାରେ ଝଲସୁଛି। ଦେବଗଡ଼, ତାଳଚେର ଓ ଜଟଣୀରେ ଗଣେଶ ପୂଜା ୧୦ ଦିନ ଯାଏ ଜାରି ରହିବ। ଏହି ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।ହିନ୍ଦୁ Continue Reading
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୬/୮ :୧୯୯୩ ମସିହାରେ ପ୍ରତିଷ୍ଠିତ ହୋଇଥିବା ମେସ୍କୋ ଷ୍ଟିଲ ଗ୍ରୁପର ମିଡ-ଇଷ୍ଟ ଇଂଟିଗ୍ରେଟେଡ ଷ୍ଟିଲ ଡଃ. ହେଉଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପୀଚଳର ପ୍ରଥମ ଇସ୍ପାତ କାରଖାନା ।ଏଥିପାଇଁ ସୁକିନ୍ଦା ଏବଂ ଦାନଗଦୀ ବ୍ଲକ ଅନ୍ତର୍ଗତ ସିଆରିଆ, ଖୁରଂଟି ଓ ମାନଗୋବିନ୍ଦପୁର ଗ୍ରାମର ୨୦୦ ପରିବାର ବାସଚ୍ୟୁତ ହୋଇ ୬୫୦ ଏକର ଜମି ଅଧିଗ୍ରହଣ ହୋଇଥିବା ବେଳେ ରାଜ୍ୟ ସରକାର ମଧ୍ୟ କେନ୍ଦୁଝର ଜିଲ୍ଲା ବଡବିଲ ସେକ୍ଟରରେ ୧୫୦ Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୬/୮ : ଜଟଣୀ ,ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ମଣ୍ଡଳ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସମ୍ପ୍ରତି ଖୋର୍ଦ୍ଧା ରୋଡସ୍ଥିତ କନଫରେନ୍ସ ହଲ୍ରେ ଇତିମଧ୍ୟରେ ଏକ ଉତ୍ସାହୀ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ ଯୋଗଦାନ କରିଥିଲେ । ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଅତିରିକ୍ତ ମଣ୍ଡଳ ରେଳବାଇ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୬/୮ : ଆଜି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ ବୌଦ୍ଧ ଜିଲ୍ଲା ଦିନିକିଆ ଗସ୍ତରେ ଆସି ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ବିଭିନ୍ନ କାର୍ୟ୍ୟକ୍ରମ ପରିଦର୍ଶନ କରିଥିଲେ।ପ୍ରଥମେ ମାର୍ଡିଙ୍ଗ ଅଙ୍ଗନବାଡି କେନ୍ଦ୍ର ଏବଂ ବଡ଼ବନ୍ଧ ଅଙ୍ଗନବାଡି କେନ୍ଦ୍ର, ପରିଦର୍ଶନ କରି ଶିଶୁ ଙ୍କ ସହିତ ଆଲୋଚନା କରିବା ସଙ୍ଗେ ସଙ୍ଗେ ଖାଦ୍ୟ, ପାନୀୟଜଳ ବ୍ୟବସ୍ଥା Continue Reading
ଭୁବନେଶ୍ୱର, ୨୬/୮ : ଆଗକୁ ଆସୁଛି ଛାତ୍ର ସଂସଦ ନିର୍ବାଚନ । ଏବେଠାରୁ ବିଭିନ୍ନ ଛାତ୍ର ସଂଗଠନ କଲେଜ ପରିସରରେ ଡେରା ପକାଇବା ଆରମ୍ଭ କରିଛନ୍ତି ।ଆଉ ଏହାରି ମଧ୍ୟରେ ବିଜୁ ଜନତା ଦଳ ତାର ବିଭିନ୍ନ ସଂଗଠନର ବଡ଼ ଘୋଷଣା କରିଛି । ମହିଳା ନେତ୍ରୀ ଇପସିତା ସାହୁ ଏବଂ ଚିନ୍ମୟ ସାହୁଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ହୋଇଛନ୍ତି ଇପସିତା ସାହୁ । […]Continue Reading
କଟକ,୨୬/୮:ସିଏମ୍ସି ମେୟର ସୁବାସ ସିଂଙ୍କୁ ନ ଡାକି କମିଶନର ଓ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କଲେ ବିଧାୟିକା ସୋଫିଆ ଫିର୍ଦ୍ଦୋଶ। ତାଙ୍କୁ ମେୟରଙ୍କ ବିଷୟରେ ପଚାରିବାରୁ ସେ କହିଛନ୍ତି, କି ମେୟର କାମ କରି ପାରୁନାହାଁନ୍ତି। ମେୟର କଟକ ସହରକୁ ବୁଡ଼ାଇ ଦେଇଛନ୍ତି। ସମୀକ୍ଷା କରି ପାରୁନାହାଁନ୍ତି।ମୁଁ ବିଧାୟିକା ହିସାବରେ ସମୀକ୍ଷା କରିପାରିବି, ସେଥିପାଇଁ କରୁଛି।ଅନ୍ୟପକ୍ଷେ,ଜବାବରେ ସୋଫିଆଙ୍କୁ ଆକ୍ସିଡେଣ୍ଟାଲ ଗଖଇ କହି ତାଚ୍ଛଲ୍ୟ କରିଛନ୍ତି ମେୟର। Continue Reading




