Home Archive by category Odisha News (Page 204)

Odisha News

Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୮ : ଆଜି ଓଡିଶା ପ୍ରଦେଶ କିଶାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅଭୟ ସାହୁ ତାଙ୍କର ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ଦିନ ୧୧ ସମୟରେ ହୋଟେଲ ଦେବାଶିଷର ସମ୍ମିଳନୀ କକ୍ଷଠାରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀ ଭାଇ ମାନଙ୍କୁ ଓଡ଼ିଶାରେ ଚାଲିଥିବା ନାମକୁ ମାତ୍ର ଡବଲ ଇଞ୍ଜିନ ସରକାରର ଚାଷୀ ମାରଣ କାର୍ଯ୍ୟକଳାପ ଉପରେ Continue Reading
Odisha News
କଟକ, ୨୯/୮ : ଜାତୀୟ କ୍ରୀଡା ଦିବସ ଅବସରରେ ଓଡ଼ିଶା ପୋଲିସର କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।କଟକ ଆଇପିଏସ ମେସସ୍ଥିତ ଆର.କେ. ପାଢ଼ୀ ମେମୋରିଆଲ ହଲ ଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମସ୍ତ କ୍ରୀଡ଼ାବିତଙ୍କୁ ଉତ୍ତରୀୟ, ନଗଦ ଅର୍ଥି ରାଶି ଆଦି ପ୍ରଦାନ କରାଯାଇଛି ।ଏହି ସମ୍ବର୍ଦ୍ଧନା ସମାରୋହ ଓଡ଼ିଶାର ଯୁବ Continue Reading
Odisha News
ଭୁବନେଶ୍ୱର, ୨୯/୮ : ଆଜିଠାରୁ ଜାତୀୟ ଅନୁସୂଚିତ ଜାତି ଏବଂ ଜନଜାତି ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିବେ ।ବାଚସ୍ପତି ଭୁବନେଶ୍ୱରରେ ଶୁକ୍ରବାର ପହଁଚିବା ପରେ ସିଧାସଳଖ ଲୋକସେବା ଭବନ ଅଭିମୁଖେ ଯାଇଛନ୍ତି । ଲୋକସଭା ଭବନରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହିତ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି । ଏହା ପରେ ଓଡ଼ିଶା ବିଧାନ ସଭା […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୯/୮: ଯୁବ କ୍ରୀଡ଼ାବିତ ଅଭିଜ୍ଞାନ ନାୟକ। ପାଠ ପଢ଼ିବା ସାଙ୍ଗକୁ କବାଡ଼ି ଖେଳର ରୁଚି ରଖୁଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିର ଅର୍ଜୁନ ନାୟକ ଓ ମାତା ଫୁଲ ନାୟକଙ୍କ ବଡ଼ ପୁଅ। ଷଷ୍ଠ ଶ୍ରେଣୀରୁ ଖେଳପ୍ରତି ଆଗ୍ରହ ରଖି ସ୍କୁଲ ସ୍ତରରେ ଜିଲ୍ଲାସ୍ତରୀୟ କବାଡ଼ି ଖେଳି ପ୍ରଥମ ସ୍ଥାନ ହାସଲ କରିଥିଲେ।ଏହି ପୁରସ୍କାର ଅଭିଜ୍ଞାନକୁ ଖେଳ ଜଗତରେ ଆଗକୁ ବଢିବା ପାଇଁ ବେଶ ଉତ୍ସାହ ଦେଇଥିଲା । ଯାହାକି Continue Reading
Odisha News
ବଲାଙ୍ଗୀର,୨୮/୮ : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ବଲାଙ୍ଗୀର ସହରରେ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି। ସହରରେ ନୂଆଁଖାଇକୁ ନେଇ ଗୁରୁବାର ସାଂସ୍କୃତିକ ପରିବେଶ ଉତ୍ସାହପୂର୍ଣ୍ଣ ରହିଥିଲା। ଚଳିତବର୍ଷ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍‌ରେ ରାଜପରିବାର ସଦସ୍ୟ ନୂଆଁଖାଇ ଉତ୍ସାହର ସହ ପାଳନ କରିଥିଲେ।ପ୍ୟାଲେସ ପରିସରରେ ଥିବା ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ରାଜପରିବାର ସଦସ୍ୟମାନେ ଏକାଠି ବସି ନୂଆ Continue Reading
Odisha News
ଭୁବନେଶ୍ବର, ୨୮/୮ : ଆସନ୍ତା ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ରାଜଧାନୀ ଭୁବନେଶ୍ବରରେ ବିଏମସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ । ଏନେଇ ବିଏମସି କମିଶନର ଚଞ୍ଚଳ ରାଣା ସୂଚନା ଦେଇଛନ୍ତି । କୁକୁର ଗଣନାରେ ସ୍ଵଛସାଥୀ, ସଫେଇ କର୍ମୀ, BMCଅଧିକାରୀ ସାମିଲ ହେବେ ।ଗଣନା ପୂର୍ବରୁ BMCପକ୍ଷରୁ ସମସ୍ତଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ କୁକୁର ଗଣନା ଶେଷ ହେବ । ଭେଟେନାରୀ ଡାକ୍ତରଙ୍କ ପରାମର୍ଶରେ ପ୍ରତି ୱାର୍ଡରେ ଗଣନା Continue Reading
Odisha News
ଭୁବନେଶ୍ୱର, ୨୮/୮ : ୟୁଟ୍ୟୁବ୍ ଚ୍ୟାନେଲ୍ ରେ ପ୍ରବଚନ ଦେଉଥିବା ଜଣେ ଭଣ୍ଡ ପ୍ରବଚକ ଗୁରୁବାର ଗିରଫ ହୋଇଛନ୍ତି । ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଛି ।ଭରତପୁର ଥାନା ଅଞ୍ଚଳର ବଡ଼ ଧରଣର ଲୁଟରେ ସଂପୃକ୍ତ ଥିଲା ଏହି ଚୋର । ଅଗଷ୍ଟ ୧୪ ରେ ହୋଇଥିଲା ଏହି ଲୁଟ । ତାଙ୍କ ନିକଟରୁ ୨ ଶହ ଗ୍ରାମ୍ ସୁନା, ୧ ଲକ୍ଷ ନଗଦ ଟଙ୍କା, ବାଇକ୍ ଓ […]Continue Reading
Odisha News
ସମ୍ବଲପୁର, ୨୮/ ୮ : ଆଜି ହେଉଛି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ । ସେହି ମୁହୂର୍ତ୍ତ ଆସି ପହଁଚିଯାଇଛି, ଯାହାକୁ ସାରା ଚାଷୀ କୂଳ ଅତି ଉତ୍କଣ୍ଠାରେ ସହିତ ଅପେକ୍ଷା କରିଥିଲେ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ ପ୍ରସାଦ ।ନୂଆ ସରିଆ ଧାନରେ ପ୍ରସ୍ତୁତି ନବାନ୍ନ କୂରେଇ ପତ୍ରରେ ଲାଗି କରାଯାଇଛି । ଗୁରୁବାର ପୂର୍ବାହ୍ନ ୧୦ଟା ୩୩ ରୁ ୧୦ଟା ୫୫ […]Continue Reading
Odisha News
ନୂଆଦିଲ୍ଲୀ, ୨୮/୮ : ଆଜି ହେଉଛି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ଙ୍କ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ତେବେ ଏହି ଅବସରରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ନୂଆଁଖାଇରେ ଶୁଭେଚ୍ଛା ଜଣାଇଛନ୍ତି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ କହିଛନ୍ତି, “କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷକରି ଓଡ଼ିଶାବାସୀଙ୍କୁ ମୁଁ ହାର୍ଦ୍ଦିକ Continue Reading
Odisha News
ଭୁବନେଶ୍ୱର, ୨୮/୮ : ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୀତି ନିର୍ଘଣ୍ଟ ଅନୁସାରେ ମା’ ସମଲେଶ୍ବରୀଙ୍କ ଠାରେ ଲାଗି ହେବ ନବାନ୍ନ।ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ପୂରା ପରିବାର ଏକାଠି ବସି ନୂଆ ଖାଇବାର ପରମ୍ପରା ରହିଛି। ପୂର୍ବାହ୍ନ ୧୦ଟା ୩୩ ରୁ ୧୦ଟା ୫୫ ମଧ୍ୟମରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ନିକଟରେ ଲାଗି ହେବ ନବାନ୍ନ। ଏହା ପରେ ମାଆଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ।ମାଙ୍କ ପାଇଁ […]Continue Reading