ଭୁବନେଶ୍ୱର/ଧର୍ମଶାଳ,୧୨/୧୦: ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍ ଠାବ ହୋଇଥିବା ସୂଚନା ମିଳିଛି। ଏହା ସହ ତାଙ୍କ ନାମରେ ଭୁବନେଶ୍ୱର ଓ ଗଞ୍ଜାମ ଜିଲାରେ ଏକାଧିକ ବହୁତଳ କୋଠା ଥିବା ମଧ୍ୟ ଜଣାପଡ଼ିଛି।ସୂଚନା ଅନୁଯାୟୀ, ଭୁବନେଶ୍ୱରର ପାତ୍ରପଡ଼ାରେ ତାଙ୍କର ଏକ ତିନି ମହଲା କୋଠା ଠାବ ହୋଇଛି। ସେହିପରି ଗଞ୍ଜାମ ଜିଲାର ପି. ନୂଆଗାଁରେ ଆଉ ଦୁଇଟି ବହୁତଳ କୋଠା ଥିବା Continue Reading




