ବଡ଼ବିଲ/ କେନ୍ଦୁଝର,୧୦/୧୦: ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବଡ଼ ଅଘଟଣ । ପାଣି ସୁଅରେ ଭାସିଯାଇ ଦୁଇ ଭାଇଙ୍କ ସଲୀଳ ସାମଧି । ଅନ୍ୟ ଜଣେ ୧୩ ବର୍ଷୀୟ ନାବାଳକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ସିଲିସୁଆଁ ନିକଟସ୍ଥ ଅରଡ଼େଇ ନଦୀରେ ଘଟିଯାଇଛି ଏହି ଦୁଃଖଦ ଘଟଣା ।ସୂଚନା ଅନୁଯାୟୀ, ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ମୁସଲିମ ବସ୍ତିର ମହମ୍ମଦ ମହିବୁର ରହମାନଙ୍କ ଦୁଇ ପୁଅ, ଅହମଦ ଅନସାରୀ […]Continue Reading




