କମ୍ଭୁଧର କ୍ଷେତିଙ୍କରିପୋର୍ଟବୌଦ୍ଧ, ୧୯/୧୨ : (ଗୁରୁବାର )ଦିନ ଦିବା ୩ ଘଟିକା ସମୟରେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ବିଭାଗର ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ନିଜ ବିଭାଗର ପ୍ରକଳ୍ପ ଗୁଡ଼ିକ ପରିଦର୍ଶନ କରିଛନ୍ତି ।କଣ୍ଟାମାଳ ବ୍ଲକର ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ପ୍ରକଳ୍ପ, ମନରେଗା ଫାର୍ମ ପଣ୍ଡ ଆଦି ପରିଦର୍ଶନ କରିଛନ୍ତି ।ସେହିପରି ହରଭଙ୍ଗା ବେଲପଦର, ରାମଗଡ଼ ଆଦି ଗ୍ରାମର ଉଦ୍ୟାନ କୃଷି Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୯/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡାସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁପଟ୍ଟନାୟକ ମିନିଷ୍ଟାଡ଼ିୟମ ପରିସର ମଧ୍ୟରେ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି ।ପ୍ରଥମ ଦିନ ଉଦଘାଟନ ଉତ୍ସବରେ ସଂଘ ସଭାପତି ତଥା ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଯୋଗ ଦେଇ ମା\’ ପାଟଖଣ୍ଡା ମନ୍ଦିରରେ ପ୍ରତିଯୋଗିତାର Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୧୯/୧୨ : ରାଜ୍ୟରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ସ୍ୱଚ୍ଚ ଓ ନିର୍ମଳ ଶାସନ ନିମନ୍ତେ ରାଜ୍ୟ ସରକାର ବଦଳି ନୀତି ଲାଗୁ କରିଥିବା ବେଳେ ଖୋର୍ଦ୍ଧା ଜଳ ସେଚନ ବିଭାଜନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।ସୁଚନା ଅଧିକାର ଆଇନ ଅନୁଯାୟୀ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ଖୋର୍ଦ୍ଧା ଜଳ ସେଚନ ବିଭାଜନରେ କାର୍ଯ୍ୟରତ ଅଧିକାଂଶ କର୍ମଚାରୀ ଦୀର୍ଘ ୨୫ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଗୋଟିଏ ଚେୟାରରେ ବସି […]Continue Reading
ସମ୍ବଲପୁର, ୧୯/୧୨ : ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ। ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଚାଷୀ ସଂଗଠନ ସମ୍ବଲପୁର ବନ୍ଦ ଡାକରା ଦେଇଛନ୍ତି ।ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି।ସମସ୍ତ ସରକାରୀ ଓ ବେସରକାରୀ ଅଫିସ, ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରହିଛି। ସହରରେ କୃଷକ ସଙ୍ଗଠନର କର୍ମୀମାନେ ପିକେଟିଂ କରୁଛନ୍ତି।ଏହି ବନ୍ଦ ପାଳନକୁ ସମର୍ଥନ କରିବାକୁ ଗତକାଲି ଶହ ଶହ […]Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୯/୧୨ : ଜିଲ୍ଲା ଖାଉଟି ବିବାଦ ସମାଧାନ ଅଦାଲତରେ କାର୍ଯ୍ୟରତ ବରିଷ୍ଠ ଷ୍ଟେନୋ ଧନୁର୍ଜୟ ନାୟକଙ୍କ ଗତ କାଲି ୧୬ ତାରିଖ ରେ ହୃଦଘାତ ଜନିତ ଅକାଳ ବିୟୋଗ ଅବସରରେ ଖାଉଟି ବିବାଦ ଆୟୋଗ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇ ସ୍ବର୍ଗତ ନାୟକଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ଖାଉଟି ବିବାଦ ସମାଧାନ ଆୟୋଗ ଅଧ୍ୟକ୍ଷ ଶ୍ରୀ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୮ /୧୨ : ବୌଦ୍ଧ ଟାଉନ୍ ହଲ୍ରେ ୧୮ ଡିସେମ୍ବର ୨୦୨୫ ତାରିଖରେ ପ୍ରଭାତ ୯.୦୦ ରୁ ଦିନ ୨.୦୦ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ନିର୍ଦ୍ଧାରିତ ସମୟାନୁସାରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଚାକିରି ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀ ଉପସ୍ଥିତ ହୋଇଥିଲେ।ବିଶେଷକରି ମହିଳା ପ୍ରାର୍ଥୀମାନଙ୍କର ଉତ୍ସାହଜନକ ଅଂଶଗ୍ରହଣ କାର୍ଯ୍ୟକ୍ରମର ଆକର୍ଷଣୀୟ Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟଜଳେଶ୍ୱର, ୧୮/୧୨: ଗତମାସ ନଭେମ୍ବର ୧୩ ତାରିଖ ଦିନ ଅପରାହ୍ନ ପ୍ରାୟ ୦୧.୦୦-୦୧.୩୦ ସମୟରେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସଦର ବ୍ଲକର ସଦର ଥାନା ନିକଟରେ ଥିବା ଖାନନଗର ଗ୍ରାମ ପାଶ୍ୱର୍ରେ ଥିବା ଏକ ଗୋଚର ଭୂମିରେ ସେହି ଗ୍ରାମର ମହିଳାମାନଙ୍କ ଦ୍ୱାରା ରକ୍ଷଣାବେକ୍ଷଣ କରୁଥିବା କିଛି ସ୍ତ୍ରୀଲୋକ (ମହିଳା)ଙ୍କ ଅନ୍ୟ ମାନଙ୍କର ସୁଯୋଗ ନେଇ ବନ୍ଦ ହୋଇପଡ଼ିଥିବା ବ୍ୟାଟେରୀ ଫେକ୍ଟିରେ ମାଲିକ ବେଣୁଧର ରାଉଳ ଏବଂ ତାର ଜଗୁଆଳୀ ଏସ୍.କେ. Continue Reading
ଜଗତସିଂହପୁର, ୧୮/୧୨ : ଘରୋଇ କଳି ସମାଧାନ କରିବାକୁ ଯାଇ ପୁତୁରା ବୋହୂର ମାଡରେ ପିଉସୀ ଶାଶୁଙ୍କର ମୃତ୍ୟୁ ଘଟିଛି। ଜଗତସିଂହପୁର ଜିଲ୍ଲା ସଦର ଥାନା ଓଡିଶୋ ଗାଁରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ୫୫ ବର୍ଷୀୟ ସବିତା ବିଶ୍ଵାଳ। ଏନେଇ ଜଗତସିଂହପୁର ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି।ସୂଚନା ମୁତାବିକ, ଓଡ଼ିଶୋ ଗ୍ରାମର ସ୍ବର୍ଣ୍ଣଲତା ସ୍ବାଇଁ ଓ ତାଙ୍କ ବୋହୁ ଐଶ୍ୱରୀଆ ରାୟଙ୍କ ମଧ୍ୟରେ ନିୟମିତ କଳି ଝଗଡା ଲାଗି ରହୁଥିଲା। ତେବେ ଏହି […]Continue Reading
ଜୟପୁର,୧୮/୧୨: କୋରାପୁଟ ଦଶମନ୍ତପୁର ଆଇଆଇସି ସୁକମା ହାଁସଦାଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରିଛି। ଯେତେବେଳେ ସେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରି କୋର୍ଟରେ ମାମଲା ଡାଏରୀ ଦାଖଲ କରିବା ପାଇଁ ଉକ୍ତ ପିଏସ୍ରେ ପୂର୍ବରୁ ପଞ୍ଜୀକୃତ ଏକ ମାମଲାରେ କୋର୍ଟରେ ଦାଖଲ କରିଥିଲେ। ଯାହାର ସେ ତଦନ୍ତକାରୀ ଅଧିକାରୀ ଥିଲେ।ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା ଏବଂ କୋର୍ଟ ଏହି ମାମଲାରେ କେସ୍ ଡାଏରୀ ଡାକରା Continue Reading
ବାଲେଶ୍ୱର, ୧୮/୧୨ : ବାଲେଶ୍ୱର ଜିଲ୍ଲା ସୋର ମେଡ଼ିକାଲ ପରିସରରେ ଥିବା ଆହାର କେନ୍ଦ୍ରରୁ ବନ୍ଧୁକ ଜବତ ହୋଇଛି । ବନ୍ଧୁକ ରଖିଥିବା ଯୁବକ ଚମ୍ପଟ୍ ମାରିଥିବାବେଳେ ପୋଲିସ ତାକୁ କାବୁ କରିଛି ।ପ୍ରାପ୍ତ ସୂଚନା ମୁତାବକ, ଯୁବକ ଜଣକ ସୋର ମେଡ଼ିକାଲରେ ଥିବା ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିଲେ । ତାଙ୍କ ନିକଟରେ ବସିଥିବା ଆଉ ଜଣେ ବ୍ୟକ୍ତି ଯୁବକଙ୍କ ପକେଟରେ ଏକ ବନ୍ଧୁକ ଦେଖି ସୁରକ୍ଷାକର୍ମୀଙ୍କୁ ଜଣାଇଥିଲେ । ସୁରକ୍ଷାକର୍ମୀ ଆସି ବନ୍ଧୁକ ଛଡ଼ାଇବା […]Continue Reading




