Home Archive by category Odisha News (Page 143)

Odisha News

Odisha News
ବାଲେଶ୍ୱର, ୧୯/୨ : ଏକ ପଥର ବୋଝେଇ ଟ୍ରକ୍ ମାଲିକଙ୍କଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ଦାବି କରି ଭିଜିଲାନ୍ସ ଜାଲରେ ଫସିଗଲେ ତହସିଲଦାର। ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର‌୍ୟ୍ୟାନୁଷ୍ଠାନ ସ୍ୱରୂପ ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ ଟ୍ରକ୍ ଛାଡ଼ିବା ପାଇଁ ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି।ସୂଚନା ମୁତାବିକ, (ଆଜି) ଗୁରୁବାର ଅପରାହ୍ନରେ ସୋର ତହସିଲଦାର ଦୈତାରୀ ମଲ୍ଲିକ ଏବଂ ତାଙ୍କ ସହଯୋଗୀ ଦୟାନିଧି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୯/୨ : ଗଜପତି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ବାର୍ଷିକ ମାଟ୍ରିକ ବୋର୍ଡ ପରୀକ୍ଷା। ଜିଲ୍ଲାରେ ଚଳିତ ବର୍ଷ ୪୦ଟି ପରୀକ୍ଷା କେନ୍ଦ୍ରରେ ମୋଟ ୮ହଜାର ୪୫୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସେଥିମଧ୍ୟରୁ ଜିଲ୍ଲାରେ ଥିବା ଏହି ୪୦ ଟି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷର ବାର୍ଷିକ ମାଟ୍ରିକ ବୋର୍ଡ ପରୀକ୍ଷାର୍ଥୀ ଭାବେ ୮ ହଜାର ୧୧୬ ଜଣ ଛାତ୍ରଛାତ୍ରୀ ରେଗୁଲାର ଏବଂ ୧୮ ଜଣ ଏକ୍ସରେଗୁଲାର ପରୀକ୍ଷା ଦେଉଥିବା […]Continue Reading
Odisha News
କଟକ, ୧୯/୨ : ସୁଗମ ଏବଂ ସ୍ୱଚ୍ଛ ପରିଚାଳନା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ଆଜି ରାଜ୍ୟବ୍ୟାପୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (HSC)୨୦୨୬ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଫେବୃଆରୀ ୧୯ ତାରିଖଠାରୁ ମାର୍ଚ୍ଚ ୨ ତାରିଖ ଯାଏଁ ଅନୁଷ୍ଠିତ ହେବ।ପରୀକ୍ଷାର ପ୍ରଥମ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡା. ଏନ୍. ଥିରୁମାଲା ନାୟକ ଭୁବନେଶ୍ୱରର ବିଭିନ୍ନ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧୮/୨: ଆଜି ଦିନ ୨ ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ତୋଟାପଡା ଛକଠାରେ ମାଙ୍କଡ଼ା ପଥର ବୋଝେଇ ଏକ ଟ୍ରକ (ଓଆର -୧୬ ଡ଼ି ୨୯୬୧) କୁ ଖୋରଧା ଅତିରିକ୍ତ ତହସିଲଦାର ଡ଼ି ଗୋପାଳ ରେଡ଼ି ଅଟକାଇ ଯାଞ୍ଚ ବେଳେ ଗାଡ଼ି ଡ୍ରାଇଭର ଗାଡ଼ିରୁ ଡେଇଁ ଗାଡ଼ି ଛାଡି ଦୌଡ଼ି ପଳେଇଗଲା।ଗାଡ଼ିରେ ମାଙ୍କଡ଼ା ପଥର ଲଦା ଯାଇଥିବା ଦେଖିବାକୁ ମିଳିଥିଲା। ଶ୍ରୀଯୁକ୍ତ ରେଡ଼ି ଗାଡ଼ି ଟିକୁ ଜବତ କରି ଖୋରଧା […]Continue Reading
Odisha News
କଟକ, ୧୮/୨ : କଟକ ସହରରେ ଚାଞ୍ଚଲ୍ୟ। ସାଙ୍ଗମାନଙ୍କ ସହ ମିଶି ଭୋଜି କଲାବେଳେ ଗୁଳିମାଡ଼। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି କଟକ ମଧୁପାଟଣା ଥାନା ନୂଆପଡା ପ୍ରେସ୍ କଲୋନୀରେ। କିଛି ସାଙ୍ଗ ମିଶି ଭୋଜି କରୁଥିବାବେଳେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି।ମୃତ ଯୁବକ ଜଣକ ସୌମ୍ୟରଞ୍ଜନ ଜେନା ବୋଲି ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୮/୨ : ବୁଧବାର ଦିନ ୧୨.୧୦ ମିନିଟ ସମୟରେ ବୌଦ୍ଧର ପୂର୍ବତନ ବିଧାୟକ ସୁଜିତ୍ ପାଢୀ ଜିଲ୍ଲାରେ ବୃଦ୍ଧି ପାଉଥିବା ବାଲି ଓ ଗଞ୍ଜେଇ ଚୋରା ଚାଲାଣକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।ହରଭଙ୍ଗା ବ୍ଲକର ହରଭଙ୍ଗା, ସୁରୁଣ୍ଡି, ଡିଆଁଘାଟ, କୃଷ୍ଣ ମୋହନ ପୁର ଓ ଖର ସଙ୍କୁଲେଇ ଆଦି ମହାନଦୀ ବାଲି ଘାଟ ଗୁଡିକରୁ ବେଆଇନ ବାଲି ଉତ୍ତୋଳନ ଓ ବିନା ଟ୍ରାଞ୍ଜିଟ୍ ପାସରେ ବାଲି ଚାଲାଣ ହେଉଥିବା ଅଭିଯୋଗ […]Continue Reading
Odisha News
ଭୁବନେଶ୍ବର,୧୮/୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି । ତେବେ ଦଳ ଛାଡିବାର ସେ ଏକ ରୋଚକ କାରଣ ଦର୍ଶାଇଛନ୍ତି । ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି ।କହିରଖିଛୁକି, ଗତ ୨୦୨୩ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଜୟରାମ ଗତ ୪ ଥର ବିଧାୟକ ହୋଇଥିବା ବେଳେ ଥରେ ଲୋକ ସଭାକୁ […]Continue Reading
Odisha News
କମ୍ଭୁୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୮/୨ : (ମଂଗଳବାର) ଦିନ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଥିବା ଜିଲ୍ଲା ସଂଗ୍ରହଳୟ ର ସୁପରିଚାଳନା ଓ ସଂରକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ର ବୁଦ୍ଧିଜି ବୀ,ନାଗରିକ, ଆଇନଜିବୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମ୍ୟୁଜିୟମରେ ନିୟୋଜିତ ଅସ୍ଥାୟୀ କର୍ମଚାରୀ ମାନଙ୍କ ଦରମା, ମ୍ୟୁଜିୟମରେ ସଂଗୃହିତ ସାମଗ୍ରୀର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ନିମନ୍ତେ ଆବଶ୍ୟକ ପାଣ୍ଠି Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ,୧୮/୨ : ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ କରିବାକୁ କେନ୍ଦ୍ରୀୟ ବଜେଟ ରେ ବ୍ୟବସ୍ଥା କରାଯାଇଛି ।୩ ଟି ସଂସ୍କାର ଯଥା ଡିଜିଟାଲ ପରିବର୍ତ୍ତନ, ଶାସନ ପ୍ରକ୍ରିୟାରେ ସରଲତା, ନିର୍ମ।ଣଗତ ସଂସ୍କାର ଉପରେ ଗୁରୁତ୍ବ ଦିଆଯାଇ ଗ୍ରାମାଞ୍ଚଳ ରାସ୍ତା ଓ ଇଣ୍ଟରନେଟ ସଂଯୋଗ ଦୃତ୍ ଗତିରେ ବୃଦ୍ଧି ବ୍ୟବସ୍ଥା ଚଳିତ ବଜେଟ ରେ କରାଯାଇଛି ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି ।କଟକ ବୁଦ୍ଧିଜୀବୀ ପ୍ରକୋଷ୍ଠ ର ଷଷ୍ଠ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୮/୨: ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷା ସ୍ମିତାରାଣି ରାଉତରାୟ ଏବଂ ପୋଗ୍ରାମ ସହସଂଯୋଜିକା ରଶ୍ମିତା ଭୁଜବଳଙ୍କ ତତ୍ୱାବଧାନରେ ଫେୃୟାରୀ ୫ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୮ ଦିନ ଧରି ଆତ୍ମପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଟାଉନ ଥାନା ଆଇ ଆଇ ସି ରଶ୍ମିରଞ୍ଜନ ପ୍ରଧାନ ଏବଂ ଆଡସିନାଲ ଆଇ ଆଇ ସି ପଞ୍ଚାନନ ପଣ୍ଡା ମୁଖ୍ୟ ଅତିଥି ଭାବେ Continue Reading