Home Archive by category Odisha News (Page 142)

Odisha News

Odisha News
କଳାହାଣ୍ଡି, ୨୧/୨ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବନାଞ୍ଚଳର ବନ ଅଧିକାରୀ ଭାଗବତ ଭୂଷଣ ବେହେରା ଗିରଫ ହୋଇଛନ୍ତି ।ତାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ଉ କରି ବିପୁଳ ସମ୍ପତ୍ତି ଥିବା ଜାଣିବାକୁ ପାଇଥିଲା । ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସ ଫରେଷ୍ଟରଙ୍କୁ ଗିରଫ କରିଛି ।ଭିଜିଲାନ୍ସ ଚଢ଼ଉ ବେଳେ ଫରେଷ୍ଟର୍ ଭାଗବତ ଭୂଷଣଙ୍କର ବିପୁଳ ସମ୍ପତ୍ତି ଥିବା ଜାଣିବାକୁ ପାଇଥିଲା । ନୂତନ Continue Reading
Odisha News
କେନ୍ଦ୍ରାପଡ଼ା, ୨୧/୨ : ପୁଣି ଥରେ ଗୁରୁ ନାଁରେ କଳଙ୍କ ଲାଗିଛି । ଗୋଟିଏ ଛାତ୍ରୀ ଉପରେ ୪ ଜଣ ଶିକ୍ଷକ ଲୋଲୁପ ଦୃଷ୍ଟି ପକାଇଛନ୍ତି ।କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ଜାଜନକ ଖବର ଆସିଛି । ୪ ଜଣ ଶିକ୍ଷକ ଗୋଟିଏ ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି ।ସେମାନଙ୍କୁ ପୁଣି ଜଣେ ମହିଳା ସହାୟିକା ସାହାଯ୍ୟ କରୁଥିଲେ । ଏ ନେଇ ରାଜକନିକା ଥାନାରେ ଛାତ୍ରୀଙ୍କ ପରିବାର ଲୋକେ […]Continue Reading
Odisha News
ଭୁବେନଶ୍ୱର,୨୧/୨ : ଆଜି ଇଂରାଜୀ ଭାଷାରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ୩୦୮୨ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ସକାଳ ୯ଟାରୁ ୧୧:୩୦ସରିବ ପରୀକ୍ଷା। ପରୀକ୍ଷାକୁ ଶୃଂଖଳିତ ଭାବେ ସାରିବା ପାଇଁ ନୋଡ଼ାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି।ଏହାସହିତ କଣ୍ଟ୍ରୋଲ ରୁମ୍‌ରୁ ସ୍ବତନ୍ତ୍ର ଭାବେ ମନିଟରିଂ କରାଯାଉଛି। ୧୩୬୪ କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି। ସେହିପରି ପରୀକ୍ଷାରେ କପି ରୋକିବା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୨୧/୨ : ଖୋରଧା ସଦର ମହକୁମାରେ ଏକ ଭଡ଼ା ଘରେ ଚାଲିଛି ଉପ ନିୟୋଜନ କାର୍ଯ୍ୟାଳୟ । ବେକାର ଯୁବକ ଯୁବତୀ ମାନେ ସରକାରୀ ଚାକିରୀ ପାଇଁ ଆବେଦନ କରିବାକୁ ହେଲେ ସରକାରୀ ନିୟୋଜନ କାର୍ଯ୍ୟାଳୟରେ ନିଜର ନାମ ପଞ୍ଜିକରଣ କରିବା ନିହାତି ଦରକାର ।ଖୋରଧା ସବ୍ ଡିଭିଜନରୁ ହେଲାଣି ଜିଲ୍ଲା ,ମାତ୍ର ଖୋରଧାରେ ଅଛି ସେହି ଉପ ନିୟୋଜନ କାର୍ଯ୍ୟାଳୟ ।ଜିଲ୍ଲା ସଦର ମହକୁମାରେ ନିୟୋଜନ କାର୍ଯ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ରହିବା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୧/୨ : ଚଳିତ ବର୍ଷ ୨୦୨୫-୨୬ ଶିକ୍ଷାବର୍ଷର ବୃତ୍ତି ପରୀକ୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସୁଲଗ୍ନା ପଣ୍ଡା ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ଶ୍ରେଣୀର ଛାତ୍ର ଶ୍ରୀବର୍ଦ୍ଧନ ମଲ୍ଲିକ ଷଷ୍ଠ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଛନ୍ତି ।ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରେରଣା ଓ ଅଭିଭାବକଙ୍କ ଆଶ୍ରିବାଦ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୨ : ଗୁରୁବାର ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ପୋଲିସ୍ ଦ୍ବାରା କାଲେଶ୍ବର୍ ନିକଟରୁ ୧୨୫ କେଜି ଗଞ୍ଜେଇ ଜବତ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ବୌଦ୍ଧ ପୋଲିସ୍ ପକ୍ଷରୁ କାଲେଶ୍ବର୍ ଗ୍ରାମ ନିକଟରେ ଚଢାଉ କରା ଯାଇଥିଲା । ସେହି ସ୍ଥାନରୁ ୧୨୫ କେଜି ଗଞ୍ଜେଇ ଜବତ କରି ବାବୁଲି ମଲ୍ଲିକ ନାମକ ଜନୈକ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୦/୨ : ଖୋରଧା ବନଖଣ୍ଡରେ ହାତୀ ପଲଙ୍କୁ ଜଗିବ ଆର୍ଟିଫେସିଆଲ୍ ଇଣ୍ଟେଲିଜେନ୍ସ କ୍ୟାମେରା ଯୁକ୍ତ ଟାୱାର (ଏଆଇ ଟାୱାର)। ବିଶେଷ କରି ରେଳ ଧାରଣାରେ ଏମାନଙ୍କ ଚଳାଚଳ କେମିତି ତାହା ଉପରେ ନଜର ରଖିବ ଏଆଇ କ୍ୟାମେରା । ସେଥିପାଇଁ ଖୋରଧା ବନଖଣ୍ଡରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।ଖୋରଧା ବନଖଣ୍ଡ ଅଧୀନସ୍ଥ ଜଟଣୀ ଅରଗୁଳୁଠାରୁ ଗଙ୍ଗାଧରପୁର ଯାଏଁ ଲମ୍ବିଥିବା ରେଳଧାରଣା ଉପରେ ହାତୀଙ୍କ ଚଳାଚଳ ଉପରେ ନଜର ଦେବା ପାଇଁ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୯/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରୁତୁଙ୍ଗିଆ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପିଙ୍କି ପ୍ରଧାନ, ମୁଖ୍ୟବକ୍ତା ଭାବେ ରୁତୁଙ୍ଗିଆ ଗିରିଜନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା ,୧୯/୨ : ଜଟଣୀ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକକୁ ଦଖଲ କରୁଛନ୍ତି ସରକାରୀ ଅଧିକାରୀ । ଗେଟ ଆଗରେ ରହୁଛି ବିଡ଼ିଓଙ୍କ ସମେତ ଅନ୍ୟ କର୍ମଚାରୀ ମାନଙ୍କ ଦୁଇ ଚକିଆ ଓ ଚାରି ଚକିଆ ଗାଡି । ସାଧାରଣ ଲୋକମାନେ ଅଫିସ ଭିତରକୁ ଯିବାକୁ ବହୁ ଅସୁବିଧା ଭୋଗୁଛନ୍ତି । ଯେଉଁଥିପାଇଁ ଆଜି ଓଡିଶା ସୂଚନା ଅଧିକାର ଅଭିଯାନର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରଦାନ କରାଯାଇଛି […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୯/୨ : ବୌଦ୍ଧ ବ୍ଲକ ଟିକରପଡା ପଂଚାୟତ ଇଚ୍ଛାପୁର ଗ୍ରାମରେ ସକାଳ ୧୦ ଟାରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୬ ବଖରା ଘର ପୋଡି ପାଉଁଶ ହୋଇଯାଇଛି ।ଅଗ୍ନିକାଣ୍ଡ କାରଣ ଜଣାପଡି ନଥିବା ବେଳେ କୌଣସି କାରଣ ବଶତଃ ଇଚ୍ଛାପୁର ଗ୍ରାମର ସୁରେନ୍ଦ୍ର ଦୀପଙ୍କ ୨ ବଖରା, ପାଞ୍ଚାଳୀ ବେହେରାଙ୍କ ୨ ବଖରା ଓ ସାଇନ୍ତି ଦୀପଙ୍କ ୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି ।ନିଆଟି ଏତେ ପ୍ରଖର ଥିଲାଯେ […]Continue Reading