Home Archive by category Odisha News (Page 10)

Odisha News

Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୯/୩ : ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ ଉପଲକ୍ଷେ ଧର୍ମଶାଳା ବ୍ଲକରେ ପ୍ରଶାସନ ପକ୍ଷରୁ ପଥ ଉତ୍ସବ ଆୟୋଜିତ ହୋଇଛି। ମହୋତ୍ସବର ମାହୋଲକୁ ଆହୁରି ମନୋରଞ୍ଜନଧର୍ମୀ କରିବା ତଥା ସାରା ଜିଲ୍ଲାରେ ଲୋକଙ୍କ ନିକଟରେ ଏହାକୁ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ପଥ ଉତ୍ସବ ହୋଇଥିଲା।ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ପଥ ଉତ୍ସବର ବେଶ୍ ମଜା ନେଇଥିଲେ। Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୯/୩ : ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କ ନିମନ୍ତେ ମତ୍ସ୍ୟ ଓ ପ୍ରାଣସମ୍ପଦ ବିକାଶ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ମତ୍ସଜୀବୀ କଲ୍ୟାଣ ଯୋଜନା ରେ ବ୍ଲକ୍ ସ୍ତରୀୟ ଦୁଇ ଦିନିଆ ନିବେଶ ସହାୟତା ନିମନ୍ତେ ପ୍ରଶିକ୍ଷଣ ଶିବିର ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ତା ୧୮/୦୩/୨୦୨୬ ରିଖ ରେ ଜିଲ୍ଲା ମତ୍ସ୍ୟ ଅଧିକାରୀ, ବୌଦ୍ଧ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟ ରେ ଥିବା ପ୍ରଶିକ୍ଷଣ ଗୃହ ରେ ବୌଦ୍ଧ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୯/୩ : ଖୋରଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ୨୦୨୬ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନାଦି ଚରଣ ସେଠୀ ମଞ୍ଚାଷିନ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୯/୩ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ତଥା ଦୁର୍ଗମ ଅଞ୍ଚଳ ମାନଙ୍କରେ ନିଷିଦ୍ଧ ଗଞ୍ଜେଇ ଚାଷ ଉପରେ ଚଢାଉ କରି ତାକୁ ନଷ୍ଟ କରିବା ଏବଂ ଗଞ୍ଜେଇ ଚୋରା ଚାଲାଣ ବେଳେ ତାକୁ ଧରି ଜବତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ତଥା ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯୋଗୁଁ ଗଜପତି ଜିଲ୍ଲାର ୩ ଥାନାର ୪ ଜଣ ପୋଲିସ ଅଧିକାରୀ ୨୦୨୫ ବର୍ଷ ପାଇଁ ରାଜ୍ୟର ପୋଲିସ ମହା ନିର୍ଦ୍ଦେଶକ(ଡିଜି […]Continue Reading
Odisha News
ଭୁବନେଶ୍ୱର,୧୯/୩: କ୍ରସ୍ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି। ଗୋଟିଏ ଭୋଟ୍ ସଂତୃପ୍ତ ଓ ଆଉ ଗୋଟିଏ ଭୋଟ ଦିଲ୍ଲୀପଙ୍କୁ ଦେଇଛି। ଦିଲ୍ଲୀପ ରାୟଙ୍କୁ ବିବେକାନୁମୋଦିତ ଭୋଟ୍ ଦେଇଥିବା ସୁବାସିନୀ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି, ମୋ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସହିତ ମୋର ଲଢ଼େଇ। ତେଣୁ ମୁଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ Continue Reading
Odisha News
ଭୁବନେଶ୍ୱର, ୧୯/୩: ଆଉ ଗହଣା ପାଇଁ ଟେନ୍‌ସନ୍ ନାହିଁ । ଦାମ୍ ଯେତେ ହେଲେ ବି ଚିନ୍ତା ଯିବ । କାରଣ ଆମ ରାଜ୍ୟରେ ଗଚ୍ଛିତ ଅଛି ପୁଳା ପୁଳା ଗହଣା । ଓଡିଶା ମାଟି ତଳେ ହୀରାର ଭଣ୍ଡାର । ଖାସ୍ କରି ନୂଆପଡାରେ ହୀରା ଖଣିର ସନ୍ଧାନ ହୋଇଛି । ସେହିଭଳି କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ର ହିଞ୍ଜିଳିବାହାଲ-ଜିଲିଙ୍ଗିବାର ଠାରେ ମାଣିକ ଥିବାର ଚିହ୍ନଟ ହୋଇଛି ।ସୂଚନା ଥାଉକି, ନୂଆପଡା ଜିଲ୍ଲାର ନୂଆପଡା […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା ,୧୯/୩ : କିଛି ଅସାମାଜିକ ବ୍ୟକ୍ତିଙ୍କ ଏକ ପତ୍ର କୁ ତର୍ଜମା ନକରି ଖୋରଧା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ (ଓ.ୟୁ.ଡବ୍ଲୁ.ଜେ) ଖୋରଧା ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀଙ୍କ କାର୍ଯ୍ୟଶୈଳୀ ଓ ସ୍ୱଚ୍ଛତା ଉପରେ ଉଠାଇଥିବା ପ୍ରଶ୍ନ କୁ ସଂଘ ତରଫରୁ ତୀବ୍ର ବିରୋଧ କରଯାଇଥିଲା ।ଏ ସମ୍ପର୍କରେ ଖୋରଧା ଜିଲ୍ଲା ଶାଖା ପକ୍ଷରୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ/ଓଡ଼ିଶା, ୧୯/୩ : ସ୍ଥାନୀୟ ଶାସନ ବ୍ୟବସ୍ଥାକୁ ଅଧୁନାତନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଆଜି ମାର୍ଚ୍ଚ ୧୮, ୨୦୨୬ରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ \”AI Tools for Operational Excellence” (ଅପରେସନାଲ ଏକ୍ସଲେନ୍ସ ପାଇଁ ଏଆଇ ଉପକରଣ) ଶୀର୍ଷକ ଏକ ଦିନିକିଆ ଦକ୍ଷତା ବୃଦ୍ଧି କର୍ମଶାଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭଗୃହରେ ଅନୁଷ୍ଠିତ ହୋଇଯାଇଛି Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୮/୩ : ସୁନ୍ଦର ପରିବେଶ ବିଦ୍ୟାଳୟ ପରିସର । ଉପାନ୍ତ ଅଞ୍ଚଳରେ ସ୍ମାର୍ଟ କ୍ଲାସ୍ ରୁମ୍ ରେ କେରଳ ମୋଡେଲ୍ ରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଆବଶ୍ୟକ ଅନୁଯାୟୀ ଶିକ୍ଷକ,ଶିକ୍ଷୟତ୍ରୀ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।ଏ କେଉଁ ସହରାଞ୍ଚଳର ଖବର ନୁହେଁ । ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଭାବେ ପରିଚିତ ସୁଡ୍ରା ପଞ୍ଚାୟତର ଗଟାଙ୍ଗି Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟରାୟଗଡା, ୧୮/୩ : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଏକ ଉପାନ୍ତ ଅଞ୍ଚଳ ଯାହା ରାୟଗଡା ଠାରୁ ଦୀର୍ଘ ୧୨୦ କି.ମି ଦୂରତା ରେ ଅବସ୍ଥିତ । ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ର ପି.ଏମ୍.ଶ୍ରୀ ସରକାରୀ (ଏସ୍. ଏସ୍.ଡି) ଉଚ୍ଚ ବିଦ୍ୟାଳୟ ଠାରେ ଗଣିତ ଓ ବିଜ୍ଞାନ ମେଳା ପିଲା ମାନଙ୍କ ମାଧ୍ୟମ ରେ ଅନୁଷ୍ଠତ ହୋଇଥିଲା।ଏଥିରେ ବିଦ୍ୟାଳୟ ର ଷଷ୍ଠ ରୁ ନବମ ଶ୍ରେଣୀ ର ୩୦୦ ପିଲା ମୋଟ ୨୦ […]Continue Reading