Home Articles posted by odadmin (Page 940)
Odisha News
ସୁନ୍ଦରଗଡ଼, ୯/୩: ଇବନଦୀ ସେମନାଘାଟରେ ଗାଧୋଇଲା ବେଳେ ଜଣେ ବାଳକ ସମେତ ୩ ଜଣ ନିଖୋଜ ହୋଇଯାଇଛନ୍ତି। ନଦୀର ଚୋରାବାଲିରେ ସେମାନେ ବୁଡ଼ି ଯାଇଥିବା କୁହାଯାଉଛି।ଯୁବକମାନେ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟର ବୋଲି ପ୍ରାଥମିକ ସୂଚନା ମିଳିଛି। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି। ସେମାନଙ୍କ ପରିଚୟ ମିଳି ନାହିଁ।Continue Reading
Odisha News
ଭୁବନେଶ୍ବର, ୯/୩: ମିସନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିସନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ। ରାଜ୍ୟରେ ମହିଳା ସଶକ୍ତୀକରଣରେ ମିସନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ Continue Reading
National News
GUWAHATI, MAR 9 : The Sela Tunnel in Arunachal Pradesh, which Prime Minister Narendra Modi inaugurated on Saturday, will ensure all-weather connectivity to Tawang and forward areas, and facilitate smoother movement of troops. Built by the Border Roads Organisation (BRO) under Project Vartak, the Rs 825 crore strategic project is a component of the Trans-Arunachal […]Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ବର,୮/୩ :ଟିପିଏନଓଡିଏଲ୍ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ’ଫେମେ ଫିଏଷ୍ଟା’ ଅନୁଷ୍ଠିତ ହୋଇଛି। ମହିଳା ଉପଭୋକ୍ତାମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଟିପିଏନଓଡିଏଲ୍ ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇବା ପାଇଁ ଏହାର ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ସିଇଓ ଦ୍ୱିଜଦାସ ବସକ, ଚିଫ କମର୍ସିଆଲ ଓ ସିଏସଆର୍ ପର୍ବିନ୍ ବର୍ମା ପ୍ରମୁଖ Continue Reading
Odisha News
ଫୁଲବାଣୀ, ୯/୩: ପଡ଼ୋଶୀ ଛତିଶଗଡ଼ ପରେ ଏବେ ଓଡ଼ିଶାରେ ଲାଲ ଆତଙ୍କ। ଫୁଲବାଣୀରେ ମାତିଲେ ମାଓବାଦୀ। ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।ସଲାଗୁଡ଼ା ପଞ୍ଚାୟତ କୁସେରି ଗାଁରେ ମାଓବାଦୀମାନେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି। ସ୍ୱାମୀ ଦାହିରା କହଁର ଓ ସ୍ତ୍ରୀ ବତାସି କହଁରଙ୍କୁ ହତ୍ୟା କରିଥିବା ସୂଚନା ରହିଛି, ପୁଲିସ ଯାହାର ତଦନ୍ତ କରୁଛି।ଗତକାଲି ରାତି ପ୍ରାୟ ୯ଟା ସମୟରେ କିଛି ନକ୍ସଲ ଆସି ଦମ୍ପତିଙ୍କୁ ଘରୁ ଉଠାଇ ନେଇଥିଲେ। Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୯/୩ : ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଠାରେ ଅତି ସୁନ୍ଦର ଓ ଯଥାର୍ଥ ଭାବରେ ଡିଏମଓ: ଡାକ୍ତର ପ୍ରମୋଦ ପଣ୍ଡା , ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ଇତିଶ୍ରୀ ମିଶ୍ର , ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀ ଏବଂ ଡାକ୍ତର ରେଗା ଲଷ୍ମୀ ନାରାୟଣ ପଟ୍ଟନାୟକଙ୍କ ସମେତ ସମସ୍ତ ବିଭାଗର ସ୍ବାସ୍ଥ୍ୟସେବିକା ଓ ବିଭିନ୍ନ କ୍ଷେତ୍ରର କର୍ମଚାରୀ ମାନଙ୍କ ଆନୁକୁଲ୍ୟରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୯/୩: ପାରଳାଖେମୁଣ୍ଡି ସହରରେ ଥିବା ଅଗ୍ରଣୀ ମହିଳା ସଂଗଠନ ‘ଆକାଂକ୍ଷା’ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ କାର୍ଯ୍ୟକ୍ରମ ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଗଜପତି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ଃ ଗୁଣନିଧି ନାୟକ , ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ Continue Reading