Home Articles posted by odadmin (Page 937)
Odisha News
ଭୁବନେଶ୍ବର,୧୨/୩: ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ ପରିଚୟ।ଆମ ରାଜ୍ୟରେ ଥିବା ୭୨୦୦ଟି ଭାଗବତ ଟୁଙ୍ଗୀଗୁଡିକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଭାଗବତ ଟୁଙ୍ଗୀ ପାଇଁ Continue Reading
Top Stories
By Our Correspondent Bhubaneswar , 12 : In last 10 years (2013-2023), Internationally acclaimed writer-director Biswanath Rath and his short films, documentaries, music videos are known for representing Odisha/India and even Asia in International Film Festivals across the globe. However, recently he has achieved a unique feat/milestone, which only few Indian filmmakers Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୨/୩ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଭାସୀ ଜରିଆରେ ବୌଦ୍ଧ ଜିଲ୍ଲାର ତିନିଟି ସେତୁର ଲୋକାର୍ପଣ କରିଥିବା ବେଳେ ଗୋଟିଏ ସେତୁର ଶିଳାନ୍ୟାସ କରିଛନ୍ତି । ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକର ମହାନଦୀ ଉପରେ ନିର୍ମିତ ଧଳପୁର- ଆଠମଲ୍ଲିକ ସେତୁ, ବୌଦ୍ଧ ସହରରେ ବୌଦ୍ଧ- ମର୍ଯ୍ୟାକୁଦ ଉପରେ ନିର୍ମାଣ କରାଯାଇଥିବା ସେତୁ, କଣ୍ଟାମାଳ ବ୍ଲକର ତେଲନଦୀ ଉପରେ ଫାସେଡ ଠାରେ ଫାସେଡ-ରାକଡୋଲ ସେତୁର ଲୋକାର୍ପଣ ହୋଇଥିବା ବେଳେ Continue Reading
Odisha News
ଭଦ୍ରକ, ୧୧/୩: ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ନନ୍ଦପୁର ଛକ ନିକଟରେ କାର ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। କଲେଜ ଯିବା ବେଳେ ଛାତ୍ରୀଙ୍କ ଉପରେ ଚଢ଼ିଗଲା କାର। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ କାର ଭାଙ୍ଗିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଭଦ୍ରକ-ଚାନ୍ଦବାଲି ରାସ୍ତାର ତିହିଡ଼ି ଥାନା ନନ୍ଦପୁର ଠାରେ ଦୁର୍ଘଟଣା ଘଟିଛି।ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ରୀଙ୍କ ନାଁ ପ୍ରଭାସିନୀ ନାୟକ। ଛାତ୍ରୀଜଣକ ତାଳପଦା ସ୍ଥିତ ମାଣିକଲାଲ ମହିଳା Continue Reading
Odisha News
ଭୁବନେଶ୍ବର, ୧୧/୩: ଦରମା ବୃଦ୍ଧି ଦାବି, ଝାଡ଼ୁ ଛାଡ଼ି ଆନ୍ଦୋଳନରେ ସଫେଇ କର୍ମଚାରୀ। ରାଜମହଲ ଫ୍ଲାଏଓଭର ତଳେ ଶହ ଶହ ସଫେଇ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦରମା ବୃଦ୍ଧି ସାଙ୍ଗକୁ ଅନ୍ୟ ଦାବିଗୁଡ଼ିକ ନେଇ ବିଏମସି କୌଣସି ପଦକ୍ଷେପ ନେଉନଥିବା ବେଳେ ସଫେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ରାଜଧାନୀର ପରିମଳ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିଥିବା ବେଳେ ୫୦ଟି ୱାର୍ଡରୁ ସକାଳୁ ଅଳିଆ ଉଠିନଥିବା ଦେଖିବାକୁ ମିଳିଛି। ମାସିକ ବେତନ Continue Reading
National News
LOS ANGELES, MAR 11: “Oppenheimer,” a solemn three-hour biopic that became an unlikely billion-dollar box-office sensation, was crowned best picture at a 96th Academy Awards that doubled as a coronation for Christopher Nolan. After passing over arguably Hollywood’s foremost big-screen auteur for years, the Oscars made up for lost time by heaping seven awards on […]Continue Reading