Home Articles posted by odadmin (Page 929)
National News
NEW DELHI, MAR 18 : Infosys co-founder Narayana Murthy has gifted 15 lakh shares worth over Rs 240 crore to his four-month-old grandson Ekagrah Rohan Murty. Recent regulatory filings show that the 77-year-old transferred the shares, comprising 0.04 per cent of Infosys stake, to his grandson in an off-market transaction on Friday. Following the share […]Continue Reading
Odisha News
ଭୁବନେଶ୍ୱର,୧୮/୩: ଓଡ଼ିଶା ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଗୁରୁଚାପ ବଳୟ ରହୁଥିବାରୁ ବାୟୁମଣ୍ଡଳର ମଧ୍ୟଭାଗରୁ ଉପରଭାଗ ମଧ୍ୟରେ ନିମ୍ନଚାପରେଖା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ କେତେକ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ Continue Reading
National News
NEW DELHI, MAR 18: Under attack for his “fight against shakti” remark made at a rally in Mumbai, Congress leader Rahul Gandhi on Monday clarified that he was not talking about any religious power but the ‘shakti’ of unrighteousness, corruption and falsehood. He accused Prime Minister Narendra Modi of twisting his words and said he […]Continue Reading
Odisha News
କଟକ, ୧୮/୩: ବାରବାଟୀ-କଟକ ବିଧାୟକ ଭାବେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ମୋକିମ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଆଜି ମିଳିଛି ଆଶ୍ୱସ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ।ସୂଚନାଯୋଗ୍ୟ, ଜନ ପ୍ରତିନିଧି ଆଇନର ଧାରା ୧୫୧-କ ଅନୁସାରେ ୯୦-ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ଖାଲି ପଡ଼ିଛି (କାଜୁଆଲ Continue Reading
Odisha News Sports News
ନୂଆଦିଲ୍ଲୀ, ୧୮/୩: ପୁରୁଷ ଯାହା କରିପାରିନାହାନ୍ତି, ମହିଳା ତାହା କରି ଦେଖାଇଛନ୍ତି। ୨୦୦୮ ମସିହାରେ ଗଠିତ ହେବାର ୧୬ବର୍ଷ ପରେ ୨୦୨୪ରେ ପ୍ରଥମ ଟ୍ରଫି ଜିତିଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)। ପ୍ରଥମ ଥର ଡବ୍ଲୁପିଏଲ୍ (ମହିଳା ଆଇପିଏଲ୍) ଫାଇନାଲ୍ ଖେଳି ଟ୍ରଫି ଜିତି ନେଇଛି ଆର୍ସିବିର ମହିଳା ଦଳ। ଫଳରେ ପ୍ରଶଂସକଙ୍କ ବହୁଦିନର ସ୍ବପ୍ନ ପୂରଣ ହୋଇଛି। ରବିବାର ବହୁ ପ୍ରତୀକ୍ଷିତ ଫାଇନାଲ୍ ଲଢ଼େଇରେ ଆର୍ସିବି ପ୍ରଥମେ ପ୍ରତିପକ୍ଷ ଦିଲ୍ଲୀ Continue Reading
National News
By Our Correspondent  Bhubaneswar,Mar 18 :  CSIR-Institute of Minerals and Materials Technology (CSIR-IMMT), Bhubaneswar, hosts the prestigious 51st Shanti Swarup Bhatnagar Indoor Final Tournament-2024, from March 15th to 19th, 2024. Shri Chetan Prakash Jain, Financial Adviser, CSIR, inaugurated the Tournament in the presence of Shri. Debasish Mohanty (former Indian Continue Reading
Odisha News
କେନ୍ଦୁଝର, ୧୮/୩: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଶୁଆକାଟିସ୍ଥିତ ଓଏମ୍ସି ଖଣିରୁ କେନ୍ଦୁଝର ସଦର ବ୍ଲକ୍ ଗୋହାଲଡିହି ରେଳସାଇଡିଂ ପର‌୍ୟ୍ୟନ୍ତ ରେଳପଥ ସଂଯୋଗୀକରଣକୁ ବିରୋଧ କରି ଆଜି ଟ୍ରକ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦିଆଯାଇଛି।ବନ୍ଦକୁ ୧୫ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇଛି। ତେବେ ବନ୍ଦରୁ ଆମ୍ବୁଲାନ୍ସ, ଅଗ୍ନିଶମ, କ୍ଷୀରଗାଡ଼ି, ସ୍କୁଲ ଓ କଲେଜ ବସ୍ ସମେତ ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି। କେନ୍ଦୁଝର ଷ୍ଟେସନରେ Continue Reading