ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୦/୩: ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ବେତାରସିଂ ଗ୍ରାମ ପଞ୍ଚାୟତର ବେତାର ସିଂ ଗ୍ରାମ ସ୍ଥିତ ରାଜୀବଗାନ୍ଧି ସେବା କେନ୍ଦ୍ର ଠାରେ ଆର:କେ:ଏସ:ଏସ:. ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ଗଜପତି ଜିଲ୍ଲା ନାବାର୍ଡ ସଂସ୍ଥା ସହାୟତାରେ ସ୍ଵୟଂ ସହାୟକ ଗୋଷ୍ଠୀ ଦଳର ନେତ୍ରୀ ମାନଙ୍କୁ ସୁଦୃଢ କରିବା ପାଇଁ ଏକ ଦକ୍ଷତା ବୃଦ୍ଧି କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଏକ ଦିବସୀୟ ଦକ୍ଷତା ବୃଦ୍ଧି କର୍ମଶାଳା Continue Reading
By Our Correspondent Bhubaneswar,Mar 20: Prestigious 51st Shanti Swarup Bhatnagar Indoor Final Tournament-2024, successfully concluded at CSIR-Institute of Minerals and Materials Technology (CSIR-IMMT). Shri Mahendra Kumar Gupta, Joint Secretary(Admin),CSIR graced the occasion as the Chief Guest and Dr Debashish Dash, Director, Institute of Life Sciences, Bhubaneswar Continue Reading
ଖୋର୍ଦ୍ଧା, ୨୦/୩ : ପଚାଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ କନିଷ୍ଠ ଯନ୍ତ୍ରୀ। ତାଙ୍କ ନାଁ ସଙ୍ଗୀତା ମହାପାତ୍ର। ସେ ଖୋର୍ଦ୍ଧା ବ୍ଲକରେ କନିଷ୍ଠ ଯନ୍ତ୍ରୀ ଅଛନ୍ତି।ଏକ ଉନ୍ନୟନମୂଳକ କାର୍ଯ୍ୟର ଫାଇନାଲ୍ ବିଲ୍ କରି ଦେବା ପାଇଁ ସେ ଜଣେ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ। ସଂପୃକ୍ତ ଠିକାଦାର ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।ଯୋଜନା ପ୍ରକାରେ ଆଜି ଠିକାଦାର ଜଣଙ୍କ ୫୦ ହଜାର ଟଙ୍କା ନେଇ କନିଷ୍ଠ ଯନ୍ତ୍ରୀ ସଙ୍ଗୀତା Continue Reading
ଭୁବନେଶ୍ବର, ୨୦/୩: କମିସନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଝାରପଡା ଜେଲରେ ଚଢ଼ଉ କରିଛି। ଡିସିପି ପ୍ରତୀକ୍ ସିଂହଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଜେଲରେ ପହଞ୍ଚି ଚଢ଼ଉ ଚଳାଇଛି।ଗତକାଲି ଜେଲ୍ ପରିସରରେ ଗ୍ୟାଙ୍ଗୱାର ପରେ କମିସନରେଟ୍ ପୁଲିସ ଏହି ଚଢ଼ଉ କରିଛି। ଜେଲର ପ୍ରତ୍ୟେକ ସେଲରେ ଛାନବିନ୍ କରାଯାଉଛି। ପ୍ରତ୍ୟେକ ୱାର୍ଡରେ ଛାନବିନ୍ କରାଯାଉଛି। ଡିସିପିଙ୍କ ସମେତ ବିଭିନ୍ନ ଜୋନର ପାଖାପାଖି ୬ ଜଣ ଏସିପି ମଧ୍ୟ ଏହି ଚଢଉରେ ସାମିଲ ହୋଇଛନ୍ତି।ଗତକାଲି Continue Reading
ଭୁବନେଶ୍ବର, ୨୦/୩: ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ ମିଳିଛି। ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ବିଜୟ ଅମୃତ କୁଲାଙ୍ଗେଙ୍କୁ ଅବସ୍ଥାପିତ କରାଯାଇଛି।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ତାଙ୍କର ନୂଆ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ସେ ବିଏମସି କମିସନର ଦାୟିତ୍ୱରେ ଥିଲେ।କିଛି ଦିନ ତଳେ ତାଙ୍କୁ ହଠାତ୍ ପଦରୁ ହଟାଇ ଏକ ମାସ ଛୁଟି ଦିଆଯାଇଥିଲା। ଛୁଟି ସରିବା ପରେ ଏବେ ସରକାର ତାଙ୍କୁ ଏହି ନୂଆ ନିଯୁକ୍ତି ଦେଇଛନ୍ତି।Continue Reading
ଭୁବନେଶ୍ୱର, ୨୦/୩ : ପଖାଳ ହେଉଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଓଡ଼ିଆ ସଂସ୍କୃତି ଓ ଜନଜୀବନ ସହ ପଖାଳ ଓତପ୍ରୋତ ଭାବେ ଜଡ଼ିତ। ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ କଂସାକୁ ସେମାନେ ଝୁରିହୁଅନ୍ତି। ପେଟରେ ପଖାଳ ମୁଠାଏ ପଡ଼ିଗଲେ ପେଟ ଥଣ୍ଡା ଓ ମନ ଶାନ୍ତି ହୋଇଯାଏ। ସମ୍ପ୍ରତି ସହରର ଚାକଚକ୍ୟ ଓ ଦେଶୀ, ବିଦେଶୀ ଖାଦ୍ୟପେୟ ଭିତରେ ବି ଲୋକେ ପଖାଳ ଖୋଜୁଛନ୍ତି।ବିଶେଷକରି ଗ୍ରୀଷ୍ମଦିନେ ଖରାର ପ୍ରକୋପ ଅନେକଙ୍କୁ ପଖାଳ କଂସା ପ୍ରତି […]Continue Reading
Uttar Pradesh, Mar 20 : A barber in Uttar Pradesh’s Budaun allegedly hacked two children to death living in the neighbourhood and critically injured another, the police said on Tuesday. The barber was later killed in an encounter by the police. The incident took place in the Baba Colony under the Mandi Samiti police station. […]Continue Reading
ଟୁନା ସିଂଙ୍କ ରିପୋର୍ଟବୋରିଗୁମ୍ମା, ୨୦/୩ : ବୋରିଗୁମ୍ମା ଏସଡ଼ିପିଓ ତପସ୍ୱିନୀ କଁଅର ନିର୍ଦେଶ କ୍ରମେ ବୋରିଗୁମ୍ମା ଥାନା ଅଧିକାରୀ ଯୁଗଳ କିଶୋର ସାଙ୍କ ନେତୃତ୍ୱରେ ଜୁଝାରୀ ପଞ୍ଚାୟତ ମଝି ଜଙ୍ଗଲ ରେ ଚାଲିଥିବା ଏକ ଜୁଆ ଅଡ୍ଡାରେ ଚଢ଼ଉ କରି ୯ ବାଇକ, ୨ ଟି ତାସ ପ୍ୟାକେଟ, ଖେଳପାଇଁ ବ୍ୟବହୃତ ମେଟ ଓ ନଗଦ ୧୨୪୦/-ଟଙ୍କା ଜବତ କରିଥିବା ଥାନା ଅଧିକାରୀ ଯୁଗଳ କିଶୋର ସା ସୂଚନା ଦେଇଛନ୍ତି ।ଗତକାଲି ରାତ୍ର ସମୟରେ ଜୁଝାରୀ ଗ୍ରାମ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୦/୩ : ଦେଶରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ମେ ୨୦ ତାରିଖରେ ସାଧାରଣ ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ । ଜିଲ୍ଲାରେ ପ୍ରଶାସନ ପକ୍ଷରୁ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ଅବାଧ ଓ ସ୍ୱଚ୍ଚ ଏବଂ ନିରପକ୍ଷେ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ତ୍ତମାନ ପ୍ରଶାସନ ପକ୍ଷରୁ ନିର୍ବାଚନ ନିମୟ ଅନୁଯାୟୀ ଜିଲ୍ଲାରେ ଥିବା ୩ ଗୋଟି ବ୍ଳକ ଓ ବିଜ୍ଞାପିତ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୦/୩ : :ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଏବେ ରାଜ୍ୟରେ ରାଜନୀତି ସରଗରମ ହୋଇଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନକୁ କିଭଳି ସ୍ଵଚ୍ଛ ଓ ନିର୍ମଳ କରାଯିବ ସେଥିପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ଏବେ ଠାରୁ ଆରମ୍ଭ ହେଲାଣି ପ୍ରସ୍ତୁତି ।ପ୍ରଶାସନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମିଳିତ ଭାବେ ବାଲିଗୁଡ଼ା ସହରର ବିଭିନ୍ନ ସର୍ବ ସାଧାରଣ ସ୍ଥାନରେ ଲାଗିଥିବା ଦଳୀୟ Continue Reading




