Home Articles posted by odadmin (Page 921)
Odisha News
ବୀରମହାରାଜପୁର, ୨୫/୩: ଦେଶ ସ୍ବାଧୀନତା ପ୍ରାପ୍ତିକୁ ସାତ ଦଶନ୍ଧି ବିତିଯାଇଛି। କିନ୍ତୁ ଆମ ସମାଜରୁ କୁସଂସ୍କାର ଯାଇନାହିଁ। ବାପାଙ୍କ ମୃତ୍ୟୁ ପରେ ଶବକୁ ଅନ୍ତିମ ସଂସ୍କାର କରିବା ପାଇଁ ଗ୍ରାମବାସୀଙ୍କୁ ପୁଅ ୨୦ ହଜାର ଟଙ୍କା ମାଗିଛି, ଯେଉଁ ଟଙ୍କାରେ ସେ ଜାତିଭାଇଙ୍କୁ ଭୋଜିଭାତ ଦେଇ ଖୁସି କରାଇବ।କିନ୍ତୁ ଏହି ରାଶି ନମିଳିବାରୁ ସେ ବାପାଙ୍କ ମୃତଦେହକୁ ସ୍ପର୍ଶ କରିନାହାନ୍ତି। ଶେଷରେ ସମାଜସେବୀମାନେ ୮ ଘଣ୍ଟା ପରେ ଶବକୁ ଅନ୍ତିମ ସଂସ୍କାର Continue Reading
Odisha News
ସମ୍ବଲପୁର,୨୫/୩: ସମ୍ବଲପୁର ପୋଲିସ ଏକ ବଡ଼ ଧରଣର କଫସିରପ ରାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି। ସଦରଥାନା ପୋଲିସ ନିଲଡୁଙ୍ଗରିରୁ ୪୫ଟି ପେଟିରେ ୧୮୦ ମିଲିଲିଟର ବିଶିଷ୍ଟ ପ୍ରାୟ ୧୦ ହଜାର ୮ଶହ(୧୦୮୦ ଲିଟର) ନିଷିଦ୍ଧ କଫସିରପ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ସମ୍ପର୍କରେ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ସୂଚନା ଦେଇଛନ୍ତି। ସେ Continue Reading
Odisha News
ଭୁବନେଶ୍ୱର, ୨୫/୩ : ଓଡ଼ିଶା ଅଗ୍ନିଶମ ବାହନୀ ତରଫରୁ ହୋଲିରେ ଅଘଟଣ ରୋକିବାକୁ ପ୍ରସ୍ତୁତ। ଭୁବନେଶ୍ୱର ଉପକଣ୍ଠ ନଦୀ, କେନାଲ ଗୁଡିକରେ ମୁତୟନ ହେବ ଅଗ୍ନିଶମ କର୍ମଚାରୀ। ପାଞ୍ଚଟି ସ୍ଥାନରେ ଥିବା ଗାଧୁଆ ତୁଠରେ ମୁତୟନ ହେବେ ଲାଇଫ ବୟ। ତାଙ୍କ ପାଖରେ ଲାଇଫ ଜ୍ୟାକେଟ ରହିବ। ମେସିନ ରବର୍ ବୋଟ, ଅଣ୍ଡର ୱାଟର କର୍ମଚାରି ଓ ଆମ୍ବୁଲାନ୍ସ ମଧ୍ୟ ରହିବ।କୁଆଖାଇ, ଦୟା, ଧଉଳି ପୁରୀ କେନାଲ, ବାଲିପାଟଣା, ବାଲିଅନ୍ତା, ବଙ୍କୁଆଲ ନଦୀ ଗୁଡ଼ିକ ତୁଠରେ ମୁତୟନ […]Continue Reading
Odisha News
ଜଳେଶ୍ଵର, ୨୫/୩: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଅଧୀନସ୍ଥ ପଶ୍ଚିମବାଡ଼ ଗ୍ରାମରେ ଆଜି ସକାଳ ପ୍ରାୟ ୭ଟା ସମୟରେ ଏକ ପୁରୁଣା କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି।ବିବରଣୀରୁ ପ୍ରକାଶ ଯେ ଆଜି ସକାଳେ ପଶ୍ଚିମବାଡ଼ ବସ୍ତିର ସେକ ସମିରୁଦ୍ଦିନ (୪୫), ତାଙ୍କ ପତ୍ନୀ ସେକ ଆସୁନି ବିବି(୩୫) ଓ ପୁତ୍ର ସେକ ଆରିଫ(୨୫) ରାସ୍ତା ପାର୍ଶ୍ବରେ ପଡ଼ିଥିବା ଚିପ୍ସ ଗୋଟାଇବା କାମରେ ବ୍ୟସ୍ତ ଥିଲେ।ଏହି ସମୟରେ ସେହି ପାଖରେ […]Continue Reading
Odisha News
ପୁରୀ, ୨୫/୩: ଆଜି ସକାଳେ ପୁରୀରେ ବିଜେପିର ଦୁଇ ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏ ଦୁଇଜଣ ହେଲେ ପୁରୀର ଲୋକସଭା ସାଂସଦ ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର ଓ ସମ୍ବଲପୁରର ଲୋକସଭା ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ।ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରକୁ ଯାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ମୁର୍ଦୁଳା ଠାକୁର ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଲୋକସଭା ସାଂସଦ ପ୍ରାର୍ଥୀ ଘୋଷଣା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୪/୩ : ବାଲିଗୁଡାରେ କାନ୍ଦୁଲ ଯାତ୍ରା ପର୍ବ ମହାସମାରୋହରେ ପାଲିତ ହୋଇଯାଇଛି । ଚଳିତ ବର୍ଷ ମା ପାଟଖଣ୍ଡା ଦୁର୍ଗା ପୁଜା ସମିତି ତରଫରୁ ପାଳନ କରିବାକୁ ପରସ୍ତୁତି କରାଯାଇଛି । ମାପାଟଖଣ୍ଡା କାନ୍ଦୁଲ ଯାତ୍ରା ଭେଟଘାଟ ରଆୟୋଜନ କରାଯାଇଛି ।ମନ୍ଦିରରେ ମାଙ୍କ ପାଖରେ ଭୋଗରାଗ ଲାଗିବା ସହ କାନ୍ଦୁଲ ଭଜା ଓ ଝଟା ଭଜାକୁ ରିତିନିତିପ୍ରକାରେ ପଜାର୍ଚ୍ଚନା କରାଯାଇଥିଲା । ଆସନ୍ତାକାଲି ସମିତି ତରଫରୁ ଦୁଇ ରାଜାକୁ Continue Reading
Odisha News
ନୂଆଦିଲ୍ଲୀ/ଭୁବନେଶ୍ବର, ୨୪/୩: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ରବିବାର ପଞ୍ଚମ ପର୍ଯ୍ୟାୟରେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା କରିଛି।ଏହି କ୍ରମରେ ବିଜେପି ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ପାଇଁ ଅପରାଜିତା ଷଡ଼ଙ୍ଗୀ ଓ ବ୍ରହ୍ମପୁର ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୪/୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ଼ଃ.ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ଆବାହକତ୍ଵରେ ଅନ୍ତିମ ବର୍ଷ ଛାତ୍ର ଛାତ୍ରୀଙ୍କୁ ମେଲାଣି ମହୋତ୍ସବ ମାଧ୍ୟମରେ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।ପ୍ରଥମେ ଶ୍ରୀଜଗନ୍ନାଥ ଫଟୋଚିତ୍ରରେ ଧୂପ ଦୀପ ପ୍ରଜ୍ଜଳନ କରି ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। Continue Reading